Garuda Puran- କରୋନାରେ ଅ-କା-ଳ ମୃ-ତ୍ୟୁ ପ୍ରାପ୍ତି ହେଉଥିବା ଲୋକଙ୍କୁ କିପରି ମିଳିବ ମୁକ୍ତି ?

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମ-ହା-ମା-ରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମ-ହା-ମା-ରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମ-ହା-ମା-ରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମ-ହା-ମା-ରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ଯଦି କୌଣସି ବ୍ୟକ୍ତି କୁ କରୋନା ହୋଇ ତାର ମୃ-ତ୍ୟୁ ଘଟୁଛି ତେବେ ସେ କଣ ମୃ-ତ୍ୟୁ ପରେ ସ୍ୱର୍ଗ ପ୍ରାପ୍ତି କରୁଛି କିମ୍ବା ନାହିଁ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

ହିନ୍ଦୁ ଧର୍ମ ଅନୁସାରେ କୌଣସି ବ୍ୟକ୍ତି ର ଅ-କା-ଳ ମୃ-ତ୍ୟୁ ହୋଇଯାଏ କିମ୍ବା ନୀତି ନିୟମ ଅନୁଯାୟୀ ତାର ଅ-ନ୍ତି-ମ ସଂ-ସ୍କା-ର କରା ଯାଇ ନାହିଁ ତେବେ ତାକୁ ମୁକ୍ତି ପ୍ରାପ୍ତି ହୁଏ ନାହିଁ ।
ଆଜି ଆମେ ସେହି କରୋନା ରେ କିମ୍ବା ସମୟ ପୂର୍ବରୁ ମୃ-ତ୍ୟୁ ହୋଇଗଲେ କଣ କରିବାକୁ ପଡିବ ସେ ବିଷୟରେ ହିଁ ଚର୍ଚ୍ଚା କରିବା ।

କରୋନା ସମୟରେ ଅନେକ ଲୋକ ଅସମୟରେ ମୃ-ତ୍ୟୁ ବରଣ କରି ସାରିଛନ୍ତି । ଗରୁଡ଼ ପୁରାଣ ଅନୁସାରେ କୌଣସି ବ୍ୟକ୍ତି ର ମୃ-ତ୍ୟୁ ମ-ହା-ମା-ରୀ କିମ୍ବା ପଶୁ ଆକ୍ରମଣ ତଥା ଆ-ତ୍ମ-ହ-ତ୍ୟା ଯୋଗୁଁ ହୋଇଥାଏ ତେବେ ସେହି ମୃ-ତ୍ୟୁ କୁ ହି ଅ-କା-ଳ ମୃ-ତ୍ୟୁ କୁହାଯାଏ । ଏହି ଭଳି ଆତ୍ମା କୁ ପୃଥିବୀ ପୁଷ୍ଠ ରୁ ଯମ ଲୋକ ପର୍ଯ୍ୟନ୍ତ ଅନେକ କଷ୍ଟ ଭୋଗିବାକୁ ପଡ଼ିଥାଏ । ଯେଉଁ ବ୍ୟକ୍ତି ର ମୃ-ତ୍ୟୁ ପ୍ରାକୃତିକ ରୂପରେ ହୋଇଥାଏ ସେ କିଛି ଦିନ ପରେ ଅନ୍ୟ ଶରୀର ଧାରଣ କରି ଦେଇ ଥାଏ ।

କିନ୍ତୁ କୌଣସି ବ୍ୟକ୍ତି ର ମୃ-ତ୍ୟୁ ମ-ହା-ମା-ରୀ ଯୋଗୁଁ ହେଲେ ସେହି ବ୍ୟକ୍ତି ର ଆତ୍ମା ପୃଥିବୀରେ ସେ ପର୍ଯ୍ୟନ୍ତ ଘୁରି ବୁଲେ ଯେ ପର୍ଯ୍ୟନ୍ତ ନିଜର ଜୀଵନ ଚକ୍ର କୁ ପୁରା କରି ଦେଇ ନଥାଏ । ଏହି ଭଳି ଆତ୍ମା ନା ସ୍ୱର୍ଗ କୁ ଯାଆନ୍ତି ନା ନର୍କକୁ । ଅ-କା-ଳ ରେ ମୃ-ତ୍ୟୁ ହୋଇଥିବା ବ୍ୟକ୍ତି ନିଜର ଲୋ-ଭ,ମା-ୟା,ଭୋ-କ,କ୍ରୋ-ଧ,କା-ମ ଆଦି ପାଇଁ ଭଟକୁ ଥାଏ ।

ଯେଉଁ ବ୍ୟକ୍ତି ମାନେ ସର୍ଵଦା ଘୃ-ଣା, ମି-ଥ୍ୟା ଏବଂ ଖ-ରା-ପ କାମ କରିଥାନ୍ତି ସେହି ମାନେ ହି ଅ-କା-ଳ ମୃ-ତ୍ୟୁ ରେ ପୀ-ଡ଼ି-ତ ହୋଇଥାନ୍ତି । ଗରୁଡ଼ ପୁରାଣ ଅନୁସାରେ ମ-ହା-ମା-ରୀ ରେ ଅକାଳ ମୃ-ତ୍ୟୁ ହୋଇଥିବା ବ୍ୟକ୍ତି ଙ୍କ ଆତ୍ମା ଙ୍କ ଶାନ୍ତି ପାଇଁ ତାଙ୍କ ପରିବାରର ସଦସ୍ୟ ମାନଂକୁ ନଦୀ କିମ୍ବା ପୋଖରୀ ରେ ବୁଡ଼ ପକାଇ ତାଙ୍କ ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିବା ପାଇଁ ପଡିବ ଏବଂ ପିଣ୍ଡ ଦାନ ମଧ୍ୟ କରିବାକୁ ପଡିବ । ତା ଛଡା ବ୍ରାହ୍ମଣ ଭୋଜନ ମଧ୍ୟ କରାଇବା ଉଚିତ । ଏହା ଦ୍ୱାରା ମ-ହା-ମା-ରୀ ରେ ମୃ-ତ୍ୟୁ ହୋଇଥିବା ବ୍ୟକ୍ତି ର ଆତ୍ମା କୁ ଶାନ୍ତି ଏବଂ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *