୧;- ବନ୍ଧୁଗଣ, ଯେତେବେଳେ କାହାକୁ ଆପଣ ଉପହାର ଦିଅନ୍ତୁ ନା କାହିଁକି କେବେ କୌଣସି ବ୍ୟକ୍ତି ଙ୍କୁ କୌଣସି ମୁନିଆ ଜିନିଷ କିମ୍ବା ଧାରୁଆ ଜିନିଷ କେବେ ମଧ୍ୟ ଉପହାର ଦେବେ ନାହିଁ । ଏହାଦ୍ଵାରା ଆପଣ ଉପହାର ଯାହାକୁ ଦେବେ ତାହାର କ୍ଷତି ଏବଂ ନିଜର ମଧ୍ୟ କ୍ଷତି । ଏହା ଆପଣ ପାଳନ କରିଲେ ମଙ୍ଗଳ ହେବ । ୨;- ପୁରୁଷ ମାନେ ପୂଜା କରିଲା ସମୟରେ କେବେ ମଧ୍ୟ ଦୂର୍ଗା ଙ୍କ ମୂର୍ତ୍ତି ରେ କିମ୍ବା ଦୂର୍ଗା ଙ୍କ ଫଟୋ ରେ ସିନ୍ଦୁର ଲଗାଇବେ ନାହିଁ।
ନାରୀମାନେ ପୂଜା କରିଲା ସମୟରେ ହନୁମାନ ଙ୍କ ଫଟୋରେ କିମ୍ବା ହନୁମାନ ଙ୍କ ମୂର୍ତ୍ତି ରେ କେବେ ସିନ୍ଦୁର ପିନ୍ଧାଇବେ ନାହିଁ । ମାତ୍ର ବ୍ରାହ୍ମଣ ମାନେ ପୁରୁଷ ଅଟନ୍ତି ସେମାନେ ମନ୍ତ୍ର ସମେତ ମାତା ଙ୍କୁ ସିନ୍ଦୁର ଅର୍ପଣ କରିଲେ ଏଥିରେ ଦୋଷ ନ ଥାଏ ।
୩;- ନାରୀମାନେ ଗାଧୋଇସାରିବା ପରେ ମୁଣ୍ଡରେ ସିନ୍ଦୁର ପିନ୍ଧିବା ସହିତ ନିଜ ଗଭାରେ ସବୁବେଳେ ଏକ ଧଳା ରଙ୍ଗର ଫୁଲ ଖୋସନ୍ତୁ । ଦେଖିବେ ଆପଣଙ୍କର ମନ ସ୍ଵଛ ରହିବ, ଆତ୍ମା ପବିତ୍ର ରହିବ, ଏବଂ ମାନସିକ ଶାନ୍ତି ଫେରି ଆସିବ । ଏହା କରିଲେ ଆପଣଙ୍କ ମଙ୍ଗଳ ଏବଂ ଘରର ମଙ୍ଗଳ ହେବ ନିଶ୍ଚିତ । ୪;- ଆପଣ ଯେତେବେଳେ କିଛି କିଣାକିଣି କରୁଛନ୍ତି, କୁଲା ଏବଂ ଛାଞ୍ଚୁଣି ଏହି ୨ ଟି ଜିନିଷ ଏକା ସାଙ୍ଗରେ କିଣନ୍ତୁ ନାହିଁ । ଏବଂ ଏକା ସାଙ୍ଗରେ ଗୋଟିଏ ଜାଗାରେ କୁଲା ଏବଂ ଛାଞ୍ଚୁଣି ରଖନ୍ତୁ ନାହିଁ । ଏହା କ୍ଷତିକାରକ ଅଟେ । ଏହି କଥା ପାଳନ କରିଲେ ମଙ୍ଗଳ ହେବ ।
୫;- ଘର ସାମ୍ନା ରେ କେବେ ପଥର ଜମା କରି ରଖନ୍ତୁ ନାହିଁ । ଘର ସାମ୍ନା ରେ କଣ୍ଟା ଗଛ ରଖନ୍ତୁ ନାହିଁ ଏବଂ କ୍ଷୀର ବାହାରୁଥିବା ଗଛ ରଖନ୍ତୁ ନାହିଁ । ଏହା ପାଳନ କରିଲେ ମଙ୍ଗଳ ହେବ ।
୬;- ଛେଳି ଖୁରାର ଧୁଳି ଯଦି ଘରେ ପଡେ, ତେବେ ତାହା ବହୁତ କ୍ଷତି କାରକ ଧନୀ ଥିଲେ ଗରିବ ହେବେ ।
୭;- ଘୁଷୁରୀ ଗୋଡ ର ଧୂଳି ଯଦି ଘରେ ପଡେ ଧନୀ ଥିଲେ ଗରିବ ହେବେ ।
୮;- ଛାଞ୍ଚୁଣି ଓଳାଇ ସାରିବା ପରେ ଛାଞ୍ଚୁଣି ର ଧୂଳି ଯଦି ବାହାରୁ ପୁଣି ଘରକୁ ଫେରି ଆସେ ତେବେ ଆପଣ ଧନୀ ଥିଲେ ଗରିବ ହେବେ ।
୯;- ରଜସ୍ଫଳା ନାରୀର ପାଦ ଧୂଳି ଯଦି ଠାକୁର ଘରେ ପଡେ, ୭ ଦିନ ଭିତରେ ତେବେ ଆପଣ ଧନୀ ଥିଲେ ଗରିବ ହେବେ । ଏହି କଥା ମନେ ରଖିଲେ ମଙ୍ଗଳ ହେବ ।
୧୦;- କେତୋଟି ପାଦ ଧୂଳି ଘରେ ପଡିଲେ ଗରିବ ଥିଲେ ଧନୀ ହେବେ । ଗାଈ ଖୁରାର ଧୂଳି ଯଦି ଘରେ ପଡେ ତେବେ ଆପଣ ଗରିବ ଥିଲେ ଧନୀ ହେବେ ।
୧୧;- ନିମ୍ବଗଛ କେବେ ହାଣନ୍ତୁ ନାହିଁ କି ନିମ୍ବ କାଠ କେବେ ଜାଳନ୍ତୁ ନାହିଁ । କାରଣ ନିମ୍ବ କାଠ ର ଧୂଆଁ କୁ ଯଦି ପୁରୁଷ ମାନେ ଗ୍ରହଣ କରନ୍ତି ତେବେ ନପୁଂସକତା ଦୋଷ ହୋଇଥାଏ । ଓସ୍ତ ଗଛର ଛାଇ ଘର ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।