ନମସ୍କାର ବନ୍ଧୁଗଣ , ଆମ ସମସ୍ତକ ଗୋଟିଏ ଇଛା ରହିଥାଏ ଯେ ଆମ ଘରେ ସବୁବେଳ ପାଇଁ ମା ‘ ଲକ୍ଷ୍ମୀଙ୍କ ର ବାସ ରହିଥାଉ । କିନ୍ତୁ ଆମେ କରିଥିବା ଭୁଲ ପାଇଁ ମା ‘ ଲକ୍ଷ୍ମୀ ଘର କୁ ତ୍ୟାଗ କରି ଯାଇଥାନ୍ତି । ଯଦି କୋଣସି ଘରେ ସମାଧାନ ଶିଷ୍ଟାଚାର ରହିନଥାଏ । ସେହି ଘର କୁ ଛାଡି ମା’ ଲକ୍ଷ୍ମୀ ପଳେଈ ଯାଇଥାନ୍ତି । ଯେଉଁମାନଙ୍କ ଘରେ ସ୍ଵାମୀ ଏବଂ ସ୍ତ୍ରୀ କଳି ଝଗଡା କରିଥାନ୍ତି ସେହି ଘରେ ମା ‘ ଲକ୍ଷ୍ମୀ କଦାପି ବାସ କରନ୍ତି ନାହିଁ ।
ଯେଉଁ ଘରେ ସ୍ତ୍ରୀଲୋକମାନଙ୍କୁ ସମ୍ମାନ ଦେଇନଥାନ୍ତି ସେହି ଘର କୁ ଛାଡି ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ମା ‘ ଲକ୍ଷ୍ମୀ ଘର କୁ ତ୍ୟାଗ କରିଥାନ୍ତି । ମା ‘ ଲକ୍ଷ୍ମୀ ଆମ ଘତ କୁ ଛାଡି ଯିବାର ଅନେକ ସଂକେତ ପଶୁ ପକ୍ଷୀମାନେ ମଧ୍ୟ ଦେଇଥାନ୍ତି । କିନ୍ତୁ ଏହି ବିଷୟକୁ ଆମେ ବୁଝିପାରିନଥାଉ । ମା ‘ ଲକ୍ଷ୍ମୀ ଯେଉଁ ଘରେ ସର୍ବଦା ରହିଥାନ୍ତି ସେହି ଘରର ଲୋକମାନଙ୍କୁ କୋଣସି ଅଭାବ ପରିଲକ୍ଷିତ ହୋଇନଥାଏ ।
ସେହି ଘର ସଦାସର୍ବଦା ଧନ , ସମବୃଦ୍ଧିରେ ରହିଥାଏ । ମା ‘ ଲକ୍ଷ୍ମୀଙ୍କ ଆର୍ଶୀବାଦ କୁ ପାଇବା ପାଇଁ ଲୋକେ ଅନେକ ପୂଜା ଦାନ ଧର୍ମ କରିଥାନ୍ତି । ମା ‘ ଲକ୍ଷ୍ମୀ ମଧ୍ୟ ତାଙ୍କ ଭକ୍ତମାନଙ୍କ ପ୍ରଥାନା କୁ କେବେ ବି ଅବହେଳା କରିନଥାନ୍ତି । ସେ ପୂଜା ଭକ୍ତି ରେ ପ୍ରସନ୍ନ ହୋଇ ସେହି ଘରେ ଆସିଥାନ୍ତି , କିନ୍ତୁ ମଣିଷ କରିଥିବା ଏଭଳି କିଛି ଭୁଲ ପାଇଁ ମା’ ଲକ୍ଷ୍ମୀ ସେହି ଘର କୁ ତ୍ୟାଗ କରି ଥାନ୍ତି ।
ମା ‘ ଲକ୍ଷ୍ମୀ ଙ୍କ ପଳେଇଯିବା ଏବଂ କ୍ରୋଧ ହେବାର କିଛି ସଙ୍କେତ ପଶୁ ପକ୍ଷୀମାନେ ଦେଇଥାନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ । ଯଦି କୋଣସି ବୁଲା କୁକୁର ଟି ଆପଣଙ୍କ ଘର କୁ ପଳେଈ ଆସିଥାଏ ତେବେ ଏହାର ଅର୍ଥ ହୋଇଥାଏ ଯେ ମା ‘ ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ଅଛନ୍ତି ଏବଂ ମା ‘ ଲକ୍ଷ୍ମୀଙ୍କର ଆର୍ଶୀବାଦ ଆପଣଙ୍କ ଗୃହ ଉପରେ ନାହିଁ । ଦ୍ଵିତୀୟ ରେ ହଡି କୁକୁଡା ଆପଣଙ୍କ ଘର ଭିତରକୁ ଚାଲି ଆସିଥାଏ ।
ଏହାର ଅର୍ଥ ଅଟେ ଯେ ମା ‘ ଲକ୍ଷ୍ମୀ ଆପଣଙ୍କ ଘର କୁ ଛାଡି ପଳେଇଯାଇଛନ୍ତି ବୋଲି । ତୃତୀୟ ଛେଳି ଗୋଡ ମଧ୍ୟ ଘର ପଡିଲେ ମା ‘ ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ । ଚର୍ତୁର୍ଥ ଯଦି କୋଣସି କଳା ରଙ୍ଗର ମାଙ୍କଡ ଘର ଭିତରକୁ ପଶି ଆସେ ଏବଂ ତାହାର ପାଦ ଚିହ୍ନ ପଡେ ତେବେ ସେ ଘରେ ମା ‘ ଲକ୍ଷ୍ମୀ ପଳେଈଯାଇ ଥାନ୍ତି ଏବଂ ସେହି ଘରେ ସର୍ବଦା ଦୁଖ କଷ୍ଟ ଏବଂ ଧନର ଅଭାବ ରହିଥାଏ ।
ଏହି ସବୁ ପଶୁମାନଙ୍କୁ ଘର ଭିତରେ କେବେ ବି ପଶାନ୍ତୁ ନାହିଁ । କିନ୍ତୁ ଆଜିକାର ଲୋକମାନେ ଏହି ସବୁ ପଶୁ କୁ ଘରେ ରଖି ଆଳନପାଳନ କରୁଥାନ୍ତି , କିନ୍ତୁ ଏହା ଅନୁଚିତ୍ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।