Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 6 ଟି ନାମର ଝିଅ

ଦୁନିଆରେ ଭିନ୍ନ ଭିନ୍ନ ସ୍ୱଭାବର ଲୋକ ଅଛନ୍ତି। ଜଣେ ଅନ୍ୟଠାରୁ ବିଲକୁଲ୍ ଅଲଗା ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଜୀବନ ସମ୍ପୂର୍ଣ୍ଣ ପବିତ୍ରତାରେ ଭଗବାନଙ୍କ ସେବାରେ କଟି ଥାଏ।

ଅଯଥା ଲୋକଙ୍କ ଠାରୁ ଦୂରେଇ ରହିବା ଓ ଅନ୍ୟମାନଙ୍କ ସହ କୋମଳ ବ୍ୟବହାର କରିବା ସେମାନଙ୍କ ସ୍ଵଭାବ ହୋଇଥାଏ। ଆଜି ଆମେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ୬ଟି ନାମର ଝିଅଙ୍କୁ ଜାଣିବା ଯେଉଁମାନେ ଗଙ୍ଗା ପରି ପବିତ୍ର ହୋଇଥାନ୍ତି।

ନଂ.୧- C ନାମର ଝିଅମାନେ

ଏହି ନାମର ଝିଅମାନେ ଗଙ୍ଗା ପରି ପବିତ୍ର ଅଟନ୍ତି ବୋଲି ମାନାଯାଏ। ଅନ୍ୟ ଉପରେ ରାଗିବା ବା କାହା ମନରେ ଦୁଃଖ ଦେବାକୁ ପସନ୍ଦ କରନ୍ତି ନାହିଁ। ଏମାନେ କେବଳ ନିଜକୁ ଅନ୍ୟମାନଙ୍କ ଠାରୁ ଅଲଗା କରିବାକୁ ଚିନ୍ତା କରନ୍ତି। ଏହି ସବୁ ଗୁଣ ଯୋଗୁଁ ଏହି ଝିଅ ମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।

ନଂ.୨- G ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ଉଦାର ହୃଦୟର ହୋଇଥାନ୍ତି। ଏମାନଙ୍କ ଜୀବନ ଶାନ୍ତିରେ ପରିପୂର୍ଣ୍ଣ ରହିଥାଏ। କେବେ କାହା ମନକୁ ଦୁଃଖ ଦେଲା ପରି କାର୍ଯ୍ୟ ଏହି ଝିଅମାନେ କରନ୍ତି ନାହିଁ। ଏମାନଙ୍କ ଜୀବନର ଶୃଙ୍ଖଳା ବହୁତ ପରିଷ୍କାର ହୋଇଥାଏ, ସେଥିପାଇଁ ଏହି ଝିଅ ମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।

ନଂ.୩- L ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ଲାଜକୁଳୀ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ ଓ ଏମାନେ ନିଜ ଜୀବନ ମଧୁର ଓ ଶାନ୍ତିପ୍ରିୟ କରି ରଖିବାକୁ ପସନ୍ଦ କରନ୍ତି। ଏମାନଙ୍କ ଜୀବନରେ ସର୍ବଦା ସୁଖ ଶାନ୍ତି ବଜାୟ ରୁହେ। ଏହି କାରଣରୁ ଏମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।

ନଂ.୪- M ନାମର ଝିଅମାନେ

ଏହି ନାମର ଝିଅମାନଙ୍କ ହୃଦୟ ବହୁତ ସଫା ହୋଇଥାଏ। ଏହି ଝିଅମାନେ କାହାକୁ ମଧ୍ୟ କଷ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ। ନିଜ ଜୀବନରେ ଖୁସି ବଜାୟ ରଖିବାକୁ ଏମାନେ ସମସ୍ତ ପ୍ରକାର ଚେଷ୍ଟା କରନ୍ତି। ନିଜ ସହ ନିଜ ଆତ୍ମୀୟ ସ୍ୱଜନଙ୍କୁ ମଧ୍ୟ ଏମାନେ ଖୁସି ରଖିବା ଜାଣନ୍ତି। ସେହି କାରଣରୁ ଏମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।

ନଂ.୫- R ନାମର ଝିଅମାନେ

ଏହି ନାମର ଝିଅ ମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ। ମାତ୍ର ପରେ ଏମାନେ ଭାବୁକ ହୋଇ ଆଉ ଥରେ ପରିସ୍ଥିତି ସୁଧାରି ନିଅନ୍ତି। ଏହି ଝିଅମାନେ ବହୁତ ଅଧିକ ଭାବୁକ ସ୍ୱଭାବର ହୋଇଥାନ୍ତି ଓ ସମସ୍ତଙ୍କୁ ଖୁବ୍ ପ୍ରେମ କରନ୍ତି। ଏମାନେ ନିଜ କର୍ତ୍ତବ୍ୟର ଖୁବ୍ ସମ୍ମାନ କରନ୍ତି ଓ ଅନ୍ୟମାନଙ୍କୁ ଖୁବ୍ ଭଲ ଭାବେ ବୁଝି ପାରନ୍ତି। ସେଥିପାଇଁ ଏମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।

ନଂ.୬- T ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ମଧୁର ସ୍ୱଭାବର ହୋଇଥାନ୍ତି। ଏମାନେ ଅତି ସହଜରେ ନିଜର ସମସ୍ତ କାର୍ଯ୍ୟ ତୁଲାଇ ନିଅନ୍ତି। ଏହି ଝିଅମାନେ ନିଜର ପୁରା ଜୀବନ ଅମୂଲ୍ୟ କରି ରଖିବାକୁ ପସନ୍ଦ କରନ୍ତି। ଏହି କାରଣରୁ ଏମାନଙ୍କୁ ମଧ୍ୟ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ।ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *