Vastu Shastra- ଘର ର ମନ୍ଦିରରେ ରଖି ଦିଅନ୍ତୁ ଏହି ୪ ଟି ଜିନିଷ, ସବୁ ଦିନ ପାଇଁ ଘରୁ ଦୂର ହୋଇଯିବ ଦାରିଦ୍ରତା

ନମସ୍କାର ବନ୍ଧୁଗଣ ଯାହା ଘରେ ଏହି ଜିନିଷ ନଥାଏ ସେଠାରେ କେବେବି ଧନ ର ଲାଭ ହୁଏ ନାହିଁ । ବ୍ୟକ୍ତି ର ଧନୀ ହେବାର ସ୍ୱପ୍ନ ଅଧାରେ ହିଁ ରହିଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘର ର ମନ୍ଦିର ରେ ଯଦି ଆମେ ଏହି ଜିନିଷ ରଖୁ ତେବେ ଆମ ଜୀବନରେ ଥିବା କଷ୍ଟ ଦୁଃଖ ଅସୁବିଧା ପୀଡ଼ା ସବୁ ଦୁର ହୋଇ ସୁଖ ସୁବିଧା ଧନ ଆଦି ପ୍ରାପ୍ତ ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି କି ଯାହା ଘରେ ଏହି ଜିନିଷ ନଥାଏ ସେ କେବେବି ଧନ ର ଲାଭ କରି ପାରେ ନାହିଁ । ସେହି ଘରେ ଧନ ସମ୍ପତ୍ତି କେବେ ବି ରୁହେ ନାହିଁ । ବ୍ୟବସାୟ ରେ କ୍ଷତି ହୁଏ ଚାକିରୀ ରେ ଅଵନତି ହୁଏ । ପାଠ ପଢା ରେ ମଧ୍ୟ ମନ ଲାଗେ ନାହିଁ । ଆଉ ଅନ୍ୟ କୌଣସି କାର୍ଯ୍ୟ ରେ ମଧ୍ୟ ମନ ଲାଗେ ନାହିଁ ସବୁ କାମ ଭୁଲ ହୁଏ ଆପଣ ସଫଳତା ହାସଲ କରି ପାରନ୍ତି ନାହିଁ । ଘରେ ସର୍ଵଦା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୁଏ । ସର୍ଵଦା ଘରେ ପରିବାର ମଧ୍ୟ ରେ କଳହ ଲାଗି ରହେ ।

ମାନସିକ ଚାପ ମଧ୍ୟ ଅଧିକ ବଢି ଥାଏ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଏ । ତେବେ ଚାଲନ୍ତୁ ଜାଣିନେବା କି ସେହି ଜିନିଷ ଗୁଡିକ କଣ ଯାହା ଦ୍ବାରା ଆମ ଘରେ କେବେବି ଧନ ର ଅଭାବ ହେବ ନାହିଁ ପାରିବାରିକ ଶାନ୍ତି ବଜାୟ ରହିବ । ଚାଲନ୍ତୁ ଜାଣିନେବା ।

୧- ପ୍ରଥମ ଜିନିଷ ହେଉଛି ଛୋଟ ଶଙ୍ଖ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଠାକୁର ଘରେ ଯେମିତି ହେଲେ ବି ଏକ ଛୋଟ ଶଙ୍ଖ ରହିବା ଆବଶ୍ୟକ । କାରଣ ଏହା ଦ୍ୱାରା ଆପଣଙ୍କ ଘରେ ଖୁସି ର ବାତାବରଣ ରହିବ । ଧନ ର ଲାଭ ପ୍ରାପ୍ତ କରି ପାରିବେ । ପାରିବାରିକ ଶାନ୍ତି ମଧ୍ୟ ବଜାୟ ରହିବ । ଘରେ କୌଣସି କଳହ ସୃଷ୍ଟି ହେବ ନାହିଁ । ଏହି ଶଙ୍ଖ କୁ ବିଧି ପୂର୍ବକ ପୂଜା ମଧ୍ୟ କରିବା ଉଚିତ ।

୨- ଦ୍ୱିତୀୟ ଜିନିଷ ହେଉଛି ଧନ ତେରସ ଙ୍କ ମୂର୍ତ୍ତି । ଆମେ ଘରେ ଲକ୍ଷ୍ମୀ ଙ୍କ ର ମୂର୍ତ୍ତି ରଖୁ ପୂଜା ଅର୍ଚ୍ଚନା ମଧ୍ୟ କରୁ କିନ୍ତୁ ଆମେ ଧନ ତେରସ ଙ୍କ ମୂର୍ତ୍ତି କିମ୍ବା ଫୋଟୋ କୁ ଘରେ ରଖୁ ନାହଁ କେବଳ ଦୀପାବଳି ଧନ ତେରସ୍ ସମୟରେ ହିଁ ରଖିଥାଉ ପୂଜା କରିଥାଉ । କିନ୍ତୁ ସର୍ଵଦା ନିଜ ଠାକୁର ଘରେ ଧନ ତେରସ୍ ମାତା ଲକ୍ଷ୍ମୀ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖିବା ଉଚିତ ଏହା ଦ୍ୱାରା ଆପଣଙ୍କ ଘରେ କେବେବି ଧନ ର ଅଭାବ ହେବ ନାହିଁ । ବ୍ୟବସାୟ ପାଠ ପଢ଼ାରେ ଆପଣ ସଫଳତା ହାସଲ କରି ପାରିବେ ।

୩- ତୃତୀୟ ଜିନିଷ ହେଉଛି ଶୁଦ୍ଧ ଜଳ । ଶ୍ରୀ କୃଷ୍ଣ ଙ୍କ ଅନୁସାରେ ଘରେ ସର୍ଵଦା ଶୁଦ୍ଧ ଜଳ ରଖିବା ଉଚିତ । କୌଣସି ଅତିଥି ଆସିଲେ ତାଙ୍କୁ ସର୍ବ ପ୍ରଥମେ ଶୁଦ୍ଧ ଜଳ ଦେବା ଉଚିତ । ଠାକୁର ଘରେ ମଧ୍ୟ ଶୁଦ୍ଧ ଜଳ ରଖିବା ଉଚିତ । ଏହା ଦ୍ୱାରା ବାତାବରଣ ଶୁଦ୍ଧ ଶାନ୍ତି ପୂର୍ଣ୍ଣ ରହିଥାଏ ।

୪- ଚତୁର୍ଥ ରେ ହେଉଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଠାକୁର ଘରେ ଶୁଦ୍ଧ ଘିଅ, ଶଙ୍ଖ, ଚନ୍ଦନ, ମହୁ, ଗଙ୍ଗା ଜଳ ନିଶ୍ଚିତ ରହିବା ଉଚିତ । ଏହା ଦ୍ୱାରା ଆପଣଙ୍କ ଘରେ ଶାନ୍ତି ବଜାୟ ରୁହେ । ଜୀବନରେ ସର୍ଵଦା ସଫଳତା ହାସଲ କରି ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *