ଗଣେଶ ପୂଜା (10 September), କେଉଁ ମୂର୍ତ୍ତି ପୂଜା କଲେ ଅତ୍ୟନ୍ତ ଶୁଭ, ନିଶ୍ଚୟ ଜାଣି ରଖନ୍ତୁ

ନମସ୍କାର ବନ୍ଧୁଗଣ ତେବେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ରେ ହେବାକୁ ଯାଇଛି ଗଣେଶ ପୂଜା । ତେବେ ସବୁ ଲୋକ ନିଶ୍ଚିତ ଭାବରେ ଗଣେଶ ପୂଜା କୁ ବହୁତ ଧୁମଧାମରେ ଏହି ଉତ୍ସବ କୁ ପାଳନ କରିଥାନ୍ତି । ତେବେ ବିଘ୍ନ ହର୍ତା ଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ର ସମସ୍ତ ବିଘ୍ନ କୁ ଦୁର ନିଶ୍ଚିତ କରିଦେବେ । ତେବେ ଏହି ଗଣେଶ ପୁଜାରେ ଆପଣ ବିଘ୍ନ ହର୍ତା କୁ ଘରକୁ ଆଣିବେ ତେବେ କିଛି କଥାର ଧ୍ୟାନ ଦେବା ସହିତ କେଉଁ ମୂର୍ତ୍ତି କୁ ଘରକୁ ଆଣିଲେ ଶୁଭ ହୋଇଥାଏ ତାହା ମଧ୍ୟ ଜାଣିଥାଉ ।

ତେବେ ଆସନ୍ତୁ କେଉଁ ମୂର୍ତ୍ତି କୁ ଘରେ ରଖିବା ଶୁଭ ଏବଂ ଆଶୀର୍ବାଦ ମିଳିବ ତାହା ଜାଣିନେବା । ଶାସ୍ତ୍ର ଅନୁସାରେ ଗଣେଶ ଙ୍କ ମୂର୍ତ୍ତି ସାୟୁଜ ଏବଂ ସହବାନ ହେବା ଉଚିତ । ସାୟୁଜ ର ଅର୍ଥ ସମସ୍ତ ପ୍ରିୟ ଆୟୋଜନ ଙ୍କ ସହିତମାନେ ଭଗବାନ ଗଣେଶଙ୍କ ହାତରେ ମୋଦକ ଉଦର ପାଖରେ ପଡିଥିବ । ମୋଦ ର ଅର୍ଥ ଆନନ୍ଦ ଯେମିତି ଆମକୁ ମୋଦକ୍ ଖାଇଲେ ଖୁସି ମିଳିଥାଏ ସେହି ଭଳି ମୋଦକ ଭରା ଗଣେଶ ମୂର୍ତ୍ତି ରୁ ଆମ ମାନଂକୁ ଆନନ୍ଦ ମିଳିବ ନିଶ୍ଚିତ ।

ଯଦି ଗଣେଶ ମୂର୍ତ୍ତି ରେ ଲଡୁ ନଥାଏ ତେବେ ସେହି ମୂର୍ତ୍ତି କୁ ପୂଜାକରାଯାଇ ନ ଥାଏ ଏବଂ ଗଣେଶଙ୍କ ସହିତ ଯେମିତି ହେଲେ ବି ରହିବା ଆବଶ୍ୟକ ଅଟେ । ତେବେ ଆପଣ ଙ୍କ ଘରେ ପ୍ରତିଦିନ ଝଗଡା ଏବଂ ଯୁକ୍ତିତର୍କ ଚାଲୁଥାଏ ତେବେ ଆପଣ ବଇଁଶୀ ବଜାଉଥିବା ଗଣେଶଙ୍କ ମୂର୍ତ୍ତି ଆଣି ପୂଜା କରନ୍ତୁ । ବସିଥିବା ଗଣେଶ ଙ୍କ ମୂର୍ତ୍ତି କୁ ପୂଜା କଲେ ଘର ପାଇଁ ବହୁତ ଶୁଭ ହୋଇଥାଏ ଗଣେଶ ଚତୁର୍ଥୀ ରେ ଠିଆ ମୂର୍ତ୍ତି ଆଣିବା ଉଚିତ ନୁହେଁ ।

ନିଜର ଅଫିସ କିମ୍ବା କାମ କରୁଥିବା ସ୍ଥାନରେ ଆପଣ ଠିଆ ଗଣେଶ ଙ୍କୁ ଆଣି ପୂଜା କରନ୍ତୁ ଏହା ଦ୍ୱାରା ବ୍ୟବସାୟ ଏବଂ କାର୍ଯ୍ୟ ଆଦି ବହୁତ ସୁରୁଖୁରୁରେ ଚାଲିବ । ଏହା ଛଡା ଆପଣ ଶୋଇଥିବା ଗଣେଶ ଙ୍କ ମୂର୍ତ୍ତି ଘରକୁ ଆଣିଲେ ଘରେ ସୁଖ ଶାନ୍ତି ର ବାତାବରଣ ଖେଳି ଯାଇଥାଏ ଏବଂ ସର୍ଵଦା ଶୁଭ ହୋଇଥାଏ । ଯଦି ଆପଣ ସନ୍ତାନ ସୁଖ ପାଇଁ ବହୁତ ସମୟ ଧରି ଚାହିଁ ରହିଛନ୍ତି ତେବେ ସେମାନେ ଘରକୁ ବାଳ ଗଣେଶ ଙ୍କ ମୂର୍ତ୍ତି କୁ ଆଣି ପୂଜା କରନ୍ତୁ ଏହା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବ ।

ଯଦି ଆପଣ ନୃତ୍ୟ ମୁଦ୍ରା ରେ ରହିଥିବା ଗଣେଶ ଙ୍କ ପୂଜା ଘରେ କରନ୍ତି ତେବେ ଛାତ୍ର ଏବଂ କଳା ସହ ଜଡିତ ଲୋକ ଙ୍କୁ ବିଶେଷ ଲାଭ ହୋଇଥାଏ । ତେବେ ଏହା ସବୁ ପରେ ଆପଣ ଗଣେଶ ଙ୍କୁ ଆଣିବା ପୂର୍ବରୁ ନିଜ ଘରକୁ ଭଲ ଭାବରେ ସଫା ସୁତୁରା କରିବା ସହ ସୁନ୍ଦର ଭାବରେ ଫୁଲ କିମ୍ବା ଅନ୍ୟ ଜିନିଷ ରେ ସଜାଇ ଦେବା ଉଚିତ । ଏହା ସହିତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଗଣେଶ ଙ୍କ ଆଗରେ ଭୋଗ କରିବା ଉଚିତ ଏହା ଦ୍ୱାରା ଶ୍ରୀ ଗଣେଶ ପ୍ରସନ୍ନ ହୁଅନ୍ତି ଏବଂ ଆଶୀର୍ବାଦ ଦେବା ସହିତ ସମସ୍ତ ବିଘ୍ନ ବାଧା କୁ ମଧ୍ୟ ଦୁର କରନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *