Vastu Tips- ଘରେ କେଉଁ ଫଟୋ ରହିଲେ ବଢିଚାଲେ ଅମାପ ଧନ ସମ୍ପତ୍ତି ଓ କେଉଁ ଫଟୋ ପାଇଁ ହୁଏ ସର୍ବନାସ, ଆସିଥାଏ ଘୋର ବିପଦ

ବନ୍ଧୁଗଣ, ବାସ୍ତୁ ଶାସ୍ତ୍ରରେ ଭଗବାନ ଶ୍ରୀ କୃଷ୍ଣ ଙ୍କ କହିବା ଅନୁଯାୟୀ ଆପଣ ନିଜ ଘରେ ଏହିସବୁ ଫଟୋ ଚିତ୍ର ଲଗାଇଲେ ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ । ଧନ-ସମ୍ପତ୍ତି ବୃଦ୍ଧି ହେବ ସହିତ, ସୁଖଶାନ୍ତି ତଥା ନିରୋଗ ଜୀବନ ପାଇ ପାରିବେ ।

ଆସନ୍ତୁ ଜାଣିବା ସେହି ସବୁ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।୧- ସମୁଦ୍ର କୂଳରେ ଦୌଡୁଥିବା ୭ ଟି ଧଳା ଘୋଡା ର ଫଟୋ;- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଏହିଭଳି ଫଟୋଚିତ୍ର ନିଜ ଘରେ ଅଥବା ଅଫିସ ରେ ନିଶ୍ଚିନ୍ତ ଲଗାନ୍ତୁ । ୭ ଟି ଘୋଡା ର ମହତ୍ଵ ଆମ୍ଭ ହିନ୍ଦୁ ଧର୍ମ ର ପୂରଣ ରେ ବିଶେଷ କରି ରହିଅଛି । ସୂର୍ଯ୍ୟ ଦେବତା ଙ୍କ ରଥରେ ୭ ଟି ଧଳା ଘୋଡା ରହିଅଛନ୍ତି । ମାନ୍ୟତା ଅଛି ଯେ ଏହା ଉନ୍ନତି ର ପ୍ରତୀକ ଅଟେ । ଏଣୁ ଆପଣ ଏହି ଫଟୋ ଲଗାନ୍ତୁ ।

୨- ଯଶୋଦା ମାତା ଙ୍କ ସହିତ ବାଳକୃଷ୍ଣ ଙ୍କ ଫଟୋ;- ଗର୍ଭବତୀ ମହିଳା ଙ୍କ କୋଠରୀରେ ସୁନ୍ଦର ବିଚାର ସହିତ ସୁନ୍ଦର ପରିବେଶ ନିମନ୍ତେ ଆପଣ ମାତା ଯଶୋଦ ଙ୍କ ସହିତ ବାଳକୃଷ୍ଣ ଙ୍କ ଫଟୋ ଲଗାନ୍ତୁ । ଏହାଫଳରେ ମହିଳା ଏବଂ ତାଙ୍କ ସନ୍ତାନ ନିମନ୍ତେ ବହୁତ ଶୁଭ ଦାୟକ ଅଟେ ।

୩- ରାମ ଦରବାର ଫଟୋ;- ଯଦି ଆପଣ ଚାହୁଛନ୍ତି ଆପଣଙ୍କ ଘରେ ସର୍ବଦା ପ୍ରେଅମ ସମ୍ପର୍କ ଭରିରହୁ ଏବଂ ଭାଇ ଭାଇ ମାନଙ୍କ ମଧ୍ୟରେ ଆତ୍ମୀୟତା ଲାଗି ରହିଥାଊ । ତେବେ ଆପଣ ନିଜ ଘରେ ଭଗବାନ ରାମ ଙ୍କ ଦରବାର ର ଫଟୋ ଲଗାନ୍ତୁ ।

୪- ଫୁଟିଥିବା ଫୁଲର ଫଟୋ;- ଯଦି ଆପଣଙ୍କ ମନ ସର୍ବଦା ବିଚଳିତ ରହୁଥାଏ, ଅଥବା ମନରେ ମନରେ କୌଣସି ପ୍ରକାରର ଭୟ ରହୁଥାଏ କିମ୍ବା ଆପଣଙ୍କ ମନ କୌଣସି କାର୍ଯ୍ୟ ରେ ଲାଗୁ ନଥାଏ, ତେବେ ଆପଣ ରୋଷେଇ ଘରେ ଫୁଟିଥିବା ଫୁଲ ତୋଡା ର ଫଟୋଚିତ୍ର ଲଗାନ୍ତୁ ।

୫- ଭଗବାନ ଧନନ୍ତରୀ ଙ୍କ ଫଟୋ;- ଯଦି ଆପଣ ନିଜ ଘରେ ଧନର ସ୍ରୋତ ବଢାଇବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଘର ଭିତରେ ଭଗବାନ ଧନନ୍ତରୀ ଙ୍କ ଫଟୋଚିତ୍ର ଲଗାନ୍ତୁ । ଏହା ଫଳରେ ଆପଣଙ୍କ ଧନ ବୃଦ୍ଧି ହେବା ସହିତ ଆପଣଙ୍କର ଅଯଥା ଖର୍ଚ୍ଚ ମଧ୍ୟ କମିଯିବ । ଏହା ଦ୍ଵାରା ଆପଣଙ୍କ ଘରୁ ରୋଗ ବେମାରି ମଧ୍ୟ ଦୂର ହୋଇଥାଏ । ଆପଣଙ୍କ ପରିବାରର ସଦସ୍ୟ ସର୍ବଦା ସ୍ୱାସ୍ଥ୍ୟବାନ ତଥା ନିରୋଗୀ ହୋଇଥାନ୍ତି ।

୬- ରାଧା କୃଷ୍ଣ ଙ୍କର ଯୁଗଳ ଫଟୋ;- ବିବାହିତା ସ୍ଵାମୀ ସ୍ତ୍ରୀ ଙ୍କର କଠୋରୀରେ ବ ହଗବାନ ଶ୍ରୀ କୃଷ୍ଣ ଙ୍କ ସହିତ ରାଧାରାଣୀ ଙ୍କର ଫଟୋ ଅବଶ୍ୟ ଲଗାନ୍ତୁ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ର ସମ୍ପର୍କ ଘନିଷ୍ଠ ହୋଇଥାଏ ।

ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *