ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ସମସ୍ତଙ୍କ ଘରେ ଫ୍ରିଜ ନିଶ୍ଚୟ ଅଛି । ଏହି ଫ୍ରିଜ ରେ ଆମେ ଖାଦ୍ୟ କୁ ସଂରକ୍ଷିତ କରି ରଖିଥାଉ । ଖରା ଦିନ ରେ ବେଶୀ କରି ଲୋକ ମାନେ ଫ୍ରିଜ ର ବ୍ୟବହାର କରିଥାନ୍ତି । ଖାଦ୍ୟ କିମ୍ବା ପାଣି କୁ ଥଣ୍ଡା କରିବା ପାଇଁ ଫ୍ରିଜ ର ବ୍ୟବହାର କରାଯାଇଥାଏ ।
ତେବେ ଏହି ଫ୍ରିଜ ପଛରେ ଏପରି କିଛି ରହସ୍ୟ ଅଛି ଯାହା କୁ ଆମେ ମାନେ କେହି ଜାଣି ନାହୁଁ । ଆମ ଘରେ ଏପରି କିଛି ଜିନିଷ ଥାଏ ଯାହାକୁ ଫ୍ରିଜ ରେ ରଖିବା ଆଦୋୖ ଉଚିତ ନୁହେଁ । ଏହାକୁ ଫ୍ରିଜ ରେ ରଖିବା ଦ୍ଵାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ମଧ୍ୟ ସମ୍ଭାବନା ଥାଏ । ତେବେ କଣ ସେହି ଜିନିଷ ଗୁଡିକ ଆଜି ଆମେ ଆପଣଂକୁ ଜଣାଇବୁ । ତେବେ ଆସନ୍ତୁ ସେ ବିଷୟ ରେ ଅଧିକ କିଛି ଜାଣିବା ।
ବନ୍ଧୁଗଣ ବିଲାତି କୁ ଫ୍ରିଜ ରେ ରଖିବା ବିଲକୁଲ ଉଚିତ ନୁହେଁ । କାରଣ ବିଲାତି କୁ ଫ୍ରିଜ ରେ ରଖିବା ଦ୍ଵାରା ଏହା ମଧ୍ୟରେ ଥିବା ଝିଲ୍ଲୀ ଗୁଡିକ ନଷ୍ଟ ହୋଇଯାଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇ ଯାଇଥାଏ । ତେଣୁ କେଵବ ମଧ୍ୟ ଭୁଲ ରେ ଫ୍ରିଜ ରେ ବିଲାତି କୁ ରଖନ୍ତୁ ନାହିଁ । ରସୁଣ କୁ ମଧ୍ୟ ଫ୍ରିଜ ରେ ରଖିବା ଉଚିତ ନୁହେଁ । ଏହାକୁ ଘର ର ଏକ ଅନ୍ଧାର ଓ ଥଣ୍ଡା ସ୍ଥାନ ରେ ରଖିଦେବା ଉଚିତ ।
କାରଣ ଏହା ଫ୍ରିଜ ରେ ରହିବା ଦ୍ଵାରା ଖରାପ ହୋଇଯାଇଥାଏ । ପିଆଜ କୁ ମଧ୍ୟ ଫ୍ରିଜ ରେ ରଖିବା ଉଚିତ ନୁହେଁ । ପିଆଜ କୁ ଫ୍ରିଜ ରେ ରଖିବା ଦ୍ଵାରା ସେଥିରେ ଫିମ୍ପି ଲାଗି ଯାଇଥାଏ । ପୋଦିନା ପତ୍ର କୁ ମଧ୍ୟ ଫ୍ରିଜ ରେ ରଖିବା ଉଚିତ ନୁହେଁ । କାରଣ ଏହା ଫ୍ରିଜ ରେ ରହିବା ଦ୍ଵାରା ନିଜର ବାସ୍ନା ଦ୍ଵାରା ସମସ୍ତ ଜିନିଷ କୁ ସେହିଭଳି କରିଦେଇଥାଏ । କିନ୍ତୁ ଯଦି ଆପଣଂକୁ ବହୁତ ସମୟ ପର୍ଯ୍ୟନ୍ତ ଏହାକୁ ରଖିବାର ଅଛି ତେବେ ଆପଣ ଏକ ପଲିଥିନ ରେ ଭଲ ଭାବରେ ବାନ୍ଧି କରି ଏହାକୁ ରଖି ପାରିବେ ।
ଫ୍ରିଜ ରେ ଆଚାର କୁ ମଧ୍ୟ ରଖିବା ଉଚିତ ନୁହେଁ । କାରଣ ଏଥିରେ ଥିବା ଭିନେଗାର ବେଶି ଥଣ୍ଡା ରେ ଅଧିକ ପ୍ରତିକ୍ରିୟା କରିଥାଏ । ଯାହା ଦ୍ୱାରା ଫ୍ରିଜ ରେ ଥିବା ଅନ୍ୟ ସମସ୍ତ ପଦାର୍ଥ କୁ ମଧ୍ୟ ଏହା ନଷ୍ଟ କରିଦେଇଥାଏ । ଫ୍ରିଜ ରେ ବାସୀ ଖାଦ୍ୟ ମଧ୍ୟ ରଖନ୍ତୁ ନାହିଁ । କାରଣ ଫ୍ରିଜ ରେ ବାସୀ ଖାଦ୍ୟ ରଖି ପୁଣି ତାକୁ ବାହାର କରି ଗରମ କରି ଖାଇବା ଦ୍ଵାରା ସେଥିରେ ଥିବା ପୋଷକ ତତ୍ତ୍ୱ ମରି ଯାଇଥାଏ ।
ଏହି ଖାଦ୍ୟ କୁ ଖାଇବା ନ ଖାଇବା ସହିତ ସମାନ ହୋଇଥାଏ । ଫ୍ରିଜ ରେ ରହୁଥିବା ଥଣ୍ଡା ପାନୀୟ କୁ ମଧ୍ୟ ବେଶୀ ପିଇବା ଉଚିତ ନୁହେଁ । ଏହା ଆପଣଙ୍କ ର ହାଡ଼ ଓ ଦାନ୍ତ କୁ ଦୁର୍ବଳ କରିଦେଇଥାଏ । ଏହା ବ୍ୟତୀତ ଭୁଲ ରେ ମଧ୍ୟ କେବେ ବି ଫ୍ରିଜ ରେ ଆଳୁ କୁ ରଖନ୍ତୁ ନାହିଁ । କାରଣ ଫ୍ରିଜ ରେ ଆଳୁ କୁ ରଖି ତାକୁ ପରେ ଖାଇବା ଦ୍ଵାରା ମାରାତ୍ମକ କ୍ୟାନ୍ସର ରୋଗ ହେବାର ସମ୍ଭାବନା ରହିଥାଏ ।
ତେଣୁ ନିଜ ପ୍ରେମ ନିବେଦନ କିମ୍ବା ପ୍ରକାଶ କରିବାରେ କେବେବି ଡ଼ରନ୍ତୁ ନାହିଁ ଏବଂ ଏହା ଛଡା ନିଜ ବାସ ରାତି ରେ ମଧ୍ୟ ପୁରୁଷ ମାନେ କେବେ ଲାଜ କିମ୍ବା ଡରିବା ଉଚିତ ନୁହେଁ ନହେଲେ ଆପଣ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ।