ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ କେଉଁ କେଉଁ ଜିନିଷ ଘରେ ଲଗାଇବା ଉଚିତ ହୋଇଥାଏ, ଯାହା ଲଗାଇବା ବହୁତ ଶୁଭ ହୋଇଥାଏ । ଏହାକୁ ଘରେ ନିଶ୍ଚିତ ଭାବରେ ଲଗାଇବା ଆବଶ୍ୟକ । ୧- ତୁଳସୀ ଗଛ, ତୁଳସୀ ଗଛ ବହୁତ ଅଧିକ ଶୁଭ ଅଟେ ଏବଂ ସବୁ ଘରେ ମୁଖ୍ୟତ ଲଗାଇବା ଆବଶ୍ୟକ । ଏହାର ବହୁତ ଅଧିକ ଆୟୁର୍ବେଦିକ ଲାଭ ରହିଅଛି । ଯଦି ସୂର୍ଯ୍ୟ କିରଣ ଭଲରେ ମିଳେ ତେବେ ଏହି ଗଛ ଆହୁରି ଅଧିକ ଗ୍ରୋଥ ହୋଇଥାଏ । ଆୟୁର୍ବେଦ ରେ ଏହାର ପତ୍ର ବହୁତ ମାତ୍ରାରେ ବ୍ୟବହାର କରାଯାଇଥାଏ ।
୨- ମନିପ୍ଲାଣ୍ଟ ଗଛ, ଏହି ଗଛ ବହୁତ ଉତ୍ତମ ଅଟେ ଏବଂ ବହୁତ ସୁନ୍ଦର ମଧ୍ୟ ଅଟେ । ଏହାକୁ କେଉଁଠାରେ ମଧ୍ୟ ରଖିଲେ ଏହା ବଢିଥାଏ । ଛୋଟ ବୋତଲ ରେ ଆପଣ ଏହାକୁ ଲଗାଇଲେ ଏହା ବଢିବାକୁ ଲାଗିଥାଏ । ଏହା ବହୁତ ଅଧିକ ଶୁଭ ମଧ୍ୟ ହୋଇଥାଏ ।
୩- ପାନ ଗଛ, ଏହାକୁ ଆପଣ ଅଳ୍ପ ଖରା ଆସୁଥିବା ଜାଗାରେ ମଧ୍ୟ ଲଗାଇ ପାରିବେ । ବିଭିନ୍ନ ପୂଜାରେ ଏହାର ପ୍ରୟୋଗ କରାଯାଇଥାଏ । ଏଣୁ ଏହା ବହୁତ ଶୁଭ ହୋଇଥାଏ । ଆପଣ ଏହାକୁ ଲଗାଇ ପାରିବେ ।
୪- ହାରଶିଂଗାର ଗଛ, ଆପଣ ମାନେ ଜାଣିଛନ୍ତି ଯେ ଏହା ବହୁତ ଶୁଭ ଗଛ ଅଟେ । ଏବଂ ଏହାର ଯେଉଁ ସୁଗନ୍ଧ ରହିଥାଏ ତାହା ବହୁତ ଅଧିକ ଭଲ ରହିଥାଏ । ଯେଉଁ ପର୍ଯ୍ୟନ୍ତ ଏହି ଫୁଲର ସୁଗନ୍ଧ ଯାଇଥାଏ ସେ ପର୍ଯ୍ୟନ୍ତ ତାହାର ବାତାବରଣ ଶୁଦ୍ଧ ହୋଇଯାଇଥାଏ । ଏହାକୁ କୌଣସି ବିଶେଷ ମାଟିର ଆବଶ୍ୟକତା ହୋଇ ନଥାଏ । ଯେଉଁ ପ୍ରକାରର ମାଟି ହେଲେ ମଧ୍ୟ ଏହା ଭଲ ଭାବରେ ବଢିଥାଏ । ଏହା ବହୁତ ଅଧିକ ଶୁଭ ହୋଇଥାଏ । ଏହାର ଆୟୁର୍ବେଦିକ ଲାଭ ମଧ୍ୟ ରହିଅଛି ।
୫- କଦଳୀ ଗଛ, ଏହା ବହୁତ ଅଧିକ ଶୁଭ ଅଟେ, ପ୍ରତ୍ୟକ ବୃହସ୍ପତି ବାର ଦିନ ଆମ୍ଭେ ଏହାର ପୂଜା ମଧ୍ୟ କରିଥାଉ । ଯଜ୍ଞରେ ଏହାର ବ୍ୟବହାର କରାଯାଇଥାଏ । ଏହା ବହୁତ ଅଧିକ ଶୁଭ ଗଛ ଅଟେ ।
୬- ହଳଦୀ ଗଛ, ଏହି ଗଛ ବହୁତ ଅଧିକ ଶୁଭ ହୋଇଥାଏ । ଏହି ଗଛ ରେ ବହୁତ ଉତ୍ତମ ଫୁଲ ମଧ୍ୟ ଆସିଥାଏ । ଏହି ଗଛରେ ଅନେକ ଆୟୁର୍ବେଦିକ ଲାଭ ରହିଅଛି ଏହା ସହିତ ଏହା ପବନ କୁ ଶୁଦ୍ଧ କରିଥାଏ । ଏହା ସହିତ ଯେଉଁ ଖରାପ କୀଟାଣୁ ରହିଥାଏ ତାହାକୁ କ୍ଷୟ କରିଥାଏ ।
୭- ଅପରାଜିତା ଗଛ, ଏହି ଗଛର ଫୁଲ ବହୁତ ସୁନ୍ଦର ହୋଇଥାଏ । ନୀଳ ତଥା ହଳଦୀଆ ରଙ୍ଗର ଫୁଲ ଦେଖିବାକୁ ମିଳେ । ଏହା ବହୁତ ଶୁଭ ହୋଇଥିବାରୁ ଆପଣ ଏହି ଗଛ କୁ ନିଶ୍ଚିତ ଲଗାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ