ଏମିତି କପଡା ପିନ୍ଧୁଥିବା ଲୋକ ସାରା ଜୀବନ ଗରିବ ରହିଥାନ୍ତି- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ନିଜର ସ୍ୱଭାବ ଓ ଗୁଣ ଯୋଗୁଁ ସମଗ୍ର ଦୁନିଆ ରେ ପରିଚିତ ହୋଇଥାଏ । କିନ୍ତୁ ଏହା ସହିତ ବ୍ୟକ୍ତି ର ବ୍ୟକ୍ତିତ୍ୱ ର ମଧ୍ୟ ଖାସ ମହତ୍ତ୍ୱ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ ଏବଂ ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ପୋଷାକ ମଧ୍ୟ ପରିଧାନ କରିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ର ଅନୁସାରେ ଏଭଳି ପୋଷାକ ସମ୍ବନ୍ଧରେ କହିବୁ ଯାହା କୌଣସି ବି ବ୍ୟକ୍ତି କୁ ପରିଧାନ କରିବା ଉଚିତ ନୁହେଁ । ଏହାଦ୍ବାରା ସେହି ବ୍ୟକ୍ତି ର ଜୀବନ ରେ ଦାରିଦ୍ର୍ୟତା ର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବସ୍ତ୍ର ତଥା ପୋଷାକ ମନୁଷ୍ୟ ଜୀବନରେ କିଭଳି ପ୍ରଭାବ ପକାଇଥାଏ ।

୧. ବନ୍ଧୁଗଣ ପ୍ରଥମତଃ, ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ବହୁତ ପୁରୁଣା ବସ୍ତ୍ର କୁ ରଖିଥାନ୍ତି ଏବଂ ତାହା ଚିରି ଯିବା ପରେ ମଧ୍ୟ ପିନ୍ଧିଥାନ୍ତି । ଫଟା ଓ ପୁରୁଣା ବସ୍ତ୍ର ପିନ୍ଧିବା ଦ୍ଵାରା ବ୍ୟକ୍ତି ବିଭିନ୍ନ ରୋଗର ଶିକାର ହୋଇଥାଏ । ତେଣୁ କେବେବି ଚିରା ତଥା ପୁରୁଣା ବସ୍ତ୍ର ପରିଧାନ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, କୌଣସି ବ୍ୟକ୍ତି ସ୍ନାନ କରି ସାରିବା ପରେ ତୁରନ୍ତ ନୂଆ ବସ୍ତ୍ର ପରିଧାନ କରନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତି ସ୍ନାନ କରିବା ପରେ ନୂତନ ବସ୍ତ୍ର ପରିଧାନ କରିଥାଏ ଯିଏ ଅନ୍ତିମ ସଂସ୍କାର କରି ଗଙ୍ଗା ରେ ସ୍ନାନ କରିଥାଏ । ତେଣୁ ଆପଣ ପ୍ରଥମେ କିଣି ଥିବା ବସ୍ତ୍ର କୁ ପିନ୍ଧି ରଖି ଦିଅନ୍ତୁ ଏବଂ ସ୍ନାନ କରି ସାରିବା ପରେ ସେହି ବସ୍ତ୍ର କୁ ପରିଧାନ କରନ୍ତୁ । କିନ୍ତୁ ସ୍ନାନ କରିବା ପରେ ତୁରନ୍ତ କୌଣସି ନୂତନ ବସ୍ତ୍ର ର ପରିଧାନ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, କେବେବି କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଚେଷ୍ଟା କରନ୍ତୁ ଶନିବାର ଅତିରିକ୍ତ ଅନ୍ୟ କୌଣସି ବାର ରେ ଆପଣ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ କଳା ରଙ୍ଗ ଖରାପ ଶକ୍ତି ର କାରକ ଅଟେ । ତେଣୁ ଆପଣ ଏହି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଅଥବା କଳା ରଙ୍ଗର ବସ୍ତ୍ର ଅନ୍ୟ କାହାକୁ ଉପହାର ସ୍ୱରୂପ ମଧ୍ୟ ଭେଟ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, କେବେବି ଅନ୍ୟ କୌଣସି ବ୍ୟକ୍ତି ଙ୍କ ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ । ଅନ୍ୟ ର ପୋଷାକ ଯେତେ ସୁନ୍ଦର, ସଫା ସୁତୁରା ଏବଂ ଆକର୍ଷଣୀୟ ହେଲେ ମଧ୍ୟ କେବେବି ଅନ୍ୟ ର ପୋଷାକ ପରିଧାନ କରିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଙ୍କ ଗୁଣ ଓ ଭାଗ୍ୟ ପରସ୍ପର ଠାରୁ ଭିନ୍ନ ହୋଇଥାଏ । ତେଣୁ ଯଦି ଆପଣ ଅନ୍ୟ ର ପୋଷାକ ପରିଧାନ କରିବେ ତେବେ ସେହି ବ୍ୟକ୍ତି ର ଅବଗୁଣ ଆପଣଙ୍କ ଉପରେ କୁପ୍ରଭାଵ ପକାଇବ । ତେଣୁ ଏଭଳି ଭୁଲ କରନ୍ତୁ ନାହିଁ ।

୫. ବନ୍ଧୁଗଣ ପଞ୍ଚମତଃ, କେବେବି ଜଳି ଯାଇଥିବା ପୋଷାକ ପରିଧାନ କରନ୍ତୁ ନାହିଁ । ଯଦି କୌଣସି କାରଣ ବଶତଃ ଆପଣଙ୍କ ପୋଷାକ ଜଳି ଯାଇଛି ଏବଂ ଆପଣ ତଥାପି ସେହି ପୋଷାକ ପରିଧାନ କରୁଛନ୍ତି ତେବେ ତାହା କରନ୍ତୁ ନାହିଁ । କାରଣ ଏହାଦ୍ବାରା ରାହୁ ଙ୍କ ଅଶୁଭ ଛାୟା ଆପଣଙ୍କ ଜୀବନରେ ପଡ଼ିଥାଏ । ତେଣୁ ଭୁଲ ରେ ମଧ୍ୟ ଜଳି ଯାଇଥିବା ପୋଷାକ ର ପରିଧାନ କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *