ବନ୍ଧୁଗଣ, ସାଧାରଣତ ଥାୟରଇଡ ରୋଗର ଲକ୍ଷଣ କୁ ଅଧିକ ଗମ୍ଭୀରତାରେ ନିଆଯାଇନଥାଏ । ପୁରୁଷ ଙ୍କ ତୁଳନାରେ ମହିଳା ମାନଙ୍କୁ ଏହି ରୋଗ ଅଧିକ ହୋଇଥାଏ । ବଢୁଥିବା ବୟସ ସହିତ ଏହାର ବଢିବାର ସମସ୍ୟା ମଧ୍ୟ ବହୁତ ଅଧିକ ହୋଇଥାଏ । ଆଜି ଆମ୍ଭେ ମହିଳା ମାନଙ୍କ ଠାରେ ଦେଖିବାକୁ ମିଳୁଥିବା ଏହାର ମୁଖ୍ୟ ଲକ୍ଷଣ ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଅଛୁ । ଥାୟରଇଡ କାରଣରୁ ମେଟାବେଲିଜିୟମ ଧିମା ପଡିଯାଇଥାଏ ।
ଏହାର ଅର୍ଥ ଏହା ଯେ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ତାହାର ଆପଣଙ୍କ ଏନର୍ଜି ର ଆବଶ୍ୟକତା ପାଇଁ ଉଚିତ ଭାବରେ ବ୍ୟବହାର ହୋଇ ନଥାଏ । ପରିଣାମ ସ୍ୱରୂପ ଆପଣଙ୍କ ଶରୀରରେ ଫ୍ୟାଟ ର ଅସ୍ପଷ୍ଟ ଜମା ଏବଂ ଓଜନ ବଢିବା ଆରମ୍ଭ ହୋଇଯାଇଥାଏ । ଏହା ଅଣ୍ଡର ଆକ୍ଟିଭ ରହିଲେ ଶରୀରକୁ ପର୍ଜାପ୍ତ ଏନର୍ଜି ମିଳିନଥାଏ । ଏହା କାରଣରୁ ଲଗାତର ଥକାପଣ ଏବଂ ନିଦ ଆସିଥାଏ ।
ଏହାଦ୍ଵାରା ମାଂସପେଶୀ ଏବଂ ଆଣ୍ଠୁଗଣ୍ଠି ମାନଙ୍କରେ ଦରଦ ମଧ୍ୟ ହୋଇଥାଏ । ଅସ୍ଵସ୍ଥ କେଶ, ଆଖି, ଏବଂ ନଖ ଏହା ସବୁଠାରୁ ପ୍ରଥମ ଲକ୍ଷଣ ଅଟେ ଯାହା ନଜର ଆସିଥାଏ । ଏହି ରୋଗ କାରଣରୁ ନଖ ପତଳା ଏବଂ ସୁଖୀ ଯାଇଥାଏ । ନଖ କମଜୋର ହୋଇ ଜଲ୍ଦି ଭାଙ୍ଗିବାକୁ ଲାଗିଥାଏ । ଏହା ସହିତ ନିଦ ଅଧା ରହିଥାଏ ।
ଏହାଦ୍ଵାରା ମାଂସପେଶୀ ଏବଂ ଆଣ୍ଠୁ ଗଣ୍ଠି ରେ ଦରଦ ହୋଇଥାଏ । ବିଶେଷ କରି ପାଦ ଏବଂ ବାହୁରେ ଯନ୍ତ୍ରଣା ହୋଇଥାଏ । ଏହା ବ୍ୟତୀତ ଏହି ରୋଗରେ ପୀଡିତ ମହିଳା ମାନଙ୍କୁ ଆଖିର ବିମାରୀ ମଧ୍ୟ ହୋଇଯାଇଥାଏ । ଯେଉଁଭଳି ଆଖି ଲାଲ ହେବା, କୁଣ୍ଡାଇ ହେବା, ଆଖି ଫୁଲିଯିବା ଇତ୍ୟାଦି । ଶାରୀରିକ ଆବଶ୍ୟକତା ରେ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଥାୟରଇଡ ଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ କ୍ଷମତା କମଜୋର ହୋଇଯାଇଥାଏ । ଥାୟରଇଡ ସମସ୍ୟା ଥିଲେ ମନୁଷ୍ୟ ସବୁବେଳେ ଡିପ୍ରେସନରେ ରହିବାକୁ ଲାଗିଥାଏ ।
ଥାୟରଇଡ ରୋଗର ଚିହ୍ନଟ ବ୍ଲଡ଼ ଟେଷ୍ଟ ଦ୍ଵାରା ଜଣାପଡିଥାଏ । ଡାକ୍ତର ଏହିଭଳି ମହିଳା ଙ୍କୁ ଚିକିତ୍ସ୍ୟା ନିମନ୍ତେ ପରାମର୍ଶ ଦେଇଥାନ୍ତି ଯେଉଁମାନଙ୍କ ଠାରେ ଏହିଭଳି ଲକ୍ଷଣ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଠାରେ ଏହିଭଳି ସମସ୍ୟା ଦେଖାଯାଉଅଛି ତେବେ ଡାକ୍ତରଙ୍କ ସହିତ ଆପଣ ଉଚିତ ପରାମର୍ଶ ନେଇ ନିଜର ଚିକିତ୍ସ୍ୟା କରାନ୍ତୁ ।
ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ