Vastu Tips- ଭୁଲରେ ବି ଘରର ଏହି ଦିଗରେ ରଖନ୍ତୁ ନାହିଁ ଜୋତା-ଚପଲ, ପୁରା ପରିବାର ହେଇଯାଏ ବର୍ବାଦ, ଆସିଥାଏ ଦରିଦ୍ରତା

ବନ୍ଧୁଗଣ ଘରର ଏହି ସ୍ଥାନରେ ଜୋତା ବା ଚପଲ ଆଦି ରଖିବା ଦ୍ଵାରା ଘରର ବାସ୍ତୁ ଉପରେ ଏହାର ଖୁବ ଖରାପ ପ୍ରଭାବ ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରହିଥିବା ପ୍ରତ୍ଯେକ ବସ୍ତୁ ମଧ୍ୟରେ ଉଭୟ ସକାରାତ୍ମକ ଓ ନକରାତ୍ମକ ଶକ୍ତି ର ବାସ ରହିଥାଏ । ପ୍ରତ୍ଯେକ ବସ୍ତୁ ଯଦି ଠିକ ଭାବରେ ଘରର ଠିକ ସ୍ଥାନରେ ରହିଥାଏ, ତେବେ ଘରର ବାସ୍ତୁ ମଧ୍ୟ ଠିକ ଥାଏ । ଏହି କଥା କୁ ବର୍ତ୍ତମାନ ସମୟର ବିଜ୍ଞାନ ମଧ୍ଯ ସ୍ଵୀକାର କରି ସାରିଲାଣି ।

ବନ୍ଧୁଗଣ ବାସ୍ତୁ ଅନୁସାରେ ଘରର ପ୍ରତ୍ଯେକ ଜିନିଷ ରଖିବାର ଏକ ନିର୍ଦ୍ଧିଷ୍ଟ ସ୍ଥାନ ନିୟନ୍ତ୍ରିତ କରି ରଖା ଯାଇଛି । ସେହିପରି ଗହରେ ଜୋତା, ଚପଲ ଆଦି ରଖିବାର ମଧ୍ୟ ଏକ ନିର୍ଦ୍ଧିଷ୍ଟ ସ୍ଥାନ ରଖା ଯାଇଛି । ଯଦି ଘରେ ଜୋଟା ଚପଲ ଠିକ ଦିଗରେ ନ ରଖା ଯାଏ, ତେବେ ଏହା ସାହାର୍ଯ୍ୟରେ ଘରେ ନକାରତ୍ମକ ଶକ୍ତି  ବହୁଳ ମାତ୍ରା ରେ ବ୍ୟାପିଥାଏ ।

କାରଣ ଜୋତା ଚପଲ ଯେହେତୁ ଆମେ ଗୋଡ ରେ ଧାରଣ କରିଥାନ୍ତି, ଓ ଏହାକୁ ଧାରଣ କରି ଆମେ ବାହାରେ ଭିନ୍ନ ଭିନ୍ନ ସ୍ଥାନକୁ ଯାଇଥାନ୍ତି, ଭିନ୍ନ ଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ପ୍ରକାରର ଭଲ ମନ୍ଦ ଶକ୍ତି ଜୋତା ରେ ପ୍ରବେଶ କରିଥାଏ । କିଛି ଲୋକ ଥାନ୍ତି ଯେଉଁ ମାନେ କି ବାହାରୁ ଆସି ସିଧା ଘର ଭିତରେ ପ୍ରବେଶ କରିଥାନ୍ତି ।

ଯାହାକୁ ବାସ୍ତବରେ ଖୁବ ଭୁଲ ହୋଇଥାଏ । କାରଣ ଏହା ଦ୍ଵାରା ଘରେ ବିଭିନ୍ନ ପ୍ରକାର ର ଖରାପ ଶକ୍ତି ମାନ ପ୍ରବେଶ କରିଥାଏ । ଯାହାଦ୍ୱାରା ଘରେ ସବୁବେଳେ କଳହ ଓ ଅଶାନ୍ତି ଲାଗି ରହେ । ଫଳରେ ଘରୁ ସମସ୍ତ ଦେବୀ ଦେବତା ମାନେ ବାହାରି ଚାଲିଯାନ୍ତି । ବନ୍ଧୁଗଣ ସର୍ବପ୍ରଥମେ ଘରେ କେବେ ମଧ୍ୟ ଜୋତା ଚପଲ ଗୁଡିକୁ ଅସାଇଜ କରି ରଖିବା ଠିକ ହୋଇ ନଥାଏ । ଏହାଦ୍ବାରା ଘରେ ଶନି ମହାରାଜ ଙ୍କର ବକ୍ର ଦ୍ରୁଷ୍ଟି ପଡିଥାଏ ।

ତେଣୁ ସବୁବେଳେ ଘରେ ଜୋତା ଚପଲ କୁ ସଜାଡି ରଖିବା ଉଚିତ । ଦ୍ବିତୀଯରେ ବନ୍ଧୁଗଣ ଘରେ କେବେ ମଧ୍ୟ ପୁରୁଣା ଜୋଟା ଚପଲ କୁ ରଖିବା ଠିକ ହୋଇ ନଥାଏ । ଏହା ଦ୍ଵାରା ଘରେ ନକରାତ୍ମକତା ଶକ୍ତି ବ୍ୟାପୀ ଥାଏ । ଯଦି ଆପଣ ଏହି ପୁରୁଣା ଜୋତା ଚପଲ କୁ ଗରିବ ମାନଙ୍କ ମଧ୍ୟ ରେ ବାନ୍ଟିଦିଅନ୍ତି, ତେବେ ବନ୍ଧୁଗଣ ଏହା ଦ୍ଵାରା ଆପଣଙ୍କୁ ଶନି ମହାରାଜ ଙ୍କର କୃପା ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ବାସ୍ତୁ ଅନୁସାରେ ଜୋତା ରଖିବା ଷ୍ଟାଣ୍ଡ କୁ କେବେ ମଧ୍ୟ ଘରର ରୋଷେଇ ଘର କିମ୍ବା ପୂଜା ଘରର କାନ୍ଥ କୁ ଲଗାଇ ରଖିବା ଠିକ ହୋଇ ନଥାଏ ।

ଏହାଛଡା ବନ୍ଧୁଗଣ ଘରର ପୂର୍ବ, ଉତ୍ତର, ଇଶାନ ଓ ଆଗ୍ନେୟ କୋଣ ରେ ମଧ୍ୟ ଜୋତା ଷ୍ଟାଣ୍ଡ ରଖିବା ଭୁଲ ହୋଇଥାଏ । ଏହାଦ୍ବାରା ଘରେ ସବୁବେଳେ ଅଶାନ୍ତି କଳହ ଆଦି ଲାଗି ରହେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *