ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ପ୍ରତିଦିନ ଗାଈର ଏହି ଅଙ୍ଗ ଛୁଇଁବା ଦ୍ଵାରା ଛୁଇଁ ବି ପାରେ ନାହିଁ ଦରିଦ୍ରତା !

ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଗାଈ ସମଗ୍ର ସଂସାରର ମାତା ଅଟନ୍ତି । ଗାଈ ଏକ ଦିବ୍ୟ ପ୍ରାଣୀ ଅଟେ । ଯେଉଁ ଘରେ ଗୋମାତା ରହିଥାନ୍ତି ସେହି ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ସମାପ୍ତ ହୋଇଯାଏ । ଧର୍ମ ଗ୍ରନ୍ଥ ଅନୁସାରେ ଗାଈ ଙ୍କ ଠାରେ ସମସ୍ତ ଦେବୀ ଦେବତା ଙ୍କ ନିବାସ ରହିଅଛି । ଅର୍ଥାତ ଗାଈ ଙ୍କ ପୂଜା କରିବା ଦ୍ଵାରା ସମସ୍ତ ଦେବୀ ଦେବତା ଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ । ଗାଈ ଉପରେ ସମସ୍ତ ନକ୍ଷତ୍ର ମାନଙ୍କର ପ୍ରଭାବ ପଡିଥାଏ, ଗାଈ ମାନଙ୍କର ଗୋଡ ର ହାଡ ମାନଙ୍କରେ ସୂର୍ଯ୍ୟ କେତୁ ନାଡି ହୋଇଥାଏ ଯାହା ସୂର୍ଯ୍ୟ ଙ୍କ କିରଣ ଠାରୁ ରକ୍ତ ରେ ସ୍ଵୋର୍ଣ୍ଣସ୍କ୍ଷାର ବନାଇ ଥାଏ ।

ଏହା ଗାଈ ର କ୍ଷୀର ରେ ବିଦ୍ୟମାନ ହୋଇ ରହିଥାଏ । ଆଜି ଆମ୍ଭେ କହିବାକୁ ଯାଉଅଛୁ ଗୋ-ମାତା ଙ୍କର ପୂଜା କରିବା ଦ୍ଵାରା ମନୁଷ୍ୟ କୁ କେଉଁ କେଉଁ ଫଳ ମିଳିଥାଏ ? ଏବଂ ଗାଈ ର କେଉଁ ଅଙ୍ଗ କୁ ସ୍ପର୍ଶ କରିବା ଶାସ୍ତ୍ର ରେ ଅତ୍ୟନ୍ତ ଶୁଭ ମାନାଯାଇଅଛି ? ଶାସ୍ତ୍ର ଅନୁସାରେ ଗାଈ ର ଶରୀରରେ ୩୩ କୋଟି ଦେବୀ ଦେବତା ଙ୍କ ନିବାସ ରହିଅଛି ।

ଯିଏ ନିତ୍ୟ ଗାଈ ଙ୍କର ପୂଜା କରିଥାନ୍ତି, ସେମାନଙ୍କ ଉପରେ ଦେବୀ ଦେବତା ଙ୍କ କୃପା ବର୍ଷିଥାଏ । ଯିଏ ଗାଈ ଙ୍କ ସେବା କରିଥାନ୍ତି ତଥା ତାଙ୍କୁ ମାତା ସାଦୃଶ୍ୟ ମାନିଥାନ୍ତି, ଗୋ-ମାତା ତାଙ୍କ ଉପରେ ଆସୁଥିବା ସମସ୍ତ ସଙ୍କଟ ତଥା ବିପଦ କୁ ହରଣ କରିଥାନ୍ତି । ଗୋ-ମାତା କାମଧେନୁ ଅଟନ୍ତି । ଯଦି ବ୍ୟକ୍ତି କ୍ରୋଧୀ ଅଟନ୍ତି, ପାଠ ପଢାରେ କମଜୋର ଅଟନ୍ତି ତେବେ ବ୍ୟକ୍ତି ଙ୍କୁ ଗୋ-ମାତା ଙ୍କୁ ସବୁଜ ଘାସ ଖୁଆଇବା ଆବଶ୍ୟକ ।

ଗାଈ ଙ୍କ ଦାନ କରିବା ଶାସ୍ତ୍ର ରେ ଅତ୍ୟନ୍ତ ଶୁଭ ଫଳଦାୟୀ ମାନାଯାଇଅଛି । ଯଦି ମଙ୍ଗଳ ଦଶା କମ୍ଜୋର ରହିଥାଏ ତେବେ ଆପଣ କୌଣସି ଗରିବ ବ୍ୟକ୍ତି ଙ୍କୁ ଗୋ-ଦାନ ଅବଶ୍ୟ କରନ୍ତୁ । ଯଦି ଗ୍ରହ ମାନଙ୍କ ଶାନ୍ତି ଏବଂ ଶନିଦଶା ସଠିକ କରିବାକୁ ଥାଏ ତେବେ କଳା ଗାଈ ଅବଶ୍ୟ ଦାନ କରନ୍ତୁ । ଗୋ-ମାତା ଙ୍କ ପୂଜାରେ ନବ ଗ୍ରହ ଶାନ୍ତି ହୋଇଯାଇଥାନ୍ତି । ଘରକୁ ଆସିଥିବା ଗୋ-ମାତା ଙ୍କ ପିଠି ଉପରେ ହାତ ଆଉଁସି ଦିଅନ୍ତୁ । ଏହା ଦ୍ଵାରା ଗରିବୀର ନାସ ହୋଇଥାଏ ।

ଯଦି ଆପଣ ଘରେ ଗାଈ ରଖିଛନ୍ତି ତେବେ ଆପଣ ତାଙ୍କ ବେକରେ ଘଣ୍ଟି ଅବଶ୍ୟ ବାନ୍ଧନ୍ତୁ, ଘଣ୍ଟି ବାନ୍ଧିବା ଦ୍ଵାରା ଗୋ-ମାତା ଙ୍କର ଆରତୀ ହୋଇଥାଏ । ଏହାଦ୍ଵାରା ୩୩ କୋଟି ଦେବୀ ଦେବତା ଙ୍କ ଆରତୀ ହୋଇଥାଏ । ଗୋ-ମାତା ଙ୍କର ଗୋବରରେ ମାତା ଲକ୍ଷ୍ମୀ ଙ୍କର ବାସ ରହିଅଛି, ଗୋମାତା ଙ୍କ ମୁତ୍ରରେ ଗଙ୍ଗା ଙ୍କର ବାସ ରହିଅଛି ।

ଏଥିରେ ସ୍ଵର୍ଣ୍ଣତତ୍ଵ ମିଳିଥାଏ, ଯାହା ସମସ୍ତ ରୋଗ ର ନାସ କରିଥାଏ । ଏଣୁ ଗୋ-ମାତା ଙ୍କ କ୍ଷୀର ର ସେବନ ଅବଶ୍ୟ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *