ଘରେ ସର୍ବଦା ଆର୍ଥିକ ଅନାଟନ ଲାଗି ରହୁଥିଲେ କଣ କରିବେ ପ୍ରତିକାର ? ଏହା ସହିତ ପଢନ୍ତୁ ଆଜିର ଆହୁରି 20 ଟି ଅନୁଚିନ୍ତା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତିକୁ ଜୀବନରେ କେତେ ପ୍ରକାର ସୁବିଧା ଓ ଅସୁବିଧା ଦେଇ ଗତି କରିବାକୁ ପଡିଥାଏ । ସେହି ସବୁ ସମୟ ଦେଇ ଯିବା ସମୟରେ ବ୍ୟକ୍ତି ଜୀବନରେ କେତେ କଣ ଶିଖିବାକୁ ପଡିଥାଏ । ସେହି ଶିକ୍ଷଣୀୟ କଥାକୁ ନେଇ ବ୍ୟକ୍ତି ଜୀବନରେ ଆଗକୁ ବଢିଥାଏ । ଆଜି ଆପଣ ସେହିପରି କେତେକ ଶିକ୍ଷଣୀୟ କଥା ଜାଣିବାକୁ ପାଇବେ ।

ଘରର ଡାହାଣ ପାଖରେ ତୁଳସୀ ଚଉରା ରଖିବା ସାହି କୌଣସି କାର୍ଯ୍ୟ ପାଇଁ ବାହାରକୁ ବାହାରିବା ସମୟରେ ତୁଳସୀ ଚଉରା ମାଟି ମୁଣ୍ଡରେ ମାରିକି ଯିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯେଉଁ ମାନଙ୍କର ମୁହଁରେ ଦାଗ ବ୍ରଣ ସମସ୍ଯା ରାହୁଥାଏ । ସେମାନେ ଦାଗ ଲିଭାଇବା ପାଇଁ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ଲଗାଇବା ଦ୍ଵାରା ଦାଗ ଲିଭିଥାଏ ।

ସୂର୍ଯ୍ୟ ଅସ୍ତ ହୋଇଯିବା ସମୟରେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅଶୁଭ ହୋଇଥାଏ । ଠାକୁର ପୂଜା କରିବା ସମୟରେ ଆସନ ପକାଇ ପୂଜା କରିବା ଦ୍ଵାରା ପୂଜାର ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ । ଘରର ଆଲମାରୀ କିମ୍ବା ଟଙ୍କା ରଖୁଥିବା ବାକ୍ସର ମୁହଁକୁ ଦକ୍ଷିଣ ଦିଗକୁ ଛାଡି ଅନ୍ୟ ଦିଗରେ ରଖିଲେ ଶୁଭ ହୋଇଥାଏ ।

ଗଣେଶ ପୂଜା ଦିନ ପାଣିରେ କିଛି ଅଳେଇଚ ପକାଇ ଗାଧୋଇବା ଦ୍ଵାରା ବିଦ୍ୟା ବଢିଥାଏ ।  ଶନିଦେବଙ୍କୁ ପୂଜା କରିବା ପାଇଁ ଶନିଦେବତାଙ୍କ ମନ୍ଦିରକୁ ଯିବା ଉଚିତ । ଘରେ ଶନିଦେବତାଙ୍କ ଫୋଟ ରଖି ପୂଜା କରିବା ଅନୁଚିତ । ଘରେ ଚାଲୁନଥିବା ଘଣ୍ଟା ରଖିବା ଅନୁଚିତ । ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ଲଗାନ୍ତୁ ନାହିଁ ।

ଭୋଜନ କରିବା ସମୟରେ ପୂର୍ବ ଓ ଶୟନ କରିବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ମାଛ ପୋଡା ଖାଇବା ଦ୍ଵାରା ଶରୀର ପକ୍ଷେ ହିତକର ହୋଇଥାଏ । ବରର ଅଯୁଗ୍ମ ବର୍ଷ ସହିତ କନ୍ୟାର ଯୁଗ୍ମ ବର୍ଷ ହୋଇଥିଲେ ବିବାହ କରିବା ଦ୍ଵାରା ଶୁଭ ହୋଇଥାଏ । ଗୋଟିଏ ଦିନରେ ଯଦି ବୋହୁ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରିଥାଏ । ତେବେ ଦୁର୍ଭାଗ୍ୟ ଆସିଥାଏ । ଭୋଜନ କରିବା ସମୟରେ ପିତ୍ତଳ, ଶାଳ ପତ୍ର ତମ୍ବା କିମ୍ବା କଦଳୀ ପତ୍ର ପକାଇ ଭୋଜନ କରନ୍ତୁ ।

ଘରର ଆଖ ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ । ଏହା ଘର ପ୍ରତି ବିପଦ ଆଣିଥାଏ । ଗୁରୁବାର ଓ ଶନିବାର ଦିନ ଲୁହା ଜିନିଷ ବିକ୍ରି କରିବା ଦ୍ଵାରା ଶୁଭ ହୋଇନଥାଏ । ଘରେ ଯଦି ସବୁବେଳେ ଅଭାବ ଅନାଟନ ଲାଗି ରହୁଛି ।

ତେବେ ଏକ ପିତ୍ତଳ ପାତ୍ରରେ ଖୁଚୁରା ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ପଟରେ ରଖନ୍ତୁ । ଏପରି କରିବା ଦ୍ଵାରା ଆର୍ଥିକ ସ୍ଥିତି ଭଲ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହିତ ଯୋଡି ରହିବା ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *