ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେତେକ ଜଣା ଓ ଅଜଣା କଥାକୁ ନେଇ ଆଜିର ପୋଷ୍ଟଟି ହୋଇଛି । ଏହି ସବୁ ତଥ୍ୟକୁ ପ୍ରତିଦିନର ଜୀବନରେ ପାଳନ କରି ତାହାର ଫାଇଦା ଉଠାନ୍ତୁ । ଏହା ସହିତ ନିଜେ ଅଧିକରୁ ଅଧିକ ସଚେତନ ହୋଇବା ସହ ଅନ୍ୟକୁ ମଧ୍ୟ ସଚେତନ କରନ୍ତୁ । ସୂର୍ଯ୍ୟ ଉଦୟ ହେଲାପରେ ଘରେ କେହି ଶୋଇକି ରହିବା ଅନୁଚିତ । ଶୋଇକି ରହିବା ଦ୍ଵାରା ଘରେ ଅଶାନ୍ତି ବଢିବା ସହ ଧନହାନୀ ହୋଇଥାଏ ।
ପ୍ରତ୍ଯେକ କଥା ପାଇଁ ମିଛର ସାହାରା ନେଉଥିବା ବ୍ୟକ୍ତି ଜୀବନରେ ବହୁତ ବଡ ପାପ କରିଥାଏ । ଏହା ସହିତ ତା’ ର ସମସ୍ତ ଅର୍ଜିତ ଧନ ଅଯଥାରେ ଖର୍ଚ ହୋଇଯାଇଥାଏ । ଯେଉଁ ଘରେ ପ୍ରତ୍ଯେକ ଦିନ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିରହୁଥାଏ ସେପରି ଘରୁ ମା ଲକ୍ଷ୍ମୀ ଛାଡିଚାଲିଯାଇଥାନ୍ତି । ଯଦି ଘରେ ଥିବା ଅଳିଆକୁ ଭଲ ଭାବରେ ସଫା କରାଯାଇନଥାଏ ।
ତେବେ ଘରେ ଆର୍ଥିକ ଅଭାବ ସର୍ବଦା ଲାଗିରହିଥାଏ । ଘରେ ରଖିଥିବା ଝାଡୁକୁ ଲୁଚାଇ ନରଖିଲେ । ସମସ୍ତଙ୍କ ଝାଡୁରେ ନଜର ରହିଲେ । ଘରର ଆର୍ଥିକ ସ୍ଥିତିରେ ମଧ୍ୟ କାହାର ଖରାପ ନଜର ପଡିଯାଇଥାଏ । ଘର କିମ୍ବା ବ୍ୟବସାୟର କାର୍ଯ୍ୟ ସ୍ତଳରେ ଦକ୍ଷିଣ ଦିଗରେ କ୍ଯାଲେଣ୍ଡର ରଖିବା ଦ୍ଵାରା ଅଶୁଭ ହୋଇଥାଏ । ଏହା ଦ୍ଵାରା ସେହି ଜାଗାର କେବେ ମଧ୍ୟ ଉନ୍ନତି ହୋଇପାରିନଥାଏ ।
ଘରେ କୌଣସି ପ୍ରକାର ବଡ ବଡ ପଥର ରଖିବା ଅନୁଚିତ । ଏହାକୁ ଘରେ ରଖିବା ଦ୍ଵାରା ଘରର କେବେ ମଧୁ ଉନ୍ନତି ହୋଇପାରିନଥାଏ । ଘରର ମୁଖ୍ୟ ଦ୍ଵାର ବାହାର ସଡକ ଠାରୁ ନିଚା ହେବା ଅନୁଚିତ । ଏହାଦ୍ବାରା ଅଶୁଭ ହୋଇଥାଏ । ଏହା ସହିତ ବିଭିନ୍ନ ପ୍ରକାର ସମସ୍ଯା ଉପୁଜିଥାଏ । ଘର ଆଖପାଖରେ କୌଣସି ପ୍ରକାର ବଡ ଗଛ ରଖିବା ଅନୁଚିତ ।
ଏହା ସହିତ ସେହି ଗଛର ଛାଇ ଯେପରି ଘର ଉପରେ ପଡିବା ମଧ୍ୟ ଅନୁଚିତ । ଯଦି ଗଛ ରହିଥାଏ । ତେବେ ଘରର ବିଭିନ୍ନ ପ୍ରକାର ଅସୁବିଧା ଆସିଥାଏ।ବ୍ୟକ୍ତି ନିଜ ପାଖରେ କେବେ ମଧ୍ୟ ଚିରା ଫଟା ପର୍ସ ରଖିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ନକରାତ୍ମକ ଶକ୍ତିର ବିକାଶ ହୋଇଥାଏ । ଫାଟିଜାଇଥିବା ପକେଟଯୁକ୍ତ ପ୍ଯାନ୍ଟକୁ କେବେ ମଧ୍ୟ ପିନ୍ଧିବା ଉଚିତ ନୁହେଁ ।
ଏହା ଅଶୁଭତ୍ଵ ବୃଦ୍ଧି କରିଥାଏ । ଘରର ମୁଖ୍ୟ ଦ୍ଵାରରେ କେବେ ବସନ୍ତୁ ନାହିଁ । ନଚେତ ଘରେ ଘୋର ଅର୍ଥହାନୀ ହୋଇଥାଏ । ଘରେ ଯଦି ଚେମେଣିଆ ଚଢେଇ ପ୍ରବେଶ କରିଥାଏ । ତେବେ ଏହା ଘର ପାଇଁ ଜମାରୁ ଶୁଭ ହୋଇନଥାଏ । ଘରକୁ ଦୁର୍ଦ୍ଧଶା ଆସିବା ସହିତ ଘର ଲୋକଙ୍କର ସ୍ଵାସ୍ଥ ଅବସ୍ତା ଖରାପ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।