Vastu Shastra- ଘରକୁ ଗରିବୀ ଓ ଦରିଦ୍ରତା ଆସିବାର 4 ଟି ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ? ତ ହୋଇଯାନ୍ତୁ ସାବଧାନ !

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଥାଏ ।

କିନ୍ତୁ ବନ୍ଧୁଗଣ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ଯେତେ ଧନ ଅର୍ଜନ କରୁଥିଲେ ମଧ୍ୟ ସେମାନଙ୍କ ପାଖରେ ଧନ ରୁହେ ନାହିଁ । ଚାଣକ୍ୟ ନୀତି ଦ୍ଵାରା ମଣିଷ ଏପରି କିଛି ଭୁଲ କାର୍ଯ୍ୟ କରିଥାଏ ଯାହାଦ୍ୱାରା ତାକୁ ଦରିଦ୍ରତା ଭୋଗ କରିବାକୁ ପଡିଥାଏ ।

ଆପଣ ଯେତେ ଅଧିକ ଧନ ଅର୍ଜନ କରନ୍ତୁ ନା କାହିଁକି ଯଦି ଆପଣ ଏପରି କିଛି ଭୁଲ କାର୍ଯ୍ୟ କରୁଛନ୍ତି ତା ହେଲେ ଆପଣଙ୍କ ପାଖରେ କେବେହେଲେ ଧନ ରହିବ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ଜୀବନରେ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭୁଲ କାର୍ଯ୍ୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ କେବେହେଲେ କୌଣସି ମଣିଷକୁ ଭୁଲ ସେ ମଧ୍ୟ ଗଛ ସାମ୍ନାରେ ମୁ-ତ୍ର ବିସର୍ଜନ କରିବା ଉଚିତ ନୁହେଁ । ବନ୍ଧୁଗଣ ଏହା ଏକ ଖରାପ ଅଭ୍ଯାସ ହୋଇଥାଏ । କାରଣ ଗଛରେ ମଧ୍ୟ କୌଣସି ଦେବୀ ଦେବତା ମାନଙ୍କର ବାସ ରହିଥାଏ । ଯଦି ଆପଣ ଜଣା ଅଜଣାତର ଗଛ ସାମ୍ନାରେ ମୁ-ତ୍ର ବିସର୍ଜନ କରିବେ ତା ହେଲେ ଆପଣଙ୍କୁ ନିଜ ଜୀବନରେ ଦରିଦ୍ରତା ଭୋଗ କରିବାକୁ ହେବ ।

୨. ବନ୍ଧୁଗଣ କୌଣସି ଘରେ କେବେହେଲେ ଭଙ୍ଗା ପାନିଆ ରଖିବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ଭଙ୍ଗା ପାନିଆକୁ ବ୍ୟବହାର କରୁଛି ତା ହେଲେ ଏହା ବହୁତ ଅଶୁଭ ମାନା ଯାଇଛି । ଯଦି ଆପଣ ଭଙ୍ଗା ପାନିଆର ବ୍ୟବହାର କରିବେ ତା ହେଲେ ଆପଣ ବୁଝି ଯାନ୍ତୁ ଆପଣଙ୍କ ଘରେ ରାହୁ ଓ କେତୁଙ୍କର ବାସ ହୋଇଯାଇଛି । ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

୩. ବନ୍ଧୁଗଣ ଆପଣ ମାନଙ୍କୁ ସର୍ବଦା ନିଜ ଘରକୁ ସଫା ସୁତୁରା ରଖିବା ଉଚିତ । କାରଣ ଯେଉଁ ଘର ଅପରିଷ୍କାର ରହିଥାଏ ସେହି ଘରକୁ କେବେହେଲେ ମା ଲକ୍ଷ୍ମୀ ଆସିନଥାନ୍ତି । ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଆପଣ ମାନଙ୍କର ଏହି ଭୁଲ ପାଇଁ ଆପଣଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

୪. କୌଣସି ଲୋକକୁ କେବେହେଲେ ଅର୍ନର ଅପମାନ କରିବା ଉଚିତ ନୁହେଁ । ଯଦି ଆପଣ ଏହି ଭୁଲ କରିବେ ତା ହେଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ ଯାହାର ପରିଣାମ ଦରିଦ୍ରତା ଅଟେ । ତେଣୁ ଆପଣ ମାନଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *