Vastu Tips- ଘରେ ଠାକୁର ପୂଜା କରିବା ସମୟରେ ଦେଖିଲେ ଏହି ସବୁ ସଂକେତ ଜାଣିବେ ଭାଗବାନ ଅଛନ୍ତି ଆପଣଙ୍କ ପାଖରେ…

ନମସ୍କାର ବନ୍ଧୁଗଣ । ଆମ ହିନ୍ଦୁ ଧର୍ମ ଅନୁସାରେ ଦେବୀ ଦେବତା ଙ୍କର ପିଉଜା କରିବାର ଅନେକ ମହତ୍ଵ ରହି ଅଛି ପ୍ରତ୍ଯେକ ବ୍ୟକ୍ତି ସଂପୂର୍ଣ୍ଣ ଦିନ ମଧ୍ୟରେ ଥରେ ନା ଥରେ ନିହାତି ଇଶ୍ଵର ଙ୍କୁ ସ୍ମରଣ କରିଥାଏ । ଏହାଛଡା ସମସ୍ତ ଙ୍କ ଘରେ ଘରର କୌଣସି ଏକ ସ୍ଥାନରେ ଏକ ପୂଜା ସ୍ଥଳୀ ନିହାତି ରହିଅଛି । ସେହି ସ୍ଥାନରେ ସମସ୍ତେ ନିଜ ନିଜ ଇଛାନୁସାରେ ନିଜ ନିଜ ପ୍ରିୟ ଅଥବା ନିଜ କୁଳ ଦେବତା ଙ୍କର ମୂର୍ତ୍ତି କିମ୍ବା ଫୋଟୋ ଆଦି ସ୍ଥାପନା କରି ପୂଜା କରିଥାନ୍ତି ।

ବନ୍ଧୁଗଣ ଆମ ଧର୍ମ ରେ ପୂଜା କରିବା ବିଷୟରେ ଅନେକ ମହତ୍ବତା କୁ ଦର୍ଶାଯାଇଛି । ଏହାଦ୍ଵାରା ବ୍ୟକ୍ତି ର ଜୀବନରେ ଅନେକ ସୁଖ ଶାନ୍ତି ଆସିଥାଏ । ଏମିତି କୁହାଯାଇଥାଏ କି ଭଗବାନ ଙ୍କର ସେବା ପୂଜା କରିବା ଦ୍ଵାରା ବ୍ୟକ୍ତିର ଜୀବନରେ ଭଗବାନ ଙ୍କର ଆଶୀର୍ବାଦ ରୁ ତାଙ୍କର କୃପା ଆସିଥାଏ । ତାହାଛଡା ପୂଜା କରିବା ଦ୍ଵାରା ମନୁଷ୍ୟ କୁ ଶାନ୍ତି ମଧ୍ୟ ମିଳିଥାଏ ।

ତେଣୁ ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି କୁ ନିଜ ଜୀବନରେ ପ୍ରତ୍ଯେକ ଦିନ ଭଗବାନ ଙ୍କର ପୂଜା ସେବା ନିହାତି କରିବା ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ଯେତେବେଳେ କେହି ବ୍ୟକ୍ତି ଭଗବାନ ଙ୍କର ପୂଜା କରିଥାଏ, ସେହି ସମୟରେ ସେହି ବ୍ୟକ୍ତି ର ଚାରି ପଟେ ଏକ ପବିତ୍ର ସକରତ୍ମକତା ଊର୍ଜା ଘୁରି ବୁଲିଥାଏ । ଏହି କଥା ବିଜ୍ଞାନ ମଧ୍ୟ ପ୍ରମାଣିତ କରିଅଛି ।

ଏହି ଶକ୍ତି ଦ୍ଵାରା ବ୍ୟକ୍ତି ଭଗବାନଙ୍କ ସହ ଯୋଡି ହୋଇ ରହିଥାଏ । ବନ୍ଧୁଗଣ ପୂଜା ତ ପ୍ରାୟ ସମସ୍ତେ ସବୁଦିନ କରିଥାନ୍ତି । କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁ ମାନେ ଭଗବାନ ଙ୍କ ସମୂଖରେ ଥାଇ ମଧ୍ୟ ନିଜର ମନ କୁ ଆଉ କେଉଁଠି ରଖିଥାନ୍ତି । ମନରେ ଶ୍ରଦ୍ଧା ଭକ୍ତି ଆଣି ପାରନ୍ତି ନାହିଁ । କିନ୍ତୁ ସମସ୍ତ ସହ କେବେ ନା କେବେ ଏପରି ନିଶ୍ଚୟ ହୋଇଥିବ ଯେତେବେଳେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ଭଗବାନ ଙ୍କର ପୂଜା କରିଥିବେ । ଏହି ସମୟରେ ବନ୍ଧୁଗଣ ଭଗବାନ ପ୍ରସନ୍ନ ହୋଇ ନିଜ ଭକ୍ତ ଙ୍କୁ କିଛି ବିଶେଷ ସଂକେତ ମାନ ଦେଇଥାନ୍ତି ।

ଯେପରିକି ବନ୍ଧୁଗଣ ପ୍ରଥମଟି ହେଉଛି ପୂଜା ସମୟରେ ପ୍ରଜ୍ଵଳିତ ଦୀପର ଶିଖା ଟି ହଟାତ ଅଧିକ ଜୋର ରେ ଜଳିବା, ବା ଲଗାଇଥିବ୍ଭା ଧୂପ ଝୁଣା ରେ ଧୂଆଁ ଯଦି ସିଧା ଭଗବାନ ଙ୍କର ମୂର୍ତ୍ତି ବା ଫୋଟୋ ଚିତ୍ର ଆଡକୁ ଯାଉଥାଏ, ତେବେ ମଧ୍ୟ ଏହାର ଅର୍ଥ ଭଗବାନ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ଅଛନ୍ତି । ଦ୍ବିତୀଯରେ ବନ୍ଧୁଗଣ ଯଦି ଆପଣ ପୂଜା କରୁଥିବା ସମୟରେ ହଟାତ କେହି ବ୍ୟକ୍ତି ଆପଣ ଙ୍କ ଘରକୁ କିଛି ଉପହାର ନେଇ ଆସିଯାଏ ତେବେ ଏହାର ଅର୍ଥ ମଧ୍ୟ ଆପଣ ଙ୍କ ଉପରେ ଭଗାବାନ ଙ୍କର କୃପା ରହିଅଛି ।

ବନ୍ଧୁଗଣ ତୃତୀଯରେ ଯଦି ପୂଜା ସମୟରେ ଚଢାଉଥିବା ଯଦି ହାତ ରୁ ଫୁଲ ଖସି ଯାଏ ତେବେ ଏହାର ଅର୍ଥ ହେଉଛି କି ଭଗବାନ ଆପଣ ଙ୍କର ପୂଜା କୁ ସ୍ଵୀକାର କରିବା ସହ ଆପଣ ଙ୍କର ସମସ୍ତ ମନୋସ୍କାମନା କୁ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି । ତେବେ ବନ୍ଧୁଗଣ ଯଦି ଆପଣ ପୂଜା ସମୟରେ ଏପରି କିଛି ସଂକେତ ମାନ ପାଉଛନ୍ତି, ତେବେ ଏହାର ଅର୍ଥ ଆପଣ ଖୁବ ଭାଗ୍ୟଶାଳୀ ଅଟନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *