Vastu Shastra- ଘର ଆଗରେ ଯଦି ଅଛି ଏହି 5 ଗଛ ଆଜି ହିଁ କାଟି ଦିଅନ୍ତୁ, ଭୟଙ୍କର ଅଶୁଭ, ଘରକୁ ଡାକି ଆଣେ ମହା ବିପଦ !

ବୃକ୍ଷ ଆମ ଜୀବନ ହେବା ସହ ବନ୍ଧୁ ହୋଇଥାଏ ବୋଲି କଥାରେ ଆସି । କିନ୍ତୁ ଗଛର ଠିକ  ଭାବେ ଯତ୍ନ ନେଲେ ଘର ଉପରେ ବିପଦ ଆସିବାର ସୂଚନା ରହିଥାଏ । ଏହା ସହ ଗଛ ଗୁଡିକ ଭଗବାନଙ୍କ ସଦୃଶ୍ୟ ହୋଇଥାନ୍ତି ଯାହା ଉଚିତ ଫଳ ଦେଇଥାନ୍ତି । କିଛି ଗଛ ଘରେ ଲଗାଇଲେ ସୁଖ ଦେବା ସହ ଦୁଖ ମଧ୍ୟ ଦେଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ଗଛକୁ ଶୁଭ ଓ ପବିତ୍ର ବୋଲି ବର୍ଣ୍ଣନା କରାଯାଇଛି । ଏହି ସବୁ ଗଛ ଘର ବାହାରେ ରହିଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କେଉଁ ଗଛ ଘର ଆଗରେ ଲଗାଇଲେ ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଘର ବାହାରେ ଯେଉଁ ଗଛ ଲଗାଇଲେ ଯଶ ଓ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ସେଗୁଡିକ ହେଉଛି ବେଲ ଗଛ, ଗଙ୍ଗଶିଉଳି ଗଛ, ବୃଷଙ୍ଗ ଗଛ, ଡାଳିମ୍ବ ଗଛ, ଅଁଳା ଗଛ ଓ ତୁଳସୀ ଗଛ । କିନ୍ତୁ ଏମିତି କିଛି ଗଛ ଅଛି ଯେଉଁଥିରେ ଐଶ୍ଵରିକ ଶକ୍ତି ତଥା ସବୁ ପ୍ରକାରର ନାକାରାତ୍ମକ ଶକ୍ତି ବାସ କରିଥାନ୍ତି । ସେଗୁଡିକ ହେଉଛି –

୧- କଣ୍ଟା ଜାତୀୟ ଖାଦ୍ୟ : ଘର ବାହାରେ ବା ଭିତରେ କଣ୍ଟା ଜାତୀୟ ଗଛ ରହିଲେ ଦୁଖ ଦରିଦ୍ରତା ବୃଦ୍ଧି ପାଇଥାଏ । ଘରର ସବୁ ସଦସ୍ୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା ଶୁଭ ହେବା ସହ ଘରେ ରହିବା ଦ୍ଵାରା କଳହ ବୃଦ୍ଧି ପାଇଥାଏ । ତେଣୁ କ୍ଷୀର ବା କଣ୍ଟା ଜାତୀୟ ଗଛ ଘରେ ରଖିବା ଅନୁଚିତ ।

୨- ବବୁଲ କଣ୍ଟା ଗଛ : ଏହା ଘର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏହି ଗଛ ଘର ବାହାରେ ରହିଲେ ରୋଗଶୋକ, ଦରିଦ୍ରତା ଦେଖାଯାଏ । ଏହା ଦ୍ଵାରା ସ୍ୱାସ୍ଥ୍ୟ ହାନି ମଧ୍ୟ ହୋଇଥାଏ ।

୩- ଖଜୁରୀ ଗଛ : ଘର ବାହାରେ ଖଜୁରୀ ଗଛ ରହିଲେ ଅଶୁଭ ହୋଇଥାଏ । ଏହାର ଫଳ ସୁନ୍ଦର ହେଲେ ମଧ୍ୟ ଏହା ଘର ବାହାରେ ରହିଲେ ସେହି ଘରେ ଦରିଦ୍ରତା ଲାଗି ରହିଥାଏ । ଏହା ସହ ଯେତେ ରୋଜଗାର କରିଲେ ମଧ୍ୟ ଧନର ଅଭାବ ହେବା ସହ ବ୍ୟର୍ଥ ଖର୍ଚ୍ଚ ହୋଇଥାଏ ।

୪- ବାଉଁଶ ଗଛ : ବାଉଁଶ ଗଛକୁ ଶୁଭ କାମରେ ଲାଗଯାଏ । ଆକାଶ ଦୀପ ବା ଚଉଁରା ରେ ପଣା ପେଡି ପାଇଁ ହେଉ ବା ଦେବିଦେତାଙ୍କ ପତାକା ଉତ୍ତୋଳନ ପାଇଁ ହେଉ ବା ଏହାର ଆବଶ୍ୟକତା ଅନେକ କ୍ଷେତ୍ର ରେ ହୋଇଥାଏ । କିନ୍ତୁ ଏହି ଗଛ ଘର ଆଗରେ ରହିବା ଅଶୁଭ ହୋଇଥାଏ । ଏହି ଗଛରେ ନାକାରାତ୍ମକ ଶକ୍ତି ରହିଥାଏ । ଏଭଳି ଗଛ ଘର ଆଗରେ ରହିବେ ବିପଦ ଆସିବା ସହ କଳା ଦେଖାଯାଏ ।

୫- ତେନ୍ତୁଳୀ ଗଛ : ତେନ୍ତୁଳୀ ଗଛର ଫଳ ସ୍ଵାଦିଷ୍ଟ ହେବା ସହ ସମସ୍ତଙ୍କର ପସନ୍ଦ ହୋଇଥାଏ । କିନ୍ତୁ ଏହି ଗଛରେ ନାକାରାତ୍ମକ ଶକ୍ତି ବାସ କରିଥାନ୍ତି । ଘର ଆଗରେ ଏହି ଗଛ ରହିଥାଏ ସେହି ଘରେ ସର୍ବଦା କଳହ ଲାଗି ରହିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *