Vastu Tips- ଘରେ ଝିଟିପିଟି ରହିଲେ କ’ଣ ହୋଇଥାଏ ? ଜାଣନ୍ତୁ ଶୁଭ ନା ଅଶୁଭ !

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଧନ ଆସିବାର ଏବଂ ଧନ ଯିବାର ଉଭୟ ଙ୍କ ପ୍ରତୀକ ଏବଂ ଏହା ସହିତ ହିଁ ଆମ୍ଭ ଜୀବନରେ କିଛି ପରିବର୍ତ୍ତନ ମାନ ରହିଅଛି, ଆପଣ ଏହାକୁ ଦେଖିବାକୁ ଚାହୁଁଛନ୍ତି ଯଦି ଝିଟିପିଟି ର ଏହି ସଙ୍କେତ ଆପଣଙ୍କୁ ଆପଣଙ୍କ ଜୀବନରେ ଏହା କହିଦେବ । ଏହା ସହିତ ଆଜି ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଯଦି ଝିଟିପିଟି ଆପଣଙ୍କୁ ଦେଖାଯାଏ ତେବେ ତାହା ଉପରେ ଏହି ଗୋଟିଏ ଜିନିଷ ପକେଇଲେ ମାତା ଲକ୍ଷ୍ମୀ ପ୍ରଶନ୍ନ ହେବେ ।

ବନ୍ଧୁଗଣ ସମସ୍ତେ ପ୍ରାୟ ଘରେ ଝିଟିପିଟି କୁ ଦେଖିଥାନ୍ତି ଯାହା କି ଏକ ସାମାନ୍ୟ ଘଟଣା ବୋଲି ମାନାଯାଇଥାଏ । ଶାସ୍ତ୍ର ରେ ଝିଟିପିଟି କୁ ଦେଖିବା ଏବଂ ତାହା ସହିତ ଜଡିତ ଥିବା କିଛି ଗତିବିଧି ସମ୍ବନ୍ଧରେ ବିସ୍ତାର ରୂପରେ କୁହାଯାଇଅଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଦୀପାବଳି ରେ ଯଦି ଆପଣ ଘରେ ଝିଟିପିଟି ଦେଖୁଛନ୍ତି ତେବେ ତାହା ବହୁତ ଶୁଭ ଅଟେ । ଏଭଳି ମାନ୍ୟତା ଅଛି ଯେ ଝିଟିପିଟି ଯଦି ଆପଣଙ୍କ ଉପରେ ପଡିଯାଏ ତେବେ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଘରେ ଧନ ର ଅଭାବ ହେବ ନାହିଁ ।

ଯେବେ ମଧ୍ୟ ଆପଣ ପୂଜା କରୁଥିବା ସମୟରେ ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଭଗବାନ ଙ୍କ ମୂର୍ତ୍ତି ପାଖରୁ ସିନ୍ଦୁର ଏବଂ ଚାଉଳ ଆଣନ୍ତୁ ଏବଂ ତାହାକୁ ଦୂରରୁ ହିଁ ତାହାକୁ ଝିଟିପିଟି ଉପରେ ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କ ମନରେ ଯାହା ଇଛା ଅଛି ତାହାକୁ ଆପଣ ନିଜ ମନରେ କୁହନ୍ତୁ । ଏବଂ ଏଭଳି କାମନା କରନ୍ତୁ ଯେ ଆପଣଙ୍କ ମନୋଷ୍କାମନା ପୂରଣ ହୋଇଯାଉ । ଶାସ୍ତ୍ର ରେ ଝିଟିପିଟି କୁ ଏକ ପୂଜନୀୟ ପ୍ରାଣୀ ମାନାଯାଇଅଛି ।

ଏହାର ପୂଜା କରିବା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ତ ଚିନ୍ତା ଦୂର ହୋଇଯାଇଥାଏ  ଏବଂ ଆପଣଙ୍କ ଜୀବନରେ କେବେ ମଧ୍ୟ କୌଣସି କଷ୍ଟ ରହି ନଥାଏ । ମାତ୍ର ଯଦି ଝିଟିପିଟି ଆପଣଙ୍କ ଜୀବନରେ କେବେ ଆସୁଅଛି, ତେବେ ଧ୍ୟାନ ରଖିବାର ବିଷୟ ଏହା ଯେ ଏହି ଉପାୟ ଆପଣ ବିଶେଷ କରି କୌଣସି ଖାସ ଅବସର ରେ ହିଁ କରନ୍ତୁ ।

ସନ୍ଧ୍ୟାକାଳ ରେ ଯେତେବେଳେ ଆପଣ ପୂଜା କରୁଛନ୍ତି ସେହି ସମୟରେ ଆପଣ ନିଶ୍ଚିତ ଏହାକୁ କରନ୍ତୁ । ଯଦି ଆପଣ ନିଜ ଘର ସଫା କରୁଛନ୍ତି ଏବଂ ଆପଣଙ୍କ ସାମ୍ନା ରେ ମରିଥିବା ଝିଟିପିଟି ଆସିଯାଏ ତେବେ ଆପଣ ତୁରନ୍ତ ତାହାର ସଂସ୍କାର କରିଦିଅନ୍ତୁ । ଏହାଦ୍ଵାରା ଆପଣ ହତ୍ୟା ର ପାପ ରୁ ବଞ୍ଚିଯିବେ ।

ଏବଂ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଠାରୁ ଋଷ୍ଠ ହେବେନାହିଁ । ଯଦି ଆପଣ ଏହିଭଳି କରୁ ନାହାଁନ୍ତି ତ ଆପଣଙ୍କ ଜୀବନରେ ଏଭଳି କଷ୍ଟ ଆସିବ, ଯାହାକୁ ଆପଣ ନିଜ ଜୀବନରେ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ତେବେ ବନ୍ଧୁଗଣ ଆପଣ ଏହି କଥା ର ନିଶ୍ଚିତ ଭାବରେ ଧ୍ୟାନ ରଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *