Vastu Tips- ଘର ଉପରେ ପଡିବା କଥା ଏହି ଗଛର ଛାୟା, ହୋଇଥାଏ ବହୁତ ଅଶୁଭ, ଘରକୁ ଆସିଥାଏ ବିପଦ !

ବନ୍ଧୁଗଣ, ବସ୍ତୁ ଶାସ୍ତ୍ର ର ବ୍ୟକ୍ତି ର ଜୀବନ ଉପରେ ବହୁତ ମହତ୍ଵ ରହିଥାଏ । ଘର କିଣିବା ଠାରୁ ଆରମ୍ଭ କରି ଘରେ ସମସ୍ତ ଜିନିଷ ନିଶ୍ଚିତ ସ୍ଥାନରେ ରଖିବା ପର୍ଯ୍ୟନ୍ତ ବାସ୍ତୁଶାସ୍ତ୍ର ନିଶ୍ଚିତ ଭୂମିକା ଗ୍ରହଣ କରିଥାଏ । ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ଵାର ର ଦିଗ ସଠିକ ନ ହେଲେ ବ୍ୟକ୍ତି ର ଉନ୍ନତି ଅଟକି ଯାଇଥାଏ । ବାସ୍ତୁଶାସ୍ତ୍ର ବ୍ୟକ୍ତି ର ଜୀବନ ର ଅନେକ ସମସ୍ୟା କୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ଆମ୍ଭ ଘରର ପ୍ରତ୍ୟକ କଠୋରୀ ନିମନ୍ତେ ଏକ ନିଶ୍ଚିତ ଦିଗ ନିର୍ଣ୍ଣୟ କରାଯାଇଅଛି । ପୂଜା ଘର, ରଷୋଇ ଘର, ବେଡ ରୁମ, ବାଥରୁମ, ଏହିସବୁ କଠୋରୀ ନିମନ୍ତେ ଏକ ବିଶିଷ୍ଠ ଦିଗ ନିର୍ଣ୍ଣୟ କରାଯାଇଅଛି । ଯଦି ଏହି ଘର କୁ ନିଶ୍ଚିତ ଦିଗ ରେ ବନାଯାଇଥାଏ, ତେବେ ବ୍ୟକ୍ତି ର ଜୀବନରେ ସୁଖସମୃଦ୍ଧି ବନି ରହିଥାଏ । ଯଦି ଆପଣଙ୍କ ଘର ଉପରେ କୌଣସି ଅନ୍ୟ ଘର ତଥା ଗଛ ର ଛାୟା ପଡୁଅଛି ତେବେ ତାହା ମଧ୍ୟ ବାସ୍ତୁଦୋଷର କାରଣ ବନିପାରେ । ଏହିଭଳି ମାନ୍ୟତା ରହିଛି ଯେ ଏହାଦ୍ଵାରା ପରିବାର ଲୋକେ ବିମାରୀରେ ଗ୍ରାସିତ ରହିଥାନ୍ତି ।

ଛାୟା କାରଣରୁ ବ୍ୟକ୍ତି ଙ୍କୁ ମସ୍ତିଷ୍କ, ହୃଦୟ ତଥା ଅନେକ ପ୍ରକାରର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଏହା ବ୍ୟତୀତ ଜୀବନରେ ସଫଳତା ପାଇବାରେ ବାଧା ଆସିଥାଏ । ଘରର ନିର୍ମାଣ କରିବା ପୂର୍ବ ରୁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ ଯେ ତାହା ଉପରେ ପଡିବାକୁ ଯାଉଥିବା ଛାୟା ଶୁଭ ହେବ ଅଥବା ଅଶୁଭ । ଛାୟା ପଡିବା ଦ୍ଵାରା ହାନି ତଥା ଲାଭ ଜଣାପଡିଥାଏ ।

ଯେତେବେଳେ ଏହା ଜଣାଥାଏ ଯେ ଘର ଉପରେ ପଡୁଥିବା ଛାୟା କେଉଁ ସମୟ ତଥା କେଉଁ ପ୍ରକାରର ଛାୟା ଅଟେ ? ଛାୟା କାହାର ମଧ୍ୟ ହୋଇପାରେ ଅର୍ଥାତ ମନ୍ଦିର, ଗଛଲତା, ଘର, ଉଚ୍ଚାବିଲଡିଙ୍ଗ, ବିଦ୍ୟୁତ ଖୁଣ୍ଟ ଆଦି ଏଥିରେ ସାମିଲ ଅଟନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ଘର ଉପରେ ସମୁଦାୟ ୬ ଘଣ୍ଟା ପର୍ଯ୍ୟନ୍ତ ଛାୟା ପଡିଥାଏ ତେବେ ତାହାକୁ ଛାୟାବେଦ କୁହାଯାଇଥାଏ ।

ଆସନ୍ତୁ ଜାଣିବା କେତେ ପ୍ରକାରର ଛାୟାବେଦ ରହିଥାଏ ? ଧ୍ଵଜଛାୟାବେଦ, ଏହାର ଅର୍ଥ ମନ୍ଦିର ଆଖପାଖ ରେ ୧୦୦ ଫୁଟ ମଧ୍ୟରେ ବନାଯାଇଥିବା ଘର ଧ୍ଵଜ ଛାୟା ଅନ୍ତର୍ଗତ ଆସିଥାଏ । ମାତ୍ର ମନ୍ଦିରର ଉଚ୍ଚତା କମ ଥିଲେ ଏବଂ ତାହାର ଧ୍ଵଜ ର ଛାୟା ଘର ଉପରେ ନ ପଡିଲେ ତେବେ ତାହାର କୌଣସି ପ୍ରଭାବ ଘର ଉପରେ ପଡିବ ନାହିଁ । ଯଦି ଧ୍ଵଜ ର ଉଚ୍ଚତା ରୁ ୨ ଗୁଣ ଜାଗା ଛାଡି ଘରର ନିର୍ମାଣ କରାଯାଏ ତେବେ ଏହା ବାସ୍ତୁଦୋଷ ର କାରଣ ବନିନଥାଏ ।

ମନ୍ଦିରଛାୟାଭେଦ, ମନ୍ଦିର ର ଛାୟା ମଧ୍ୟ ବାସ୍ତୁଦୋଷ ର କାରଣ ହୋଇପାରେ । ଯଦି ସକାଳ ୧୦ ଟାରୁ ଅପରାହ୍ନ ୩ ଟା ସମୟ ପର୍ଯ୍ୟନ୍ତ କୌଣସି ମନ୍ଦିର ର ଛାୟା ପଡିଥାଏ ତେବେ ଏହି ଛାୟା ଭେଦ ର ଅନ୍ତର୍ଭୁକ୍ତ ହୋଇଥାଏ । ଏହାଦ୍ଵାରା ଗ୍ରହ କଳେଶ, ବ୍ୟାପାର ବାଣିଜ୍ୟରେ ହାନୀ ଏବଂ ବିବାହ ରେ ବିଳମ୍ବ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *