ଏପରି କିଛି ଭୁଲ୍ ପାଇଁ ଜନ୍ମ ହୋଇଥାଏ କିନ୍ନର, ଆପଣ ଏହି ଭୁଲ୍ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ, ପୁରୁଷ ଏବଂ ମହିଳା ଭଳି କିନ୍ନର ମଧ୍ୟ ଏକ ଜାତି । କିନ୍ତୁ ଆମ ସମାଜରେ ତାଙ୍କ ପାଇଁ ସବୁବେଳେ ସ୍ଥାନ ନିଚ୍ଚ ଥାଏ । ସମାଜ ତାଙ୍କୁ ସହଜରେ ଗ୍ରହଣ କରେ ନାହିଁ । ଏଥିରେ ତାଙ୍କର ବା କି ଦୋଷ । କିନ୍ତୁ ସମାଜ ତାଙ୍କୁ ଏତେ କଳୁଷିତ କରିଦେଇଥାଏ କି ସେମାନେ ନିଜ ଜନ୍ମକୁ ଧିକ୍କାର ମଧ୍ୟ କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ଭୁଲ ପାଇଁ କିନ୍ନର ଜନ୍ମ ନେଇଥାନ୍ତି । ଆଉ ଡେରି ନକରି ଆସନ୍ତୁ ଜାଣିବା ।

କିନ୍ନରଙ୍କ ଠାରେ ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କ ଗୁଣ ଦେଖିବାକୁ ମିଳିଥାଏ । ଏହି କାରଣ ପାଇଁ ଆଜି ଯାଏ ଆମ ଭାରତରେ ତାଙ୍କୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଡାକ୍ତରୀ ବିଜ୍ଞାନ ଅନୁଯାୟୀ ମହିଳା ମାନେ ଗର୍ଭବତୀ ହେବାର ତିନି ମାନ ପରେ ଶିଶୁର ବିକାଶ ଆରମ୍ଭ ହୋଇଥାଏ । ଏହି ବିକାଶ ସମୟରେ ଯଦି ମାଆକୁ କିଛି ରୋଗ କିମ୍ବା ସମସ୍ୟା ହୋଇଥାଏ ତେବେ ଗର୍ଭରେ ଉଭୟ ପୁରୁଷ ଏବଂ ମହିଳାର ଗମ ସୃଷ୍ଟି ହୋଇଥାଏ ।

ଗର୍ଭବତୀ ସମୟରେ ଅନ୍ୟ କୌଣସି ରୋଗ ପାଇଁ ଔଷଧ ନେବା ମଧ୍ୟ କ୍ଷତିକାରକ ହୋଇଥାଏ । ଏହି କାରଣ ପାଇଁ ମଧ୍ୟ ଗର୍ଭରେ ଥିବା ଶିଶୁ ହୋଇପାରେ କିନ୍ନର । ଗର୍ଭବତୀ ଥିବା ସମୟରେ ଯଦି ମାଆକୁ ବହୁତ ଜର ହୋଇଥାଏ କିମ୍ବା ସ୍ୱାସ୍ଥ୍ୟ ଅବସ୍ତା ବହୁତ ଖରାପ ହୋଇଯାଏ ଏହାର ପ୍ରଭାବ ମଧ୍ୟ ଆପଣଙ୍କ ଗର୍ଭରେ ଥିବା ଶିଶୁର ଲିଙ୍ଗ ଉପରେ ପଡିଥାଏ ।

ଗର୍ଭବସ୍ତା ସମୟରେ ମା ଯଦି ଆକସ୍ମିକ କୌଣସି ଦୁର୍ଘଟଣାର ସାମ୍ନା କରେ ତେବେ ମଧ୍ୟ ଗର୍ଭରେ ଥିବା ଶିଶୁ କିନ୍ନର ହୋଇ ଜନ୍ମ ନେବାର ସମ୍ଭାବନା ରହିଥାଏ । ଡକ୍ଟରଙ୍କ ବିନା ଅନୁମତିରେ ଯଦି ଆପଣ ଗର୍ଭ ନିରୋଧକ ବଟିକା ନେଉଥିବେ ତେବେ ଭବିଷ୍ୟତରେ ଯେତେବେଳେ ଆପଣ ଗର୍ଭବତୀ ହେବେ ଆପଣଙ୍କ କୋଳରୁ କିନ୍ନର ସନ୍ତାନ ଜନ୍ମ ନେବାର ବହୁତ ଅଧିକ ସମ୍ଭବନା ରହିଥାଏ ।

ଉପରେ ରହିଥିବା ସମସ୍ତ କାରଣ ଗୁଡିକ ହେଉଛି କିନ୍ନର ମାନଙ୍କ ଜନ୍ମ ହେବା ପଛର କାରଣ । ଏହିସବୁ କାରଣକୁ ସମାଜ ଅଣଦେଖା କରୁଅଛି । ଯାହାଫଳରେ କେତେ ପିଲା କିନ୍ନର ହୋଇ ଜନ୍ମ ନେଇ ସମାଜର ଅନେକ ଟାହି ଟାପରା ଶୁଣି ଜୀବନ କଟାଉଛନ୍ତି । ହେଲେ ଆଜିର ସମୟରେ ଭାରତରେ କିନ୍ନର ମାନଙ୍କୁ ସ୍ଵତନ୍ତ୍ର ସ୍ଥାନ ମିଳିବାର ଅନେକ ନିୟମ ଜାରି କରାଗଲାଣି ।

ତାହା କାର୍ଯ୍ୟକାରୀ ହେଉଥିବାର ମଧ୍ୟ ସାମ୍ନାକୁ ଆସୁଛି । ଏହାକୁ ଦେଖିବା ପରେ ସତରେ ବହୁତ ଖୁସି ଲାଗେ କି ତାଙ୍କୁ ସମାଜ ଗ୍ରହଣ କରିବାକୁ ଲାଗିଲାଣି । ତାଙ୍କର ମଧ୍ୟ ଜୀବନ ଅଛି ତେଣୁ ତାଙ୍କୁ ବି ସମ୍ମାନ ଦେବା ଜରୁରୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *