ବନ୍ଧୁଗଣ, ଯଦି ଆପଣଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଅଛି ତେବେ ଝିଟିପିଟି ର ଏହି ସଙ୍କେତ ତାହା ଆପଣଙ୍କୁ କହିଦେବ । ଏହା ସହିତ ଯଦି ଝିଟିପିଟି ଆପଣଙ୍କୁ ଦେଖାଯାଇଥାଏ ତେବେ ଆପଣ ତାହା ଉପରେ ଏହି ଗୋଟିଏ ଜିନିଷ ପକାଇ ଦିଅନ୍ତୁ । ଏହା ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଉପାୟ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଶାସ୍ତ୍ର ଅନୁସାରେ ଝିଟିପିଟି କୁ ଦେଖିବା ଏବଂ ତାହା ସହିତ ଜଡିତ ହୋଇ ରହିଥିବା କେତେକ ଗତି ବିଧି ଉପରେ ବିସ୍ତାର ରୂପରେ କୁହାଯାଇଅଛି ।
୧;- ଦୀପାବଳି ରେ ଯଦି ଝିଟିପିଟି ଦେଖାଯାଇଥାଏ ତେବେ ତାହାକୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ଏଭଳି ମାନ୍ୟତା ରହିଅଛି ଯଦି ଝିଟିପିଟି ଆପଣଙ୍କ ଶରୀର ଉପରେ ପଡିଯାଏ ତେବେ ଘରେ ବର୍ଷସାରା ସୁଖସମୃଦ୍ଧି ଆସିଥାଏ ।
୨;- ଆପଣଙ୍କୁ ଘରେ ଯେବେ ମଧ୍ୟ ଝିଟିପିଟି ଦେଖାଗଲେ ଆପଣ ତୁରନ୍ତ ଭଗବାନ ଙ୍କ ମୂର୍ତ୍ତି ଙ୍କ ପାଖରେ ରଖାଯାଇଥିବା ସିନ୍ଦୁର ଏବଂ ଚାଉଳ ଆଣନ୍ତୁ । ଏବଂ ଦୂରରୁ ହିଁ ତାହାକୁ ଝିଟିପିଟି ଉପରେ ପକାଇ ଯାହା ଆପଣଙ୍କ ମନରେ ମନୋଷ୍କାମନା ରହିଅଛି ତାହାକୁ ଆପଣ ନିଜ ମନରେ କୁହନ୍ତୁ । ଏବଂ ଆପଣ କାମନା କରନ୍ତୁ ଯେ ଆପଣଙ୍କ ମନୋଷ୍କାମନା ପୂରଣ ହୋଇଯାଉ ।
୩;- ଆପଣ ଘରର ସଫା କରୁଛନ୍ତି ଏବଂ ସେହି ସମୟରେ ଆପଣଙ୍କ ସାମ୍ନା କୁ ଏକ ମୃ-ତ ଝିଟିପିଟି ଆସିଯାଏ ତେବେ ଏହା ଏକ ଅଶୁଭ ସୂଚନା ହୋଇଥାଏ । ଯଦି ଏଭଳି ହୁଏ ତେବେ ଆପଣ ଧ୍ୟାନ ରଖନ୍ତୁ ଯେ ତୁରନ୍ତ ଆପଣ ତାହାକୁ ନେଇ ମାଟିରେ ପୋତି ଦିଅନ୍ତୁ । ଏଭଳି କରିବା ଦ୍ଵାରା ଆପଣ ହତ୍ୟା ର ପାପ ଠାରୁ ବଞ୍ଚିଯିବେ । ଏବଂ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ କ୍ରୋଧ କରିବେ ନାହିଁ ।
୪;- ଯଦି ଆପଣ ଖାଦ୍ୟ ଖାଉଛନ୍ତି ଏବଂ ଆପଣଙ୍କୁ କୌଣସି ଝିଟିପିଟି ର ଶବ୍ଦ ଶୁଣାଯାଉଅଛି ତେବେ ଏହା ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଅଚାନକ କୌଣସି ଧନପ୍ରାପ୍ତି ର ସଙ୍କେତ ଦେଇଥାଏ । ଏହା ଶୁଭ ସମାଚାର ମିଳିବାର ସଙ୍କେତ ଦେଇଥାଏ ।
୫;- ଯଦି ଆପଣଙ୍କୁ ଝିଟିପିଟି ର କୌଣସି ସମାଗମ ଦେଖାଯାଉଅଛି ତେବେ ଏହାର ଅର୍ଥ ଯେ ଆପଣଙ୍କୁ ଆପଣଙ୍କର କୌଣସି ପୁରୁଣା ବନ୍ଧୁ ସହିତ ଭେଟ ହେବାକୁ ଯାଉଅଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ