ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କର ଇଛା ଥାଏ ଯେ ନିଜ ବଗିଚାରେ ସେମାନେ ବିଭିନ୍ନ ପ୍ରକାରର ଗଛ ଲଗାଇବେ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁଯାଇ ଏପରି କିଛି ଗଛ ଅଛି ଯାହା ଘର ପାଇଁ ଅଶୁଭ ମାନା ଯାଇଛି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଗଛ ରହିଛି ଯାହା ଘର ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ ।
ବନ୍ଧୁଗଣ ଏପରି କିଛି ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ଵାରା ଘରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ଵାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଘର ପାଇଁ ଶୁଭ ଅଟେ । ଯଦି ଆପଣ ଚାହିଁବେ ତା ହେଲେ ସେହି ଶୁଭ ଗଛ ଗୁଡିକୁ ନିଜ ଘର ମଧ୍ୟରେ ଲଗାଇ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଗଛ ଗୁଡିକ ବିଷୟରେ ।
୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ମନି ପ୍ଳାଣ୍ଟ ଗଛ । ବନ୍ଧୁଗଣ ଯଦି ଆପଣ ନିଜ ଘରେ ମନି ପ୍ଳାଣ୍ଟ ଗଛ ଲଗାଇବେ ତା ହେଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ହେଲେ ବନ୍ଧୁଗଣ ମନି ପ୍ଳାଣ୍ଟ ଗଛ ଲଗାଇବାର କିଛି ସଠିକ ଦିଗ ରହିଛି । ଆପଣ ମାନେ ନିଜ ଘରର ଆଗ୍ନେୟ ଦିଗରେ ଏହି ଗଛକୁ ଲଗାଇପାରିବେ । ଏହି ଦିଗରେ ଗଛ ଲଗାଇବା ଦ୍ଵାରା ଆପଣଙ୍କୁ ପ୍ରଚୁର ଧନଲାଭ ହେବ ।
୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ବାଉଁଶ ଗଛ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ରରେ ବାଉଁଶ ଗଛର ବହୁତ ମହତ୍ଵ ରହିଛି କାରଣ ଏହି ଗଛ ସମସ୍ତ ବାତା ବରଣରେ ବଞ୍ଚି ରହିଥାଏ । ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ମଣିଷ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାଏ ।
୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି କଦଳୀ ଗଛ । ଆପଣ ମାନେ ନିଜ ଘର ବଗିଚାରେ କଦଳୀ ଗଛ ନିଶ୍ଚୟ ଲଗାନ୍ତୁ । ଆପଣ ସବୁ ଗୁରୁବାର ଦିନ କଦଳୀ ଗଛର ପୂଜା ଅବଶ୍ୟ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ । ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହେବା ସହିତ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହେବ ।
୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବେଲଗଛ । ବନ୍ଧୁଗଣ ବେଲଗଛ ଭଗବାନ ଶିବନ୍କାତ ଅତିପ୍ରିୟ ହୋଇଥାଏ ଓ ଏହି ଗଛରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ । ଯଦି ବନ୍ଧୁଗଣ ଆପଣ ନିଜ ଘର ଅଗଣାରେ ବେଲଗଛ ଲଗାଇ ତାହାର ପୂଜା କରିବେ ତା ହେଲେ ଆପଣଙ୍କ ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିବା ସହ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଧନ ବର୍ଷା କରେଇବେ ।
୫. ଅପରାଜିତା ଗଛ- ଏହାର ଫୁଲ ନୀଳ ଏବଂ ଧଳା ରଙ୍ଗର ହୋଇଥାଏ । ବୀଜରୁ ଏହା ଭଲ ବଢ଼ିଥାଏ ଏବଂ ମଝିରୁ ଖଣ୍ଡେ କାଟିଲେ ମଧ୍ୟ । ହେଲେ ବୀଜରୁ ଏହା ଅଧିକ ଭଲ ବଢ଼ିଥାଏ । ଶୀତ ଋତୁରେ ଫୁଲ ଫୁଟେ ନାହିଁ ଅନ୍ୟ ଋତୁରେ ଫୁଲ ଫୁଟେ । ମଟର ଭଳି ଏହାର ବୀଜ ହୋଇ ଥାଏ । ସୂର୍ଯ୍ୟ ଆଲୋକରେ ଭଲ ଫୁଲ ହୋଇ ଥାଏ । ପୂଜା ପାଠରେ ବ୍ୟବହୃତ ହୁଏ ଏବଂ ବହୁତ ଶୁଭ ବୋଲି ମାନନ୍ତି । ତେବେ ଆପଣ ଏହାକୁ ନିଶ୍ଚୟ ଲଗାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।