ଗୋରା ଛୁଆ କେମିତି ହେବ ? ଜାଣନ୍ତୁ ଗୋରା ଓ ସ୍ଵାସ୍ଥ୍ୟବାନ ପିଲା ହେବା ପାଇଁ କଣ ଖାଇବେ ?

ବନ୍ଧୁଗଣ, ଆଜିଭଳି ଦିନରେ ପ୍ରତ୍ୟକ ମାତା ପିତା ଚାହିଁଥାନ୍ତି ଯେ ତାଙ୍କର ସନ୍ତାନ ଗୋରା ଏବଂ ସୁନ୍ଦର ଏବଂ ସ୍ୱାସ୍ଥ୍ୟବାନ ହୋଇ ଜନ୍ମ ନେଉ । କାରଣ ଗୋରା ଏବଂ ସୁସ୍ଥ ଛୁଆ ବରଦାନ ସଦୃଶ୍ୟ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି କିଛି ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ପୁରାତ୍ତନ ଯୁଗରୁ ଗୋରା ଏବଂ ସ୍ୱାସ୍ଥ୍ୟବାନ ଛୁଆ ପାଇଁ ଆପଣାଇଛନ୍ତି । ତେବେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

୧- କେଶର ଯୁକ୍ତ କ୍ଷୀର, ପ୍ରତିଦିନ କିଛି କେଶରକୁ ଗୋଟିଏ ଗ୍ଳାସ ରେ ମିଶାଇ ଏହାକୁ ଫୁଟାନ୍ତୁ ଏହାପରେ ଉଷୁମ ହେଲାପରେ ଏହାର ସେବନ କରନ୍ତୁ । କେଶରରେ କିଛି ବିଶେଷ ଗୁଣ ରହିଥାଏ, ଯାହା ଉଭୟ ମା’ ଏବଂ ଗର୍ଭ ରେ ବଢୁଥିବା ଶିଶୁର ରଙ୍ଗ କୁ ଧଳା କରିବାରେ ସକ୍ଷମ ହୋଇଥାଏ । କିନ୍ତୁ ଏହା ମନେ ରଖିବା ଉଚିତ ଯେ କେଶର କୁ ଅଧିକ ଖାଇବା ଉଚିତ ନୁହେଁ । କାରଣ ଏହା ଗର୍ଭାଶୟ କୁ ସଙ୍କୋଚନା କରିଥାଏ । କିନ୍ତୁ ଏହାର ଅଳ୍ପ ମାତ୍ରାର ସେବନ ଦ୍ଵାରା ଗର୍ଭାବସ୍ଥାରେ ର-କ୍ତଚାପ କୁ କମ ରଖିବାରେ ସାହାର୍ଯ୍ୟ କରିଥାଏ ।

୨- ନଡିଆ, ଗର୍ଭାବସ୍ଥା ରେ ନଡିଆ ର ସେବନ କରିଲେ ଏହା ଗର୍ଭ ରେ ବଢୁଥିବା ଶିଶୁ ର ରଙ୍ଗ ଗୋରା କରିବାରେ ସାହାର୍ଯ୍ୟ କରିଥାଏ । ନଡିଆର ପାଣି ସେବନ କରିଲେ ମଧ୍ୟ ଏହା ଶିଶୁ ର ରଙ୍ଗ ଉପରେ ଭଲ ପ୍ରଭାବ ପକାଇଥାଏ ।

୩- କ୍ଷୀର, ଏହାକୁ ସେବନ କରିଲେ ଏହା ଗୋରା ଛୁଆ ଜନ୍ମ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ କ୍ୟାଲସିୟମ ଥାଏ, ଯାହା ଶିଶୁ ର ଶାରୀରିକ ଏବଂ ମାନସିକ ବିକାଶ ରେ ମଧ୍ୟ ସାହାର୍ଯ୍ୟ କରିଥାଏ । କ୍ଷୀର ସେବନ କରିଲେ ଏହା ଅସ୍ଥି କୁ ମଧ୍ୟ ମଜବୁତ କରିଥାଏ । ଯଦି ଶିଶୁ ଚାହିଁଥାଏ ତେବେ ପ୍ରତିଦିନ ରାତିରେ ଗୋଟେ ଗିଲାସ କ୍ଷୀର ସେବନ କରିବା ନିଶ୍ଚିତ ଆବଶ୍ୟକ ।

୪- ଅଣ୍ଡା, ଗର୍ଭାବସ୍ଥା ସମୟରେ ଅଣ୍ଡା ର ସେବନ କରିଲେ ଧଳା ଏବଂ ସୁନ୍ଦର ଛୁଆ ଜନ୍ମ ହେବାର ବହୁତ ସମ୍ଭାବନା ରହିଥାଏ । ଅଣ୍ଡା ରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ । ଏଣୁ ଗର୍ଭାବସ୍ଥା ର ଚତୁର୍ଥ ମାସରୁ ପ୍ରତିଦିନ ଅଣ୍ଡା ଖାଇବା ଦ୍ଵାରା ଗୋରା ଛୁଆ ଜନ୍ମ ହୋଇଥାଏ ।

୫- ଡାଳିମ୍ବ, ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ଏ, ବି, ସି, ଏବଂ ମିନେରାଲ୍ସ ରହିଥାଏ । ଏଥିରେ ଆଇରନ ଏବଂ ଫଲିକ ଏସିଡ ରହିଥାଏ ଯଦି ଗର୍ଭବତୀ ମହିଳା ପ୍ରତିଦିନ ସକାଳେ ଡାଳିମ୍ବ ରସ ର ସେବନ କରନ୍ତି ତେବେ ଜନ୍ମ ହେବାକୁ ଥିବା ଶିଶୁ ର ପିଙ୍କ କଲର ର ହୋଇଥାଏ ।

୬- ପିସ୍ତା ବାଦାମ, ଗର୍ଭାବସ୍ଥାରେ ଏହାର ସେବନ କରିଲେ ଗର୍ଭ ରେ ବଢୁଥିବା ଶିଶୁ ର ରଙ୍ଗ ଗୋରା ହୋଇଥାଏ । ଏବଂ ଏଥିରେ ଥିବା ପ୍ରୋଟିନ ମା ଏବଂ ଶିଶୁ ର ସ୍ୱାସ୍ଥ୍ୟ ଭଲ ରଖିଥାଏ ।ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *