କେତେ ବି ପୁରୁଣା ଚର୍ବି ହେଇଥାଉ ନା କାହିଁକି, କେବଳ 3 ଥର ଏହି ପାଣି ପିଅନ୍ତୁ, ଘିଅ ଭଳି ତରଳିଯିବ ସବୁ ଚର୍ବି (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ଏଭଳି ପାଣି ବନାଇବା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ପ୍ରୟୋଗ କରି ଶରୀରର ଚର୍ବି କୁ ସଂପୂର୍ଣ୍ଣ ରୂପେ ହ୍ରାସ କରି ପାରିବେ । ଆପଣ ଏକ ମାସ ମଧ୍ୟରେ ୫ ରୁ ୭ କେଜି ଓଜନ କମାଇ ପାରିବେ । ଏହାଛଡା ଏହି ପାଣି କୁ ଥାଇରଡ ରୋଗୀ, ଉଚ୍ଚ ରକ୍ତ ଚାପ ର ରୋଗୀ ଏବଂ ଡାଇବେଟିକ୍ସ ରୋଗୀ ସମସ୍ତେ ଏହାକୁ ସେବନ କରି ପାରିବେ ।

ଏହା ଫଳରେ ଆପଣ ନିଜର ମୋଟାପଣ କୁ କମ କରି ପାରିବେ । ଆସନ୍ତୁ ତେବେ ଜାଣିବା ସେହି ବିଶେଷ ପାଣି ସମ୍ବନ୍ଧରେ । ସର୍ବ ପ୍ରଥମେ ଆପଣ ଗୋଟିଏ ପାତ୍ରରେ ପ୍ରାଏ ୧ ଲିଟର ପାଣି ନିଅନ୍ତୁ । ଏହା ପରେ ଆପଣ ଏଥିରେ ୨ ରୁ ୩ ଟି ତେଜପତ୍ର ମିଶାନ୍ତୁ । ଏହା କେବଳ ସ୍ଵାଦ ବଢାଇବା ନିମନ୍ତେ ବ୍ୟବହାର କରାଯାଏ ନାହିଁ । ଏହା ଓଜନ କମ କରିବାରେ, କେଶ ମଜବୁତ କରିବାରେ ମଧ୍ୟ ଏହା ବହୁଳ ଭାବରେ ଲାଭ ଦାୟକ ଅଟେ ।

ଏହା ଆପଣଙ୍କ ମେଟାବେଲିଜିୟମ ରେଟ କୁ ହାଇ କରିଥାଏ ଏବଂ ଆପଣଙ୍କ ଡାଇଯେଟିକ୍ସ ସିଷ୍ଟମ କୁ ଠିକ କରିଥାଏ । ଏହାପରେ ଆପଣ ଏଥିରେ ଖଣ୍ଡେ ଡାଲଚିନ ମିଶାନ୍ତୁ । ଏହା ଆପଣଙ୍କ ଶରୀରକୁ ଏନର୍ଜି ଦେଇଥାଏ । ଏହାପରେ ଆପଣ ଏଥିରେ ୨ ଟି ଛୋଟ ଗୁଜୁରାତି ପକାନ୍ତୁ । ଏହା ଆପଣଙ୍କ ଷ୍ଟ୍ରେସ କୁ ଦୂର କରିଥାଏ ।

ଆପଣ ଗୁଜୁରାତି କୁ ଖୋଲି ଏଥିରେ ମିଶାନ୍ତୁ । ଏଥିରେ ଥିବା ମଞ୍ଜି ଜେଭଳି ଖୋଲି ପାଣିରେ ମିଶିବା ଆବଶ୍ୟକ । ଏହାପରେ ଶେଷରେ ଆପଣ ଏକ ଚାମଚ ଜୀରା ମିଶାନ୍ତୁ । ଜୀରା ଆପଣଙ୍କ ଗ୍ୟାସ ତଥା ଏସିଡିଟି ଭଳି ସମସ୍ୟା କୁ ଦୂରେଇ ରଖିଥାଏ । ଏହା ଆପଣଙ୍କ ବ୍ଲଡ଼ ଫ୍ଲୋ କୁ ବୃଦ୍ଧି କରାଇଥାଏ । ଏହା ସହିତ ଏହା ଚର୍ବି କୁ ଶେଷ କରିବାର କାର୍ଯ୍ୟ କରିଥାଏ । ଗ୍ୟାସ କୁ ମିଡିଅମ ଫେମ ରେ ରଖି ଢାଙ୍କି ଦିଅନ୍ତୁ । ଏହାପରେ ଆପଣ ଏହାକୁ ପ୍ରାଏ ୧୫ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ । ଏହାପରେ ଏହି ପାଣି କୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଆପଣ ଏହାକୁ ଅନ୍ୟ ଏକ ପାତ୍ର କୁ ଛାଣି ନିଅନ୍ତୁ ।

ଏହାପରେ ଆପଣ ସକାଳେ ଖାଲି ପେଟରେ ଏହାକୁ ସେବନ କରନ୍ତୁ । ଏହି ପାଣି କୁ ଆପଣ ଦିନକୁ ୩ ଥର ସେବନ କରିବାକୁ ହେବ । ଏହା ଏକ ପ୍ରାକୃତିକ ଏବଂ ଲାଭ ଦାୟକ ଉପାୟ ଅଟେ । ଆପଣଙ୍କୁ ଯେ କୌଣସି ସମସ୍ୟା ରହିଥିଲେ ମଧ୍ୟ ଆପଣ ଏହାକୁ ଖାଲି ପେଟରେ ଦିନକୁ ୩ ଥର ସେବନ କରି ଏହାର ଲାଭ ପାଇ ପାରିବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *