Vastu Tips- ସାବଧାନ ! କଣ ଆପଣଙ୍କ ଘର ବାଡିରେ ବି ଅଛି ଏହି ଗଛ, ଆଜି ହିଁ ଓପାଡି ଫୋପାଡି ଦିଅନ୍ତୁ, ହୋଇଥାଏ ଅନର୍ଥ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜର ଘର ଚାରି ପାଖରେ ସବୁଜ ସୁନ୍ଦର ପରିବେଶ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ନିଜ ଘର ବଗିଚା ଅଥବା ବାଡିରେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ଆପଣ ମାନେ ଲଗେଇଥାନ୍ତି । ଏହା ସହିତ ଭଳିକି ଭଳି ବଗିଚା ସୁନ୍ଦର ଓ ଆକର୍ଷଣୀୟ ଦେଖା ଯିବା ପାଇଁ ଆପଣ ମାନେ ଡିଜାଇନ ବୃକ୍ଷ ମଧ୍ୟ ଲଗାଇଥାନ୍ତି । କିନ୍ତୁ ଆପଣ ଏହା ଜାଣିଛନ୍ତି କେଉଁ ଗଛ ବଗିଚାରେ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଅନୁଚିତ ।

ଆଜି ଆପଣ ମାନେ ଜାଣିବେ କେଉଁ ସବୁ ଗଛ ଘର ପାଖରେ ଲଗାଇବା ଦ୍ଵାରା ଘରର ଅମଙ୍ଗଳ ହୋଇଥାଏ । ଘର ଆଗରେ କେବେ ମଧ୍ୟ କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ । କାରଣ ଆପଣ ସକାଳୁ ଉଠି ସେହି କଣ୍ଟା ଗଛକୁ ଦେଖିବା ଦ୍ଵାରା ଆପଣଙ୍କର ଅନିଷ୍ଟ ହୋଇଥାଏ । ଘର ପାଇଁ ଯାହାବି ଆଣିଲେ ତାହା ଅଣ୍ଟି ନଥାଏ । ତେଣୁ ଘର ସାମ୍ନାରେ କେବେ ମଧ୍ୟ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ। କନିଅର ଗଛକୁ କେବେ ହେଲେ ଘର ପାଖରେ ରଖନ୍ତୁ ନାହିଁ ।

ଯଦି କନିଅର ଗଛ ଲଗାଇବା ପାଇଁ ଚାହୁଁଛନ୍ତି । ତେବେ ଘରଠୁ ଦୂରେଇକି ଲଗାନ୍ତୁ । କାରଣ କନିଅର ଗଛ ଘର ପାଖରେ ରଖିଲେ ଆପଣ ଘର କେହି ନା କେହି କୌଣସି କାରଣରୁ ବିଷ ଖାଇବାର ଆଶଙ୍କା ରହିଥାଏ । ତେଣୁ କେବେ ମଧ୍ୟ ଭୁଲରେ କନିଅର ଗଛ ପାଖରେ ଲଗାନ୍ତୁ ନାହିଁ କିମ୍ବା ଯଦି ଅଛି ତାହେଲେ ସେହି ଗଛକୁ ଘର ପାଖରୁ ଉପାଡି ଦୂରରେ କୌଣସି ଜାଗାରେ ଲଗାନ୍ତୁ ।

ଘର ସମ୍ମୁଖରେ ତଥା ଘର ପାଖରେ କେବେ ହେଲେବି ବରଗଛ ଓ ଅଶ୍ଵତଥ ଗଛ ଏକାଠି ରଖନ୍ତୁ ନାହିଁ । କାରଣ ଏହି ଦୁଇଟି ଗଛ ଏକାଠି ହୋଇ  ଘର ଆଖ ପାଖରେ ରହିଥିଲେ । ଘରର ବହୁତ କ୍ଷତି କରିଥାଏ । ଯାହା ଦ୍ଵାରା ଘରର ଅମଙ୍ଗଳ ହୋଇଥାଏ । ଯଦି ବରଗଛ ଓ ଅଶ୍ଵତଥ ଏହି ଦୁଇ ଗଛ ମଧ୍ୟରୁ କୌଣସି ଗୋଟିଏ ଗଛ ଘର ପାଖରେ ଥାଏ, ତେବେ ଏହା ଦ୍ଵାରା ଘରର କୌଣସି ଅନିଷ୍ଟ ହୋଇନଥାଏ । କିନ୍ତୁ ଏହି ଦୁଇ ବରଗଛ ଓ ଅଶ୍ଵତଥ ଗଛ ଏକାଠି ହେଇଥିବାର ଦେଖିବେ ।

ଯଥା ଶୀଘ୍ର ଦୁଇ ଗଛକୁ ଅଲଗା କରିଦିଅନ୍ତୁ । ଏହି ପରି କିଛି ନିୟମ ଯଦି ଆପଣମାନେ ମାନିକି ଚଳିବେ । ଏହା ଦ୍ଵାରା ଆପଣ ଓ ଆପଣଙ୍କର ପରିବାରର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *