Jyotish Shastra- ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ

ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ, ଯିଏକି ନିଜ ନୀତି କାରଣରୁ ରାଜା ଚନ୍ଦ୍ରଗୁପ୍ତ ମୋରୟ ଙ୍କୁ ରାଜଗାଦୀ ରେ ବସାଇ ଦେଇଥିଲେ । ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ମହତ୍ଵପୂର୍ଣ୍ଣ ନୀତି ଯାହା ଜୀବନରେ ଆପଣଙ୍କୁ କୌଣସି ଏକ ସ୍ଥିତି ରେ ସଫଳତାର ପାହାଚ ଅତିକ୍ରମ କରାଇବାରେ ସାହାର୍ଯ୍ୟ କରିବ । ଶାସ୍ତ୍ର ଅନୁଯାୟୀ ମଣାଯାଇଅଛି ଯେ, ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ନାମ ଥିବା ମହିଳା ।

ବନ୍ଧୁଗଣ କହିବାକୁ ଗଲେ ଏହି ଦୁନିଆରେ କୌଣସି ଝିଅ କୁ ବୁଝିବା ବହୁତ କଷ୍ଟ ହୋଇଥାଏ । କାରଣ ଗୋଟିଏ ଝିଅ ମସ୍ତିଷ୍କରେ କେତେବେଳେ କଣ ଚାଲିଥାଏ ତାହା କେହି ଜାଣିପାରନ୍ତି ନାହିଁ । ଏଥିପାଇଁ ଝିଅ ମାନଙ୍କୁ ଅଡୁଆ ସୂତା ବୋଲି କୁହାଯାଇଅଛି । ଏମାନଙ୍କୁ ବୁଝିବା ବାସ୍ତବ ରେ ବହୁତ କଠିନ । ଆପଣ ଏହା ମଧ୍ୟ ଜାଣିଥିବେ ନିଶ୍ଚିତ ଯେ ଯେତେବେଳେ ଭଗବାନ ନାରୀ କୁ ଜାଣି ପାରିଲେଣି ମନୁଷ୍ୟ କିପରି ଜାଣିବ । ଝିଅ ମାନଙ୍କ ବ୍ୟବହାର ବହୁତ ଭିନ୍ନ ହୋଇଥାଏ । ଆସନ୍ତୁ ଜାଣିବା ସେହି ବ ଭାଗ୍ୟଶାଳୀ ଝିଅ ମାନଙ୍କ ସମ୍ବନ୍ଧରେ କିଛି ବିବରଣୀ ।

୧- T – ଏହି ନାମ ର ଝିଅ ମାନେ ବହୁତ ଶାନ୍ତ ସ୍ଵଭାବର ଅଟନ୍ତି । ଏହିଭଳି ଝିଅ ମାନେ ନିଜ ପାର୍ଟନର ପ୍ରତି ବହୁତ ବିଶ୍ଵସ୍ଥ ହୋଇଥାନ୍ତି । ଏହିଭଳି ଝିଅ ମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ସାଥି ର ସାଥ ଛାଡନ୍ତି ନାହିଁ । ସେମାନଙ୍କର ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ । ଏହି କାରଣ ବଶତ ସେମାନଙ୍କୁ ପବିତ୍ର ମାନାଯାଇଥାଏ ।

୨- N – ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ପରିବାର ତଥା ପାର୍ଟନର ମାନଙ୍କର ବହୁତ ଧ୍ୟାନ ରଖିଥାନ୍ତି । ଏଣୁ ଏମାନେ ସେଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କ ପରିବାରର ନାମ ଖରାପ ହେଉ । ଏହି ଝିଅ ମାନଙ୍କର ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।

୩- P- ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ସଂପର୍କକୁ ବାନ୍ଧି ରଖିବା ବହୁତ ଭଲ ଭାବରେ ଜାଣିଛନ୍ତି । ଏହି ନାମ ଥିବା ଝିଅ ମାନେ ସମସ୍ତ ବ୍ୟକ୍ତି ଙ୍କର ଭାବନାର ଧ୍ୟାନ ରଖିଥାନ୍ତି । ଅନ୍ୟ ଜଣେ ଏହି ଝିଅ ମାନଙ୍କ ଠାରୁ ସାନ ହୁଅନ୍ତୁ କିଅବା ବଡ ଏମାନେ ସାଧାରଣତ କାହାକୁ ଦୁଖ ପହଞ୍ଚାଇ ନଥାନ୍ତି । ସମସ୍ତଙ୍କ ସହିତ ସ୍ନେହରେ କଥା ହୋଇଥାନ୍ତି । ଏଥିପାଇଁ ଏମାନଙ୍କୁ ମଧ୍ୟ ପବିତ୍ର ମାନାଯାଇଅଛି ।

୪- V – ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ପବିତ୍ର ମାନାଯାଇଥାଏ । ଏହି ନାମର ଝିଅ ମାନେ ବହୁତ ଲାଜକୁଳୀ ହୋଇଥାନ୍ତି କିନ୍ତୁ ଏମାନେ ନିଜ ପରିବାରର ମାନ ମର୍ଯ୍ୟଦା ର ସନମାନ ରଖିଥାନ୍ତି । ଏମାନେ ସମସ୍ତ ପ୍ରକାରରୁ ନିଜ ପରିବାରକୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି ।

୫- Y – ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ତାଙ୍କର ସ୍ଵଭାବ ଅନ୍ୟ ମାନଙ୍କ ପ୍ରତି ଉତ୍ତମ ହୋଇଥାଏ । ଏହି ନାମର ଝିଅ ସମସ୍ତଙ୍କ ସହିତ ବହୁତ ଭଲରେ କଥା ହୋଇଥାନ୍ତି । ଏମାନେ ନିଜ ସାଥି କୁ ଖୁସିରେ ରଖିବା ନିମନ୍ତେ ସଂପୂର୍ଣ୍ଣ ଚେଷ୍ଟା କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *