ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି ।
ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ ।
ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।
ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସାରେ ରେ ଘର ର ଅଗଣା ରେ ଯଦି ଏହି ସବୁ ଜିନିଷ ରହିଥାଏ ତେବେ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ ଅଧିକ କିଛି କଥା ।
ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଛୋଟ ହେଉ କିମ୍ବା ବଡ଼ ହେଉ କିନ୍ତୁ ଯାହା ବି ହେଉ ଘରେ ଏକ ଅଗଣା ରହିବା ଆବଶ୍ୟକ । ଯଦି ଘରେ ଅଗଣା ନ ଥାଏ । ତେବେ ଘରେ ଦୁଃଖ ଓ ଦାରିଦ୍ର୍ୟତା ଲାଗି ରହିଥାଏ । ଶାସ୍ତ୍ର ଅନୁସାରେ ରେ ଘର ର ମହିଳା ମାନେ ସକାଳେ ଉଠିବା ପରେ ଘର ର ଅଗଣା କୁ ଝାଡୁ ଦ୍ଵାରା ଭଲ ଭାବରେ ପରିଷ୍କାର ରଖିବା ଉଚିତ ।
ଘର ର ଅଗଣା ପରିଷ୍କାର ରହିବା ଦ୍ଵାରା ଏହାର ପ୍ରଭାବ ଆପଣଙ୍କ ଘର ଉପରେ ପଡିଥାଏ । ଅଗଣା କୁ ପରିଷ୍କାର କରି ସାରିବା ପରେ ଏହା ଉପରେ ଭଲ ଭାବରେ ପାଣି ସିଞ୍ଚନ କରିବା ଉଚିତ । ଏହା ପରେ ଘର ର ଅଗଣା ରେ ରଙ୍ଗୋଲି କରି ମାତା ଲକ୍ଷ୍ମୀ ଙ୍କୁ ସ୍ୱାଗତ କରିବା ଉଚିତ । ଏପରି କରିବା ଦ୍ୱାରା ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଆପଣ ଆପଣଙ୍କ ଅଗଣା ରେ ପ୍ରତିଦିନ ଗୋମୂତ୍ର ସିଞ୍ଚନ କରିବେ ତେବେ ଆପଣଙ୍କ ଘରେ କେବେ ହେଲେ କାହାକୁ ମଧ୍ୟ କୌଣସି ପ୍ରକାର ରୋଗ ହେବ ନାହିଁ ।
ତୁଳସୀ ଗଛ ଭଗବାନ ଶ୍ରୀକୃଷ୍ଣ ଓ ମାତା ଲକ୍ଷ୍ମୀ ଙ୍କ ର ବହୁତ ପ୍ରିୟ ହୋଇଥାଏ । ଶାସ୍ତ୍ର ଅନୁସା ରେ ଘର ର ଅଗଣା ରେ ଏକ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ । ଏହା ଦ୍ଵାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ର ପ୍ରବେଶ ହୋଇପାରେ ନାହିଁ । ଏହା ଆପଣଙ୍କ ର ଘର ର ସମସ୍ତ ସଦସ୍ୟ ଙ୍କୁ ବିଭିନ୍ନ ପ୍ରକାର ବିପଦ ରୁ ରକ୍ଷା କରିଥାଏ । ବନ୍ଧୁଗଣ ଘର ର ଅଗଣା ରେ କୌଣସି ଗାତ କିମ୍ବା କାଦୁଅ ରହିବାକୁ ଦିଅନ୍ତୁ ନାହିଁ ।
ଶାସ୍ତ୍ର ଅନୁସାରେ ଏହା ଘର ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଏହା ଆପଣଙ୍କ ଘରେ ବିଭିନ୍ନ ପ୍ରକାର ସମସ୍ୟା ଉପୁଜାଇଥାଏ । ଘର ର ମୁଖ୍ୟ ଦ୍ୱାର ସମ୍ମୁଖରେ କୌଣସି ବଡ଼ ଗଛ ରହିବା ଉଚିତ ନୁହେଁ । ଏହା ଆପଣଙ୍କ ଘର ର ସୁଖ ଶାନ୍ତି ଉପରେ ବାଧା ସୃଷ୍ଟି କରିଥାଏ ।
ଘର ର ଅଗଣା ରେ ଅଳିଆ ଆବର୍ଜନା,ବଡ଼ ପଥର,ସୁଖି ଯାଇଥିବା ଗଛ ଓ ଅଶ୍ୱତ୍ଥ ଗଛ ରହିବା ଉଚିତ ନୁହେଁ । ଏହା ଆମ ଘର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହା ଆମ ଘର କୁ ଦାରିଦ୍ର୍ୟତା ଆଣି ଦେଇଥାଏ । ତେଣୁ ଏହି ସବୁ ଭୁଲ ବିଲକୁଲ ମଧ୍ୟ କରନ୍ତୁ ନାହିଁ ।
ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ