ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏହି ୫ ଟି ରାଶିର ଝିଅ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ବର୍ଷ ରେ ସମସ୍ତ ନାରୀ ର ବିଶେଷ ମହତ୍ତ୍ଵ ରହିଛି।ସମସ୍ତ ନାରୀ ଙ୍କୁ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିବେଚନା କରା ଯାଇଥାଏ।କିନ୍ତୁ କିଛି ନାରୀ ଏଭଳି ଅଛନ୍ତି ଯିଏ ଅତ୍ୟନ୍ତ ପବିତ୍ର ଅଟନ୍ତି। ଏମାନଙ୍କ ହୃଦୟ ଗଙ୍ଗା ଭଳି ପବିତ୍ର ହୋଇଥାଏ। ଏହି ଝିଅ ମାନେ ଯେଉଁ ଘରକୁ ଯାଇଥାନ୍ତି ସେହି ଘରକୁ ସ୍ଵର୍ଗ ସଦୃଶ ବନାଇ ଦିଅନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ ଟି ରାଶି ଥିବା ନାରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କ ହୃଦୟ ଗଙ୍ଗା ଭଳି ପବିତ୍ର ହୋଇଥାଏ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ମେଷ ରାଶି’। ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନେ ସର୍ବଦା ସତ୍ୟ କହିବା ଏବଂ ସତ୍ୟ ଶୁଣିବାରେ ବିଶ୍ୱାସ ରଖିଥାନ୍ତି। ଏମାନେ ମିଛ କହୁଥିବା ବ୍ୟକ୍ତି ଙ୍କୁ ଘୃଣା କରନ୍ତି।ମିଛ ଠାରୁ ଏମାନେ ସର୍ବଦା ଦୂରରେ ରୁହନ୍ତି। ଏହି କାରଣରୁ ଏମାନେ ବହୁତ ଇମାନ୍ଦାର ଅଟନ୍ତି ଏବଂ ଏହି ନାରୀ ଙ୍କ ଚରିତ୍ର ଶ୍ରେଷ୍ଠ ହୋଇଥାଏ।

୨. ମିଥୁନ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶି ହେଉଛି, ‘ମିଥୁନ ରାଶି’।ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନଙ୍କ ହୃଦୟ ବହୁତ କୋମଳ ଓ ସଫା ଅଟେ।ଏମାନେ ଯାହାକୁ ଥରେ ଭଲ ପାଆନ୍ତି ଜୀବନ ସାରା ସେହି ବ୍ୟକ୍ତି ପ୍ରତି ସମର୍ପିତ ରୁହନ୍ତି। ଏମାନେ ନିଜ ପାର୍ଟନର ଙ୍କ ପ୍ରତି ସର୍ବଦା ଇମାନ୍ଦାର ରୁହନ୍ତି। ଏହି ରାଶିର ନାରୀ ମାନେ କେବେବି ନିଜ ପାର୍ଟନର ଙ୍କୁ ଧୋକା ଦିଅନ୍ତି ନାହିଁ ଏବଂ ସବୁବେଳେ ତାଙ୍କ ସହିତ ରୁହନ୍ତି।ଏହା ସହିତ ଏହି ନାରୀ ମାନେ କେବେବି କାହା ମନରେ ଦୁଃଖ କଷ୍ଟ ଦିଅନ୍ତି ନାହିଁ।

୩. ବିଚ୍ଛା ରାଶି- ବନ୍ଧୁଗଣ ତୃତୀୟ ରାଶି ହେଉଛି, ‘ବିଚ୍ଛା ରାଶି’। ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନେ ନିଜ ପାର୍ଟନର ଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଇଥାନ୍ତି। ଏମାନେ ନିଜ ପାର୍ଟନର ଙ୍କୁ ସବୁଠାରୁ ଅଧିକ ଗୁରୁତ୍ଵ ପ୍ରଦାନ କରନ୍ତି। କିନ୍ତୁ ଏହାସହିତ ଏମାନେ ଅନ୍ୟ ର ଭାବନା କୁ ମଧ୍ୟ ସମ୍ମାନ ପ୍ରଦାନ କରନ୍ତି।

୪. ମକର ରାଶି- ବନ୍ଧୁଗଣ ଚତୁର୍ଥ ରାଶି ହେଉଛି, ‘ମକର ରାଶି’। ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନଙ୍କ ହୃଦୟ ମଧ୍ୟ ବହୁତ ସଫା ଅଟେ। ଏମାନଙ୍କ ମନରେ ଯାହାବି ଥାଏ ଏମାନେ ତାହା କହି ଦିଅନ୍ତି। କିନ୍ତୁ ଏଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତି ଯେପରି ତାଙ୍କ କଥା ଦ୍ଵାରା ଯେପରି ଅନ୍ୟ ଜଣେ ଦୁଃଖୀ ନହେଉ। ସଂକ୍ଷେପରେ କହିବାକୁ ଗଲେ ଏମାନେ ଅନ୍ୟର ମନରେ କଷ୍ଟ ନଦେଇ ନିଜ ମନ କଥା ଖୋଲିକରି କହି ଦିଅନ୍ତି।

୫.କୁମ୍ଭ ରାଶି- ବନ୍ଧୁଗଣ ପଞ୍ଚମ ରାଶି ହେଉଛି, ‘କୁମ୍ଭ ରାଶି’। ଯେଉଁ ନାରୀ ମାନେ ଏହି ରାଶିର ଅନ୍ତର୍ଗତ ଅଟନ୍ତି ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନଙ୍କ ମନ ଅତ୍ୟନ୍ତ ସଫା ଥାଏ। ଏମାନେ ରୋମାଣ୍ଟିକ ସ୍ୱଭାବ ର ଅଟନ୍ତି ଏବଂ ଏହି ଜରିଆରେ ସେମାନେ ନିଜ ପାର୍ଟନର ଙ୍କୁ ମଧ୍ୟ ଖୁସି କରାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ବାସ୍ତବରେ ଏମାନଙ୍କ ଭଲ ପାଇବା ସତ ଓ ପବିତ୍ର ହୋଇଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *