କିଛି ବି ହେଇଯାଉ ନା କାହିଁକି ଗାଈଙ୍କୁ ଏମିତି ରୁଟି ଭୁଲରେ ବି ଖୁଏଇବେ ନାହିଁ, ମହାଦେବ ହୁଅନ୍ତି କ୍ରୋଧିତ, ଘର ପରିବାର ହେଇଯାଏ ବର୍ବାଦ

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଅଛି, ଯଦି କେହି ମଣିଷ ବିନା ଆଶା ଆକାଂକ୍ଷା ରେ ଗାଈ ର ସେବା କରେ ସେହି ମଣିଷ ଉପରେ ସବୁବେଳେ ମାତା ଲକ୍ଷ୍ମୀ ଙ୍କର କୃପା ଦୃଷ୍ଟି ଲାଗି ରହିଥାଏ । ବନ୍ଧୁଗଣ ଆମ ବେଦ ଶାସ୍ତ୍ର ପୁରାଣ ରେ ସ୍ପଷ୍ଟ ଭାବରେ ଗାଈ କୁ ଗୋ ମାତା ବୋଲି କୁହାଯାଇଛି। ଏହା ବ୍ୟତୀତ ଗାଈ ଦେହରେ ୩୩ କୋଟି ଦେବୀ ଦେବତା ଙ୍କର ବାସ ରହିଛି ବୋଲି ମଧ୍ୟ କୁହାଯାଏ ।

ତେଣୁ ଯଦି କେହି ମନୁଷ୍ୟ ଗାଈ ର ସେବା କରେ, ତେବେ ସେହି ମନୁଷ୍ୟ କୁ ୩୩ କୋଟି ଦେବୀ ଦେବତା ଙ୍କର ସେବା କରିବାର ଫଳ ପ୍ରାପ୍ତ ହୋଇଥାଏ । ଆମ ସନାତନ ଧର୍ମ ଅନୁସାରେ ଗାଈ କୁ ମାତା ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଇଥାଏ । ଓ ଗାଈ ର ଚାରି ଗୋଡ କୁ ଧର୍ମ ର ଚାରି ଖୁଣ୍ଟ ବୋଲି ମଧ୍ୟ କୁହାଯାଇଥାଏ । ଯଦି କେହି ଗାଈ ର ମସ୍ତକ ଛୁଇଁ କୌଣସି ମନୋସ୍କାମନା କରିଥାନ୍ତି, ତେବେ ଖୁବ ଶୀଘ୍ର ସେହି ମନୋସ୍କମାନ ମଧ୍ୟ ପୂର୍ଣ୍ଣ ହୋଇଥାଏ ।

ବନ୍ଧୁଗଣ ଆଜିକାଲି ସହର ବଜାର ରେ ରହୁଥିବା ଲୋକ ମାନଙ୍କ ପାଇଁ ଘରେ ଗାଈ ଗୁହାଳ କରି ଗାଈ ରଖି ଗୋମାତା ର ସେବା ଯତ୍ନ କରିବା ସମ୍ଭବପର ପାରୁନାହିଁ । କିନ୍ତୁ ଏହି କ୍ଷେତ୍ରରେ ମନୁଷ୍ୟ ଗାଈକୁ ଯଥାସମ୍ଭବ ଖାଇବାକୁ ଦେଇ ପାରିବ । ଏପରି କରିବା ଦ୍ଵାରା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ର ବୃଦ୍ଧି ହୋଇଥାଏ । ତାହା ଛଡା ଗାଈ କୁ ପଚା ଶଢା ବା ଖରାପ ହୋଇଯାଇଥିବା ଖାଦ୍ଯ ମଧ୍ୟ ଦେବା ଉଚିତ ହୋଇ ନଥାଏ ।

ଘରେ ପ୍ରସ୍ତୁତ ରୁଟି ହେଉ ବା ଅନ୍ନ ଯଦି ପ୍ରଥମ ଭାଗ ଗାଈ କୁ ଦିଆଯାଏ, ତେବେ ଶାସ୍ତ୍ରାନୁସାରେ ସେହି ଘରେ କେବେ ମଧ୍ୟ ଅନ୍ନ ର ଅଭାବ ଦେଖା ଦେଇ ନଥାଏ । ତାହାଛଡା ବନ୍ଧୁଗଣ ଗାଈ କୁ ଯଦି ଗୁରୁବାର ଦିନ ରୁଟିରେ ଏକ ଚୁଟକି ହଳଦୀ ମିଶାଇ ଖାଇବାକୁ ଦିଅନ୍ତି, ତେବେ ଆପଣଙ୍କର ଗୁରୁ ରାଶିରେ ଠିକ ସ୍ଥାନରେ ରହିଥାନ୍ତି ।

ଯାହାଦ୍ୱାରା ଆପଣ ଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇ ରହିଥାଏ । ଏବଂ ଯଦି ଆପଣ ଗାଈ କୁ ଗୁଡ ଖାଇବାକୁ ଦିଅନ୍ତି, ତେବେ ଆପଣଙ୍କର ମାନସିକ ସନ୍ତୁଳନ ଠିକ ଭାବରେ ରହିଥାଏ । ବନ୍ଧୁଗଣ ଯଦି ଆପଣ ଭାବନ୍ତି କି ଆପଣଙ୍କ ଜୀବନରେ ସବୁ ଗ୍ରହ ନିଜ ସ୍ଥାନରେ ଠିକ ଭାବରେ ନାହାନ୍ତି, ବା ଆପଣ ଙ୍କର ଜୀବନରେ ସବୁ କାର୍ଯ୍ୟରେ ଭିନ୍ନ ଭିନ୍ନ ବାଧା ଉତ୍ପନ୍ନ ହେଉଅଛି, ତେବେ ଆପଣ ପ୍ରତିଦିନ ଗାଈ କୁ ଘର ର ପ୍ରଥମ ରୁଟି ଖାଇବାକୁ ଦିଅନ୍ତୁ ।

ଏହା ଦ୍ବାରା ଜୀବନର ସମସ୍ତ କାର୍ଯ୍ୟ ସୁରୁଖୁରୁ ରେ ହୋଇ ଚାଲିବ । ତାହାଛଡା ବନ୍ଧୁଗଣ ଗାଈ କୁ ଖାଇବାକୁ ଦେବା ସମୟରେ କିଛି ବିଷୟ ଗୁଡ଼ିକ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯେପରିକି ବନ୍ଧୁଗଣ ଭୁଲରେ ଜୀବନରେ କେବେ ମଧ୍ୟ ଗାଈ କୁ ବାସୀ ରୁଟି ଦେବା ଠିକ ହୋଇ ନଥାଏ । ଗାଈ କୁ କେବେ କୌଣସି ପ୍ରକାରର ଅଇଁଠା ଖାଇବା ଦେବା ବହୁତ୍ ଖରାପ ହୋଇଥାଏ । ତାହାଛଡା ଗାଈ କୁ ପଚା ଶଢା ବା ଖରାପ ହୋଇଯାଇଥିବା ଖାଦ୍ଯ ମଧ୍ୟ ଦେବା ଉଚିତ ହୋଇ ନଥାଏ ।

ତ୍ରେତୟା ଯୁଗରେ ମାତା ସିତା ଙ୍କ ଦ୍ଵାରା ମିଳିଥିବା ଅଭିଶାପର କାରଣ ରୁ ଏହି କଳିଯୁଗରେ ଗାଈ ଗୋମାତା ହୋଇ ମଧ୍ୟ ପଚା, ଶଢା ଓ ଅଇଁଠା ଖାଦ୍ଯ ସବୁ ଖାଉଛି । ବନ୍ଧୁଗଣ ଆପଣ ଗାଈ କୁ ଯାହା ଦେବେ ସେ ଏକ ପଶୁ ହିସାବରେ ସେ ସବୁକୁ ଖାଇଦେଇଥାଏ । କିନ୍ତୁ ଏପରି ବାସି ଓ ଖରାପ ଖାଦ୍ୟ ଗାଈକୁ ଖୁଆଇବା ଦ୍ଵାରା ଆପଣଙ୍କ ଦ୍ଵାରା ଗୋ ମାତାଙ୍କର ଅପମାନ ହୋଇଥାଏ । ଏ

ହାର ଫଳ ସ୍ୱରୂପ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଠ ହୋଇ ଆପଣ ଙ୍କର ଘର ତ୍ୟାଗ କରି ଚାଲି ଯାଆନ୍ତି । ତେବେ ଗାଈ କୁ ଖାଇବାକୁ ଦେବା ସମୟରେ ଧ୍ୟାନ ଦେବେ ଯେପରିକି ଆପଣଙ୍କ ଦ୍ଵାରା ଗୋମାତା ଙ୍କର ଅପମାନ ନ ହୁଏ । ଯଦି ଆପଣ ଗୋ ମାତା ଙ୍କର ସେବା କରି ତାଙ୍କୁ ପ୍ରସନ୍ନ କରି ଦିଅନ୍ତି, ତେବେ ବନ୍ଧୁଗଣ ଗୋମାତା ଙ୍କର ଆଶୀର୍ବାଦ ରୁ ଆପଣ ଜୀବନରେ ସଫଳତା ର ଶିଖର କୁ ଛୁଇଁ ପାରିବେ ।ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପେଜ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *