ଗାଧୋଇବା ପରେ ତୁରନ୍ତ କରନ୍ତୁ ଏହି କାମ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ନମସ୍କାର ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଗାଧୋଇବା ସମୟରେ ଏହି ଭୁଲ କେବେବି କରିବା ଉଚିତ ନୁହେଁ ନଚେତ ଦେଵତା ମାନେ ରାଗି ଯାଆନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ର ରେ ସ୍ନାନ କୁ ନେଇ କିଛି ବିଶେଷ ନିୟମ କୁହାଯାଇଛି । ଯାହାକୁ ଆମେ ସମସ୍ତେ ପାଳନ କରିବା ଉଚିତ । ଆଧୁନିକ କ୍ରିୟା ସ୍ନାନ ରେ ବହୁତ ପରିବର୍ତ୍ତନ ଆସିଛି । ପୂର୍ବେ ଲୋକ ମାନେ ଖୋଲା ଏବଂ ନଦୀ ରେ ସ୍ନାନ କରୁଥିଲେ କିନ୍ତୁ ଏବେ ଗୁପ୍ତ ଏବଂ ନିଜ ଗାଧୁଆ ଘରେ ସ୍ନାନ କରୁଛନ୍ତି ।

ତେବେ ଏହା ଛଡା ସ୍ନାନ ପରେ ଏକ ଜିନିଷ ଅଛି ଯାହାକୁ କରିବା ଦ୍ୱାରା ଆମର ସମସ୍ତ ଦାରିଦ୍ର୍ୟତା ଲୋପ ପାଇଥାଏ । ତେବେ ପ୍ରଥମେ ନିୟମ ବିଷୟରେ ଜାଣିନେବା ଏବଂ ପରେ କେଉଁ କାମ ଗାଧୋଇବା ପରେ କରିବା ଉଚିତ ତାହା ମଧ୍ୟ ଜାଣିନେବା । ନିୟମ ହେଉଛି ସ୍ନାନ କରିବା ସମୟରେ କେବେବି ପୁରା ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଏହି ପରି କରିବା ଦ୍ୱାରା ମନୁଷ୍ୟ ପାପ ର ଭାଗିଦାରୀ ହୋଇ ଥାଏ । ପଦ୍ମ ପୁରାଣ ରେ ଏହା ଉପରେ ଏକ କାହାଣୀ ରହିଛି ।

କି ଏକ ଦିନ ସବୁ ଗୋପୀ ମାନେ ନଦୀ କୁ ସ୍ନାନ କରିବା ପାଇଁ ଗଲେ କିନ୍ତୁ ସମସ୍ତେ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ । ସେତେବେଳେ କୃଷ୍ଣ ସେମାନଙ୍କ କପଡା ଲୁଚାଇ ଦେଲେ । ଏହାପରେ ଯେତେବେଳେ ଗୋପୀ ମାନେ ନିଜ ପୋଷାକ ଖୋଜିଲେ ସେତେବେଳେ କୃଷ୍ଣ କହିଲେ କି ଗଛରେ ଅଛି ଆସି କି ନେଇ ଯାଅ । ସେତେବେଳେ ଗୋପୀ କହିଲେ ଆମେ ବିନା ପୋଷାକ ରେ ବାହାରକୁ କିପରି ଯିବା ଏବଂ ଆମେ ଆସିବା ବେଳେ କେହି ନଥିଲେ କିନ୍ତୁ କୃଷ୍ଣ କହିଲେ କି ମୁଁ ସବୁଠାରେ ଅଛି ।

ଆକାରରେ ଉଡୁଥିବା ପକ୍ଷୀ ଏବଂ ପାଣି ଭିତରେ ଯିବ ଜନ୍ତୁ ସମସ୍ତେ ଦେଖିଛନ୍ତି । ଏହା ଛଡା ଜଳ ରୂପି ବରୁଣ ଦେଵତା ମଧ୍ୟ ତମ ମାନଂକୁ ନଗ୍ନ ଦେଖିଛନ୍ତି । ଏହା ତାଙ୍କର ଅପମାନ ।
ଆପଣଙ୍କ ର ନଗ୍ନତା ଆପଣ ଙ୍କୁ ପାପ ର ଭାଗିଦାରୀ କରିଥାଏ । ଏହି କାରଣ ଯୋଗୁଁ ଆମକୁ କେବେବି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ ।

ଗରୁଡ଼ ପୁରାଣ ରେ କୁହାଯାଇଛି କି ଆମ ରକ୍ଷକ ସର୍ଵଦା ଆମ ସହ ରହିଥାନ୍ତି ଏବଂ ଆମେ ସ୍ନାନ କରିବା ସମୟରେ ବସ୍ତ୍ରର ଜଳ ରୁ ହିଁ ସେମାନେ ତୃପ୍ତି ହୋଇ ଥାଆନ୍ତି ଏବଂ ଯଦି ଆମେ ନଗ୍ନ ହୋଇ ଗାଧୋଇବା ତେବେ ସେ ତୃପ୍ତି ପାଇଁ ପାରିବେ ନାହିଁ । ଯାହା ଦ୍ୱାରା ବ୍ୟକ୍ତି ର ବଳ, ତେଜ,ଧନ ଏଵଂ ସୁଖ ନଷ୍ଟ ହୋଇ ଯାଇଥାଏ ଏବଂ ପିତୃ ଦୋଷ ମଧ୍ୟ ଲାଗିଥାଏ । ତେବେ ଆପଣଙ୍କ ଠାକୁର ଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ପାଦ ପଦ୍ମ ତ ନିଶ୍ଚିତ ଥିବ ।

ତେବେ ଆପଣ ଗାଧୋଇବା ପରେ ଆପଣ ମାତା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ କବାଟ ରେ ଆଙ୍କିବେ କିମ୍ବା ଘରର ଦ୍ୱାର ରେ ଆଙ୍କିବେ ଏହା ଦ୍ୱାରା ଧନ ଧାନ୍ୟ ର ବୃଦ୍ଧି ହେବା ସହ ଘରେ ଶାନ୍ତି ର ବାତାବରଣ ଥାଏ । ତେବେ ମାତାଙ୍କୁ ନାଲି ରଙ୍ଗ ବହୁତ ପସନ୍ଦ ତେଣୁ ଆପଣ ନାଲି ରଙ୍ଗରେ ମାତା ଲକ୍ଷ୍ମୀ ଙ୍କ ପାଦ ଏବଂ ଫୁଲ ପକାଇ ପାରିବେ ।

ତେବେ ପାଦ ଚିହ୍ନ ଏପରି କରିବେ ଯେପରି ତାହା ଘର ଭିତରକୁ ଆସୁଥିବା ଭଳି ହେବ । ତେବେ ଏହି ନିୟମ ପ୍ରତିଦିନ କରିବା ଆବଶ୍ୟକ ଏହା ଦ୍ୱାରା ଘରେ ସକରାତ୍ମକ ବାତାବରଣ ମଧ୍ୟ ହୁଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *