ଘରେ ଅଛି କି ଶଙ୍ଖ, ଶୀଘ୍ର ଜାଣନ୍ତୁ ଏହି କଥା ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଆପଣ ମାନେ ଯଦି ଘରେ ଶଙ୍ଖ ରଖି ଛନ୍ତି । ତେବେ କେବେ ବି କରନ୍ତୁ ନାହିଁ ଏହି ସବୁ କାମ । ଆମର ହିନ୍ଧୁଧର୍ମରେ ଶଙ୍ଖର ବହୁତ ପରିମାଣ ରେ ମହତ୍ୱ ରହିଛି ।

ପ୍ରତ୍ୟେକ ଲୋକ ମାନଙ୍କ ଠାକୁର ଘରେ ନିଶ୍ଚିତ ରୂପେ ଗୋଟିଏ ଶଙ୍ଖ ରହିଥିବ । କିନ୍ତୁ ଏହି ଶଙ୍ଖ ରଖିବାର କେତେ ଗୁଡ଼ିଏ ନିୟମ ରହିଛି । ଯଦି ଆପଣ ମାନେ ଏହି ନିୟମ ର ପାଳନ କରୁ ନ ଥିବେ ତେବେ ଆପଣ ମାନଙ୍କ ଘର ର ଅମଙ୍ଗଳ ହୋଇ ପାରେ ।

ସେମିତି ରେ ଆସନ୍ତୁ ସେହି ସବୁ ନିୟମ ବିଷୟ ରେ ଜାଣିବା ଯେଉଁ ଗୁଡ଼ିକ କି ଯଦି ଆପଣ ମାନେ ଶଙ୍ଖ ଘରେ ରଖିଛନ୍ତି । ତେବେ ନିଶ୍ଚିତ ଭାବେ ପାଳନ କରିବା ଦରକାର ।ସେମିତି ରେ ସଂନ୍ଧ୍ୟା ସମୟ ରେ ନାକାରାତ୍ମକ ଶକ୍ତି ମାନଙ୍କର ପ୍ରଭାବ ବହୁତ ଅଧିକ ପରିମାଣ ରେ ରହିଥାଏ ।

ସେହି ସମୟ ରେ ହିଁ ଏହି ପରି ଶଙ୍ଖ କୁ ବଜାଜାଇ ଥାଏ । ହେଲେ ଏହାକୁ ବଜେଇବା ସମୟ ରେ ଆପଣ ମାନେ ତିନି ଥର ଏବଂ ଅଧା ହିଁ ବଜେଇବେ । ଏହା କରିବା ଦ୍ୱାରା ଆପଣ ମାନଙ୍କର ଶୁଭ ହୋଇ ଥାଏ । କିନ୍ତୁ ତିନି ଥର କୁ ଅଶୁଭ ବିଚାର କରାଯାଏ ।

ସେହି ପରି ଭାବେ ଆପଣ ମାନେ ଯେତେ ବେଳେ ବି ଶଙ୍ଖ କୁ ବଜାଉଛନ୍ତି । ତେବେ କେବେ ବି ଅଧା ଗାଣ୍ଡିଆ ଶଙ୍ଖ କୁ କେବେ ବି ବଜାଇବେ ନାହିଁ । ଏବଂ ସେମିତି କ୍ଷେତ୍ର ରେ ଯେଉଁ ଘର ମାନଙ୍କ ରେ ଏହି ଶଙ୍ଖ ରହି ନ ଥାଏ । ତେବେ ସେହି ଘରେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ ।

 

ସେହି ଘରେ ସବୁ ବେଳେ ଧନ ର ଅଭାବ ଦେଖା ଦିଏ । ସେହି ପରି ବେଳେ ଶଙ୍ଖ କୁ ସବୁ ବେଳେ ଉଚ୍ଛ ସ୍ଥାନ ରଖିବା ଆବଶ୍ୟକ ଅଟେ । ଆପଣ ମାନେ ଯଦି ପ୍ରତ୍ୟେକ ଦିନ ଏହି ଶଙ୍ଖ କୁ ବଜେଇବେ ତେବେ ଆପଣ ମାନଙ୍କର ହାର୍ଟ ଜନିତ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *