Vastu Shastra- କିଛି ହେଇଗଲେ ବି ଏମିତି ତୁଳସୀ ଘରେ କେବେ ବି ଲଗେଇବେ ନାହିଁ, ଘର ପରିବାର ହେଇଯାଏ ବର୍ବାଦ, ମା’ ଲକ୍ଷ୍ମୀ ହୁଅନ୍ତି କ୍ରୋଧିତ

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ହିଁ ପବିତ୍ର ବୋଲି ବିବେଚନା କରାଯାଏ । ପ୍ରାୟତଃ କୁହାଯାଏ କି ତୁଳସୀ ଗଛ ମୂଳରେ ଭଗବାନ ବିଷ୍ଣୁ ନିଜେ ଶାଳଗ୍ରାମ ରୁପରେ ରହିଥାନ୍ତି । ବିଶ୍ୱାସ କରାଯାଏ ଯେ ତୁଳସୀ ଉଦ୍ଭିଦ ଥିବା ଘରୁ ନକାରାତ୍ମକତା ଦୃଷ୍ଟି ମଧ୍ୟ ଦୂର ହୋଇଯାଏ ଏବଂ ଘରେ ସୁଖ ସମୃଦ୍ଧି ରହିଥାଏ । ଏହି ପବିତ୍ର ଗଛଟି ଏବଂ ପତ୍ର ପ୍ରତ୍ୟେକ ଘରେ ଏବଂ ପୂଜାରେ ବ୍ୟବହୃତ ହୁଏ ।


ଏହା ସହ ଯେଉଁ ଘରେ, ମାତା ତୁଲସୀଙ୍କ ଅନୁଗ୍ରହ ରୁହେ ସେହି ଘରେ ଧନ ପ୍ରାପ୍ତ ହୁଏ । ତୁଳସୀ ଶରୀରକୁ ରୋଗ ସହ ଲଢିବା ପାଇଁ ମଧ୍ୟ ଶକ୍ତି ଦେଇଥାଏ ଏବଂ ଶରୀରକୁ ସୁସ୍ଥ ରଖେ । ତେବେ ଜାଣନ୍ତୁ ଏହା କିପରି ହୋଇଥାଏ । ତେବେ କୁହାଯାଏ କି ଯେଉଁ ଦମ୍ପତିମାନେ ସନ୍ତାନର ସୁଖ ପାଇନାହାଁନ୍ତି, ସେମାନେ ତୁଳସୀଙ୍କୁ ପୂଜା କରିବା ଜରୁରୀ । ତୁଲସୀ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ପ୍ରଭୁ ବିଷ୍ଣୁ କେବଳ ତୁଲସୀ ପତ୍ର ଅର୍ପଣ କରି ପ୍ରସନ୍ନ ହୁଅନ୍ତି ।

ଏପରି ପରିସ୍ଥିତିରେ, ଯଦି ତୁଲସୀ ମାଆ ସନ୍ତୁଷ୍ଟ ହୁଅନ୍ତି, ତେବେ ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହୋଇଯାଏ । ତେବେ ତୁଳସୀ ପୂଜାରେ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ୍‌ ।ତେବେ ଶାସ୍ତ୍ର ଅନୁଯାୟୀ, ବିଶେଷ ଦିନମାନଙ୍କରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ୍‌ ।  ରବିବାର, ଏକାଦାଶି, ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ୍ ନୁହେଁ । ଏହା ବ୍ୟତୀତ ଅନାବଶ୍ୟକ ତୁଳସୀ ପତ୍ର ଛିଢାଇଲେ ମା ଲକ୍ଷ୍ମୀ ରାଗିଥାନ୍ତି ।

ସନ୍ଧ୍ୟାରେ ତୁଳସୀ ଗଛ ତଳେ ଏକ ଦୀପ ଜାଳିଲେ ମା ଲକ୍ଷ୍ମୀ ଖୁସି ପ୍ରସନ୍ନ ହୁଅନ୍ତି । ତାଙ୍କ କୃପାରୁ ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହିଥାଏ ।  ଘରର ଅଙ୍ଗଣାରେ ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ନକାରାତ୍ମକ ଦୃଷ୍ଟି ଦୂର କରିବା ସହ ଘରେ ସବୁବେଳେ ଧନ ଲାଭ ହୋଇଥାଏ । କେବଳ ଏତିକି ନୁହେଁ ତୁଳସୀ ଗଛ ପରିବାରକୁ କୋପ ଦୃଷ୍ଟିରୁ ରକ୍ଷା କରିଥାଏ ।

ଘରେ ଶୁଖି ଯାଇଥିବା ତୁଳସୀ ଗଛକୁ ରଖିବା ଅଶୁଭ ବୋଲି କୁହାଯାଏ । ଯଦି ତୁଳସୀ ଗଛ ଘରେ ଶୁଖି ଯାଇଛି ତେବେ ଏହାକୁ ଏକ ପବିତ୍ର ନଦୀ କିମ୍ବା ପୋଖରୀରେ ଭସାଇ ଦେବା ଉଚିତ୍‌ । ତେବେ ତୁଳସୀକୁ ଘରେ ଲଗାଇବା ଏବଂ ଜଳ ଅର୍ପଣ କରିବାର କିଛି ନିୟମ ଅଛି । ତୁଳସୀ ହେଉଛି ଏକ ଉଦ୍ଭିଦ ଯାହାକୁ ପୂଜା କରିବା ଦ୍ୱାରା ଘରେ  ସକରାତ୍ମକ ଓ ଦିବ୍ୟ ଭାବନା ମନରେ ଜାଗ୍ରତ ହୋଇଥାଏ ।


ଏହା ଏପରି ଏକ ଉଦ୍ଭିଦ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । କିନ୍ତୁ ଘରେ ତୁଳସୀ ଗଛ ରଖି ମଧ୍ୟ ଆପଣ ଏହାକୁ ଜଳ ଅର୍ପଣ ତଥା ପୂଜା କରିବାର ନିୟମ ଠିକ୍‌ ଭାବେ ପାଳନ ନ କଲେ ଏହା  ଖରାପ ଫଳାଫଳ ଦେଇପାରେ । ତେବେ ସ୍ନାନ ନ କରି କେବେବି ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ । ତୁଳସୀକୁ ପାଣି ଦେବା ପୂର୍ବରୁ  କିଛି ଖାଇବା ଉଚିତ୍ ନୁହେଁ ।

ବିଶ୍ୱାସ କରାଯାଏ ଯେ ତୁଳସୀକୁ ପାଣି ଦେବାବେଳେ ସିଲେଇ ହୋଇ ନ ଥିବା ଏକ ବସ୍ତ୍ର ପିନ୍ଧିବା ଉଚିତ୍ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ । ଉତ୍ତର-ପୂର୍ବ ଦିଗରେ ମଧ୍ୟ ଏହି ଗଛକୁ ଲଗାଇ ପାରିବେ । ଏହି ୨ ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସବୁବେଳେ ସକରାତ୍ମକ ବାତାବରଣ ବିରାଜମାନ କରିଥାଏ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *