ବାଛନ୍ତୁ ନିଜ ମନ ପସନ୍ଦର ଗୋଟିଏ କ୍ରିଷ୍ଟାଲ ବଲ ଓ ଜାଣନ୍ତୁ ନିଜର ସମସ୍ୟା ଓ ତାହାର ସମାଧାନ- Personality Test

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ରହିଥାଏ । ଏହି ସବୁ ସମସ୍ୟା ଗୁଡକୁ ଦୂର କରିବା ପାଇଁ ମଣିଷ ବହୁତ କିଛି ଉପାୟ କରିଥାଏ ହେଲେ ସେ ସଫଳ ହୋଇପାରେ ନାହିଁ ।

ଯେଉଁ ଲୋକମାନେ ନିଜ ଜୀବନରେ ଥିବା ସମସ୍ୟା ଗୁଡିକୁ ଦୂର କରିପାରନ୍ତି ନାହିଁ ସେମାନେ କିଛି ସମୟ ପାଇଁ ହାରାସ ହୋଇଯାଇଥାନ୍ତି । ବନ୍ଧୁଗଣ ଆପଣଙ୍କ ଜୀବନରେ ହେଉଥିବା ସମସ୍ୟା ଆପଣଙ୍କ ପୂର୍ବ ଜନ୍ମ ସହ ମଧ୍ୟ ଜଡିତ ରହିପାରେ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଖ୍ରୀଷ୍ଟାଲ ବଲ ନେଇ ଆସିଛୁ । ଏହି ଖ୍ରୀଷ୍ଟାଲ ବଲ ଆପଣଙ୍କ ପୂର୍ବ ଜନ୍ମର ପ୍ରଭାବ ଓ ଆପଣଙ୍କ ସମସ୍ୟାର ସମାଧାନ ବିଷୟରେ କହିଥାଏ । ଆଜିଆମେ ଆପଣ ମାନଙ୍କୁ କେତେଟୋ ଖ୍ରୀଷ୍ଟାଲ ବଲ ଦେଖାଇବୁ ଆପଣଙ୍କୁ ଏଥି ମଧ୍ୟରୁ ଗୋଟିଏ ଖ୍ରୀଷ୍ଟାଲ ବଲ ବାଛିବାକୁ ହେବେ ଯାହାଦ୍ୱାରା ଆପଣ ନିଜ ସମସ୍ୟାର ସମାଧାନ ପାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ବନ୍ଧୁଗଣ ଆପଣ ଆମ ପ୍ରଥମ ଖ୍ରୀଷ୍ଟାଲ ବଲକୁ ବାଛି ଛନ୍ତି ତା ହେଲେ ପୂର୍ବ ଜନ୍ମରେ ଲୋକମାନେ ଆପଣଙ୍କୁ ଏକା ଛାଡି ଚାଲିଯାଉଥିଲେ । ସେହି ଜନ୍ମର ବହୁତ ସମୟ ପର୍ଯ୍ୟନ୍ତ ଆପଣ ଏକା ରହିଥିଲେ ସେହି ଜନ୍ମର ପ୍ରଭାବ ଆପଣଙ୍କର ଏହି ଜନ୍ମରେ ମଧ୍ୟ ପଡିଛି । ବନ୍ଧୁଗଣ ଆପଣ ନିଜଲୋକ ମାନଙ୍କ ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଆପଣ କେବେହେଲେ କୌଣସି ନିଜଲୋକଙ୍କୁ ହରାଇବା ପାଇଁ ଚାହିଁ ନଥାନ୍ତି । ଯଦି ଆପଣଙ୍କ ନିଜ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ସେହି ସମସ୍ୟାର ସାମ୍ନା ସାହାସର ସହ କରନ୍ତୁ ।

୨. ଯଦି ବନ୍ଧୁଗଣ ଆପଣ ଆମ ଦୁତୀୟ ଖ୍ରୀଷ୍ଟାଲକୁ ବାଛି ଛନ୍ତି ତା ହେଲେ ଆପଣ ନିଜ ପୂର୍ବଜନ୍ମରେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଯାହାର ବହୁତ ଖରାପ ଫଳ ଆପଣ ମାନଙ୍କୁ ମିଳିଛି । ଏହି ସବୁ ନିଷ୍ପତ୍ତି ଗୁଡିକ ପାଇଁ ଆପଣ ଆର୍ଥିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ବନ୍ଧୁଗଣ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମେ ନିଜକୁ ବୁଝିବାକୁ ହେବ । ଆପଣ ନିଜର ସମସ୍ତ ନିଷ୍ପତ୍ତି ଭାବି ଚିନ୍ତି ନିଅନ୍ତୁ ଓ ନିଷ୍ପତ୍ତି ନେବାର ପରିଣାମ ବିଷୟରେ ମଧ୍ୟ ବୁଝିଯାନ୍ତୁ ।

୩. ଯଦି ବନ୍ଧୁଗଣ ଆପଣ ଆମର ତୃତୀୟ ଖ୍ରୀଷ୍ଟାଲକୁ ବାଛି ଛନ୍ତି ତା ହେଲେ ଆପଣ ପୂର୍ବଜନ୍ମରେ କେତେକ ଲୋକ ଧୋକା ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କର ପୂର୍ବଜନ୍ମର ପ୍ରଭାବ ଆପଣଙ୍କର ଏହି ଜନ୍ମରେ ପଡୁଛି । ତେଣୁ ଆପଣ ଅନ୍ୟ ଲୋକ ମାନଙ୍କୁ ଭଲ ଭାବରେ ନବୁଝି ତାଙ୍କ ଉପରେ ବିଶ୍ଵାସ କରନ୍ତୁ ନାହିଁ । କାରଣ ଅନ୍ୟ ଲୋକମାନେ ଆପଣଙ୍କୁ ଧୋକା ଦେଉଛନ୍ତି । ଆପଣ ଏହି କଥା ବିଷୟରେ କିଛି ବିଚାର କରନ୍ତୁ ଓ ନିଜ ଜୀବନ ଶୈଳୀକୁ ବଦଳାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *