ବନ୍ଧୁଗଣ, ଘରେ ମଶା ହେବା ଦ୍ଵାରା ଡେଙ୍ଗୁ ମେଲେରିଆ ଏବଂ ଚିକେନ ଗୁନିଆ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ରହିଥାଏ । ଏଠି ନିମନ୍ତେ ଆମ୍ଭେ ମଶା ଘଉଡାଇବା ନିମନ୍ତେ ମାର୍କେଟ ରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡ଼କ୍ଟର ପ୍ରୟୋଗ କରିଥାଉ । ମାତ୍ର ଆପଣ ଭଲ ଭାବରେ ଜାଣିଛନ୍ତି ଯେ ସେହି କେମିକାଲ ଯୁକ୍ତ ପ୍ରଡ଼କ୍ଟ ଆମ୍ଭ ପାଇଁ କେତେ କ୍ଷତିକାରକ ଅଟେ । ଏହି ଜିନିଷ ରୁ ବାହାରୁଥିବା ଧୂଆଁ ଆପଣଙ୍କ ଶରୀର ଭିତରକୁ ଯାଇ ଆପଣଙ୍କ ଅଙ୍ଗ ପ୍ରତ୍ୟଙ୍ଗ କୁ ବିଶେଷ ଭାବରେ କ୍ଷତି ପହଞ୍ଚାଇଥାଏ । ଏହା ଆପଣଙ୍କର ମସ୍ତିଷ୍କ କୁ ଦୁର୍ବଳ କରିଦେଇଥାଏ ।
ଏହି ଲିକ୍ୟୁଇଟ ଏବଂ କଏଲ ମାନଙ୍କରୁ ବାହାରୁଥିବା ଧୂଆଁ ଛୋଟ ପିଲା ମାନଙ୍କ ପାଇଁ ବହୁଳ ଭାବରେ କ୍ଷତିକାରକ ଅଟେ । ଏଥି ନିମନ୍ତେ ସତର୍କ ହୋଇଯାଆନ୍ତୁ । ଆଜି ମୁଁ ଆପଣ ମାନଙ୍କୁ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ବନାଇବା ବହୁତ ସହଜ ଅଟେ । ଏହା ମଶା ଘଉଡାଇବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ଜାଣିନେବା । ଆପଣ ପ୍ରଥମେ ୪ ଚାମଚ ନଡିଆ ତେଲ ଏକ ପାତ୍ର କୁ ନିଅନ୍ତୁ । ଏହାପରେ ଆପଣ ୨ ଚାମଚ ନିମ୍ବ ତେଲ ନଡିଆ ତେଲ ରେ ମିଶାନ୍ତୁ ।
ଏହାପରେ ଆପଣ ପୂଜା ରେ ବ୍ୟବହୃତ ହେଉଥିବା କର୍ପୁର ନିଅନ୍ତୁ । ଏହାକୁ ହାତରେ ଗୁଣ୍ଡ କରି ନିଅନ୍ତୁ । କର୍ପୁର ରୁ କେବଳ ଗୋଟିଏ ଖଣ୍ଡ ଏଥିରେ ପ୍ରୟୋଗ କରନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ କୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାଏ । ବରଂ ଆପଣଙ୍କ ସ୍ୱାସ୍ଥ୍ୟ ର ଉନ୍ନତି କରିଥାଏ । ଏହା ଆପଣଙ୍କ ମସ୍ତିଷ୍କ ନିମନ୍ତେ ମଧ୍ୟ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ଏଥିରୁ ଯେଉଁ ସୁଗନ୍ଧ ବାହାରିଥାଏ ତାହା ଆପଣଙ୍କ ମସ୍ତିଷ୍କ କୁ କ୍ଷିପ୍ର କରିଥାଏ । ବଜାରରେ ମିଳୁଥିବା ମଶା ଧୂପ ର ପ୍ରୟୋଗ ନକରି ଆପଣ ଏହି ନ୍ୟାଚୁରାଲ ରିମେଡି ର ପ୍ରୟୋଗ କରନ୍ତୁ ।
ଆପଣ କର୍ପୁର କୁ ଏହି ତେଲ ରେ ମିଶାଇ ଦିଅନ୍ତୁ । ଆପଣ ଏହି ସମଗ୍ର ସାମଗ୍ରୀ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାପରେ ଏକ ମାଟିଦୀପ କୁ ଧୋଇ ସେଥିରେ ଏହି ତେଲ କୁ ପକାଇ ବଳିତା ମାଧ୍ୟମରେ ଜଳାନ୍ତୁ । ଆପଣଙ୍କ ଘରେ ଯେଉଁଠାରେ ସର୍ବାଧିକ ମଶା ହେଉଛନ୍ତି ଆପଣ ସେହି ସ୍ଥାନରେ ଏହାର ପ୍ରୟୋଗ କରନ୍ତୁ । ଦେଖିବେ ଆପଣଙ୍କ ଘରୁ ମଶା ତୁରନ୍ତ ପଳାଇଯିବେ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ