ବନ୍ଧୁଗଣ, ତେଜବାନ ମସ୍ତିଷ୍କ ଥିବା ବ୍ୟକ୍ତି ଯଦି ଥରେ କୌଣସି ବହି ପଢିନେଇଥାଏ ତେବେ ତାହାକୁ ପୁନର୍ବାର ସେହି ବହି କୁ ପଢିବାକୁ ଆବଶ୍ୟକ ହେବ ନାହିଁ । କାରଣ ଥରେ ପଢିବା ଦ୍ଵାରା ତାହା ମସ୍ତିଷ୍କ ରେ ସବୁ ଛାପି ହୋଇଯିବ । ଯଦି ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ କରିଥାଏ ତେବେ ଆପଣ ଦୁନିଆ ଜିତି ପାରିବେ । ମାତ୍ର ଯଦି ଆପଣଙ୍କ ମସ୍ତିଷ୍କ ରେ ଟିକିଏ ମାତ୍ର ନେଗେଟିଭ ଚିନ୍ତାଧାରା ଆସେ ତେବେ ଆପଣ କୌଣସି ଫିଲ୍ଡ ରେ କେବେ ମଧ୍ୟ ସଫଳ ହୋଇପାରିବେ ନାହିଁ । ଆଜି ଆମ୍ଭେ ଆପଣ ମାନଙ୍କୁ ମସ୍ତିଷ୍କ ତେଜ କିଭଳି କରିବେ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ ।
ଆପଣ ଯଦି ବଡ ବଡ ସ୍ଵପ୍ନ ଦେଖିଥାନ୍ତି ତେବେ ଆପଣ ନିଶ୍ଚିତ ନିଜ ସ୍ଵପ୍ନ କୁ ପୁରା କରିବା ନିମନ୍ତେ କିଛି ମଧ୍ୟ କରି ପାରିବେ । ମସ୍ତିଷ୍କ କୁ କିଭଳି ତେଜ କରିବେ ଆପଣ ? ଏହା ଏଭଳି ଭାବରେ ତେଜବାନ ହୋଇଯିବ ଯେ ଆପଣ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହୋଇଯିବେ । ଏଥି ନିମନ୍ତେ ଆପଣଙ୍କୁ ୨ ଟି ଜିନିଷ ର ଆବଶ୍ୟକ ହେବ । ଗୋଟିଏ ହେଉଛି ମସ୍ତିଷ୍କ ର ବ୍ୟାୟାମ ଏବଂ ଅନ୍ୟଟି ହେଉଛି ନିଜ ମସ୍ତିଷ୍କ କୁ ରେଷ୍ଟ ଦେବା । ଯଦି ଆପଣ ଚିନ୍ତା କରୁଛନ୍ତି ଯେ ଆପଣ ଘରେ ଶୋଊଛନ୍ତି ତ ଆପଣଙ୍କ ମସ୍ତିଷ୍କ କୁ ରେଷ୍ଟ ମିଳି ଯାଉଅଛି ତେବେ ଏହା ଆପଣଙ୍କ ଭୁଲ ଧାରଣା ଅଟେ ।
ମାତ୍ର ରାତିରେ ଆପଣଙ୍କ ମସ୍ତିଷ୍କ ଆହୁରି ଅଧିକ କାମ କରିଥାଏ । ରାତିରେ ଉଠିବା ସମୟରେ ଆପଣଙ୍କ ମସ୍ତିଷ୍କ ଅତ୍ୟଧିକ ସକ୍ରିୟ ହୋଇଥାଏ । ଦିନରେ ତ ଆପଣଙ୍କ ମସ୍ତିଷ୍କ ଚାଲିଥାଏ । ମାତ୍ର ଏହା ମଧ୍ୟରେ ଆପଣଙ୍କ ମସ୍ତିଷ୍କ କୁ ଆରାମ କେବେ ମିଳିଥାଏ । ନିଜ ମସ୍ତିଷ୍କ କୁ ନିୟନ୍ତ୍ରଣ ତଥା ଶାନ୍ତ କରିବାର ଏକ ପ୍ରଚିନ ଉପାୟ କହିବାକୁ ଯାଉଅଛୁ । ସବୁଠାରୁ ମହତ୍ଵପୂର୍ଣ୍ଣ ବିଷୟ ହୋଇଥାଏ, ଏକାଗ୍ରତା ଅର୍ଥାତ କୌଣସି ଜିନିଷ ଉପରେ ଧ୍ୟାନ ଲଗାଇବା । ଆପଣ କେତେ ସମୟ ପର୍ଯ୍ୟନ୍ତ ଧ୍ୟାନ ଲଗାଇ ସେହି ଜିନିଷ ସମ୍ବନ୍ଧରେ ଚିନ୍ତା କରିପାରିବେ ?
ଆପଣ କୌଣସି ଖୋଲା ଜାଗାରେ ଯାଇ ବସି ଜାଆନ୍ତୁ । ଆପଣ ନିଜ ମସ୍ତିଷ୍କ ରେ କିଛି ଚିନ୍ତା କରନ୍ତୁ, ଆପଣ ତାହାର ଏକ ଫଟୋଚିତ୍ର ବନାଇ ନିଅନ୍ତୁ । ଆପଣ ୩ ରୁ ୪ ମିନିଟ ଅଥବା ଯେତେ ସମୟ ପର୍ଯ୍ୟନ୍ତ ତାହା ସମ୍ବନ୍ଧରେ ଚିନ୍ତା କରୁଛନ୍ତି ଯଦି ଆପଣଙ୍କ ମନରେ ଅନ୍ୟ ଚିନ୍ତାଧାରା ଆସିଯାଇଥାଏ, ତେବେ ଆପଣ ଏହିଠାରୁ ଜାଣି ନିଅନ୍ତୁ ଯେ ଆପଣଙ୍କ ଏକାଗ୍ରତା କେତେ ? ସମୁଦାୟ ୩ ପ୍ରକାରର ମାଇଣ୍ଡ ରହିଥାଏ ଯଥା,- Monkey Mind, Concentration Mind, Blessed Mind । ଦୁନିଆର ୯୦ ପ୍ରତିଶତ ଲୋକଙ୍କ ମସ୍ତିଷ୍କ Monkey Mind କାଟାଗୋରୀ ରେ ଆସିଥାଏ ।
ଏଥିରେ ଅଯଥା ରେ ବିଚାର ଆସିଥାଏ । ଜେଭଳି ଏକ ମାଙ୍କଡ ଗୋଟିଏ ସ୍ଥାନରେ ରୁହେ ନାହିଁ, ସେହିଭଳି ଚିନ୍ତାଧାରା ଏଥିରେ ଆସିଥାଏ । ମାତ୍ର ଆପଣ Monkey Mind କୁ Concentration Mind ରେ ବଦଳି ପାରିବେ ଯାହା ଆପଣଙ୍କ ନିମନ୍ତେ ଉଚିତ ଅଟେ । ଏହାପରେ Blessed Mind ଆସିଥାଏ । ଏହିଭଳି ମସ୍ତିଷ୍କ ଦୁନିଆର ଖୁବ କମ ଲୋକଙ୍କ ମଧ୍ୟରେ ରହିଥାଏ । ଯଦି ଏମାନେ ଗୋଟିଏ ବହି ଠାରେ ପଢିନିଅନ୍ତି ତ ସେମାନଙ୍କୁ ପୁନ୍ନର୍ବାର ବହି ପଢିବା ଆବଶ୍ୟକ ହୋଇ ନଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।