ଘରୁ ମଶାଙ୍କୁ ବାହାର କରିବାର ଦେଶୀ ଉପାୟ, ଗୋଟିଏ ଥରରେ ହିଁ ଘରୁ ସବୁ ମଶା ଏକଦମ ଗାୟବ ହେଇଯିବେ

ବନ୍ଧୁଗଣ, ବର୍ତ୍ତମାନ ବର୍ଷା ଦିନ, ଏହି ଦିନରେ ମଶା ଙ୍କର ପ୍ରବେଶ ସୁନିଶ୍ଚିତ । ଏହା ଦ୍ଵାରା ଆପଣ ରାତିରେ ଠିକ ଭାବରେ ସଂପୂର୍ଣ୍ଣ ନିଦ୍ରାରେ ଶୋଇ ପାରନ୍ତି ନାହିଁ । ଏହିଭଳି ସ୍ଥିତିରେ ଆପଣ ମାନେ ମାର୍କେଟ କୁ ଯାଇ ମଶା କଇଲ ଆଣି ନିଜ ଘରେ ଜଳାଇଥାନ୍ତି ।

ମାତ୍ର ଆପଣ ଏହା ଜାଣିନଥିବେ ଯେ, ଗୋଟିଏ ମଟିନ କଇଲ ଜଳାଇବା ୧୦୦ ସି-ଗା-ରେ-ଟ ଜଳାଇବା ସହିତ ସମାନ ହୋଇଥାଏ । କେତେ ଜଣକୁ ଆସ୍ଥମା ର ସମସ୍ୟା ହୋଇଯାଇଥାଏ । ପ୍ରାଏ ସମସ୍ତେ ଏହି ମଶା ଧୂପ ର ଧୂଆଁ କୁ ଗ୍ରହଣ କରି ପାରନ୍ତି ନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିବରଣୀ ଦେବାକୁ ଯାଉଅଛୁ, ଯାହାକୁ ପ୍ରୟୋଗ କରି ଆପଣ ମାନେ ମଶା ଙ୍କର ଦାଉ ସାଧିବା ଭଳି ସ୍ଥିତି ରୁ ଦୂରେଇ ରହି ପାରିବେ ।

ପ୍ରଥମେ ଆପଣ ୫ ରୁ ୬ କୋଲା ରସୁଣ ନିଅନ୍ତୁ । ଏହାପରେ ଏହାକୁ ଦରଦରା ଭାବରେ ଛେଚି ଦିଅନ୍ତୁ । ଏହା ପରେ ଗୋଟିଏ ମାଟି ପାତ୍ର କୁ ଏହାକୁ କାଢି ଦିଅନ୍ତୁ । ଏହାପରେ ଘରେ ପୂଜା ରେ ବ୍ୟବହାର କରାଯାଉଥିବା କର୍ପୁର କୁ ଗୁଣ୍ଡ କରି ଛେଚି ଥିବା ରଶୁଣ ମଧ୍ୟରେ ପକାନ୍ତୁ ।

ଏହାପରେ ଦେଶୀ ଘିଅ ନେଇ ତାହା ଉପରେ ପକାନ୍ତୁ । ଦେଶୀ ଘିଅ ଏଥିପାଇଁ ନେବା କାରଣ ତାହା ଅଧିକ ସମୟ ପର୍ଯ୍ୟନ୍ତ ଜଳିବାରେ ସାହାର୍ଯ୍ୟ କରିବ । ଏହି ୩ ଟି ଜିନିଷ କୁ ନିଜ ହାତ ଅଥବା କୌଣସି ଏକ ଚାମଚ ଦ୍ଵାରା ମିଶାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ଜଳାଇ ଦିଅନ୍ତୁ । ଏହା ମୋର ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ଜଳି ଥାଏ । ଆପଣ ଏହାକୁ ପ୍ରୟୋଗ କଲେ ମଶା ଆଦୌ ରହିବ ନାହିଁ ।

ଏହା ବ୍ୟତୀତ ଏହା ଘରୟ ଉପଚାର ଅଟେ ଏହାକୁ ଆପଣ ଅତି ସହଜ ଉପାୟରେ ନିଜ ଘରେ ଖୁବ ଅଳ୍ପ ସମୟ ମଧ୍ୟରେ ବନାଇ ପାରିବେ । ଏହିଭଳି ଆପଣ ନୀତିଦିନ ମିଶ୍ରଣ ପ୍ରସ୍ତୁତ କରି ଘରେ ଜଳାନ୍ତୁ । ଆପଣ ମାନେ ନିଶ୍ଚିତ ଭାବରେ ଜାଣିଛନ୍ତି ଯେ, ମଶା କାମୁଡିବା ଦ୍ଵାରା ନାନା ପ୍ରକାରର ରୋଗ ହୋଇଥାଏ । ଏହିଭଳି ସ୍ଥିତି ରେ ଯଦି ଆମ୍ଭେ ମାନେ ମଶା ଧୂପ ଲଗାଉଛୁ ତେବେ ତାହା ଆମ ସ୍ୱାସ୍ଥ୍ୟ ପକ୍ଷେ ହାନି କାରକ ସାବ୍ୟସ୍ଥ ହୋଇଥାଏ ।

ବିଶେଷ କରି ଯଦି ଘରେ ବୟସ୍କ ସଦସ୍ୟ ତଥା ଛୋଟ ଛୁଆ ରହୁଛନ୍ତି ତେବେ ସେମାନଙ୍କ ନିମନ୍ତେ ଏହି ମଶା ଧୂପ ଅଥବା ମଶା କଇଲ ବହୁତ କ୍ଷତିକାରକ ହୋଇଥାଏ । ବନ୍ଧୁଗଣ ଆପଣ ଥରେ ଏହାର ଉପଯୋଗ କରି ଦେଖନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *