ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୯ ତାରିଖରେ ପବିତ୍ର କୁମାର ପୂର୍ଣ୍ଣିମା ବା ଶରତ ପୁର୍ଣିମା ପଡିବା ପାଇଁ ଯାଉଅଛି । ସବୁ ପୂର୍ଣ୍ଣିମାର କିଛି ନା କିଛି ବିଶେଷତ୍ଵ ରହିଥାଏ । ସେଥିମଧ୍ୟରୁ ଆଶ୍ଵିନ ବା ଶରତ ପୂର୍ଣ୍ଣିମା ଅନ୍ୟତମ । ଏହି ଦିନ ଚନ୍ଦ୍ରମା ପୃଥିବୀର ନିକଟବର୍ତ୍ତୀ ହୋଇଥାଏ । ମା ଲକ୍ଷ୍ମୀଙ୍କୁ ଏହି ପୂର୍ଣ୍ଣିମା ସମର୍ପିତ ହୋଇଥାଏ । ଏହି ପୂର୍ଣ୍ଣିମାରେ ୪ ଟି ରାଶିର ଭାଗ୍ୟରେ ଲଟେରୀ ଲାଗିବା ପାଇଁ ଯାଉଅଛି । ଯେଉଁ କାରଣରୁ ସେମାନେ ଏବେ ମାଲାମାଲ ହେବା ପାଇଁ ଯାଉଅଛନ୍ତି ।
କନ୍ୟା ରାଶି ;- ଏହି ରାଶିର ଲୋକ ମାନଙ୍କ ଉପରେ ଶରତ ପୂର୍ଣ୍ଣିମା ଠାରୁ ମା ଲକ୍ଷ୍ମୀଙ୍କର ଅଶେଷ କୃପାଦୃଷ୍ଟି ପଡିବା ପାଇଁ ଯାଉଅଛି । ସେମାନଙ୍କ ଜୀବନରେ ଏବେ ଖୁସିର ଦିନ ବହୁତ ଶୀଘ୍ର ଆସିବା ପାଇଁ ଯାଉଅଛି । ଏହି ସମୟ ଅବଧି ମଧ୍ୟରେ ସେମାନଙ୍କ ଆର୍ଥିକ କ୍ଷେତ୍ରରେ ଅନେକ ସୁଧାର ହୋଇଯିବ । ଜୀବନରେ ଲାଗିରହୁଥିବା ସମସ୍ଯାର ସମାଧାନ ପୂର୍ଣ୍ଣିମା ଭଳି ପବିତ୍ର ସମୟ ପର ଠାରୁ ହୋଇଯିବ ।
ବହୁତ ଜଲ୍ଦି ଏହି କନ୍ୟା ରାଶିର ଲୋକ ମାନେ ଶୁଭ ଖବର ଶୁଣିବାକୁ ପାଇବେ । ମେଷ ରାଶି ;- ଏହି ରାଶିର ଲୋକ ମାନଙ୍କର ଶରତ ପୂର୍ଣ୍ଣିମା ଠାରୁ ତାଙ୍କର ଭାଗ୍ୟ ତାଲାର ଚାବିକାଠି ସେମାନଙ୍କ ହାତରେ ରହିବା ପାଇଁ ଯାଉଅଛି । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ । ଚାକିରି କ୍ଷେତ୍ରରେ ଭଲ ସଂବାଦ ଶୁଣିବାକୁ ମିଳିବ ।
ବହୁତ ବର୍ଷ ପରେ ମେଷ ରାଶିର ଲୋକଙ୍କ ଉପରେ ଏହି ମା ଲକ୍ଷ୍ମୀଙ୍କ ମହାସଂଯୋଗ ବନୁଅଛି । ଏହି ରାଶିର ଲୋକଙ୍କ ମଧ୍ୟରୁ ଯେଉଁ ମାନେ ସନ୍ତାନ ପ୍ରାପ୍ତିର ଇଚ୍ଛୁକ ଥିଲେ । ସେମାନଙ୍କ କାମନା ପୂରଣ ହେବ । କୁମ୍ଭ ରାଶି ;- ଏହି ରାଶିର ଲୋକମାନଙ୍କର ମଧ୍ୟ ଏତେ ଦିନ ପରେ ଶରତ ପୂର୍ଣ୍ଣିମାରେ ଶୁଭ ସଂଯୋଗ ବଣୁଅଛି ।
ଯେଉଁ କାରଣରୁ ଏହି କୁମ୍ଭ ରାଶିର ଲୋକମାନଙ୍କର ସବୁ କ୍ଷେତ୍ରରୁ ଉନ୍ନତି ମାର୍ଗ ଖୋଲିବା ପାଇଁ ଯାଉଅଛି । ଧନ ଉପାର୍ଜନ କରିବାର ଅନେକ ପନ୍ଥା ଏହି କୁମ୍ଭ ରାଶିର ଲୋକଙ୍କୁ ଏବେ ପ୍ରାପ୍ତ ହେବା ପାଇଁ ଯାଉଅଛି । ମା ଲକ୍ଷ୍ମୀଙ୍କ ଶୁଭ ନଜର ଶରତ ପୂର୍ଣ୍ଣିମା ଠାରୁ ଏହି ରାଶିରେ ଅଧିକ ମାତ୍ରାରେ ରହିବା ପାଇଁ ଯାଉଅଛି ।
ତୁଳା ରାଶି ;- ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ମାନଙ୍କର ଭାଗ୍ୟର ପରିବର୍ତ୍ତନ ଏହି ଆସନ୍ତା ପୂର୍ଣ୍ଣିମା ଠାରୁ ଏପରି ହେବା ପାଇଁ ଯାଉଛି । ଯାହା ତାଙ୍କ ଜୀବନରେ ଏକ ଉନ୍ନତିର ରାସ୍ତା ଖୋଲିବା ପାଇଁ ବହୁତ ଶୀଘ୍ର ଯାଉଅଛି । ଏମାନେ ତାଙ୍କ ଅଧୁରା କାର୍ଯ୍ୟକୁ ଏବେ ସୂଚାରୁ ରୂପରେ ସଫଳ ଭାବରେ କରିପାରିବେ । ତୁଳା ରାଶିର ମନସ୍ଥ କାର୍ଯ୍ୟ ଏହି ସମୟ ମଧ୍ୟରେ ବିନା ବାଧା ବିଘ୍ନରେ ଆରମ୍ଭ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରନ୍ତୁ । ଧନ୍ୟବାଦ