ଏହି ସବୁ ମାସରେ ବିବାହ କରୁଥିବା କପୁଲଙ୍କ ବୈବାହିକ ଜୀବନ ବହୁତ ଆନନ୍ଦରେ କଟିଥାଏ… (Astrology)

ବନ୍ଧୁଗଣ ପ୍ରତ୍ଯେକଟି ପୁଅ ଏବଂ ଝିଅ ଜୀବନରେ ବିବାହ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଥାଏ । ତେଣୁ ଯେତେବେଳେ ପୁଅ କିମ୍ବା ଝିଅର ବିବାହର ଉପଯୁକ୍ତ ସମୟ ଆସିଯାଉଛି। ସେତେବେଳେ ତାଙ୍କ ପରିବାର ଲୋକ ଉପଯୁକ୍ତ ପାତ୍ର କିମ୍ବା ପାତ୍ରୀ ଖୋଜି ବାହାଘର କରେଇ ଦେବା ହେଉଛି ତାଙ୍କର ଦାୟିତ୍ଵ । ତେବେ ବିବାହ ହୋଇଗଲେ କେବଳ ହେବ ନାହିଁ, ବଂର ବିବାହ ପରେ ତାଙ୍କର ବୈବାହିକ ଜୀବନ ଠିକ ଭାବେ ଚାଲୁଛି କି ନାହିଁ ତାହା ହିଁ ମୁଖ୍ୟ କଥା ଅଟେ ।

ତେଣୁ ବିବାହ କେଉଁ ସମୟରେ ପୁଅ କିମ୍ବା ଝିଅଙ୍କର ହେବ ତାହା ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ତେବେ ବନ୍ଧୁଗଣ ପୁଅ କିମ୍ବା ଝିଅଙ୍କର କେଉଁ ମାସରେ ବିବାହ କରାଇବା ଦ୍ଵାରା ବୈବାହିକ ଜୀବନ ଭଲରେ ବିତିଥାଏ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।

1- ଜାନୁଆରୀ ଓ ଫେବୃୟାରୀ ମାସରେ ବିବାହ କରିଥିବା କପଲଙ୍କ ମଧ୍ୟରେ ବହୁତ ଅଧିକ ବୁଝାମଣା ରହିଥାଏ । ସେମାନେ ଦୁହେଁ ଦୁହିଁଙ୍କୁ ଅଧିକାଂଶ ସର୍ପ୍ରାଇଜ ଦେବାକୁ ପସନ୍ଦ କରିଥାନ୍ତି ।

2- ମାର୍ଚ୍ଚ ଓ ଅପ୍ରେଲ ମାସରେ ବିବାହ କରିଥିବା କପଲ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି । ଏମାନେ ପରସ୍ପରର ବହୁତ କେୟାର କରନ୍ତି । ଏହି କପୁଲ ଦୁହେଁ ଦୁହିଙ୍କର ଆବଶ୍ୟକତାକୁ ଠିକରେ ବୁଝି ସେମାନଙ୍କ ମନ ଜାଣି କାମ କରି ପରସ୍ପରଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।

3- ମେ ଓ ଜୁନ ରେ ବିବାହ କରିଥିବା କପଲ ନିଜ ପାର୍ଟନରଙ୍କୁ ଖୁସିରେ ରଖିବା ପାଇଁ ଟ୍ରାଏ କରିଥାନ୍ତି ହେଲେ ବେଳେବେଳେ ଉଭୟଙ୍କ ମଧ୍ୟରେ ଖିଟମିଟ ଲାଗି ରହିଥାଏ ।

4- ଜୁଲାଇ ଓ ଅଗଷ୍ଟରେ ବିବାହ କରିଥିବା କପଲ ଦୁହେଁ ଦୁହିଁଙ୍କର ବହୁତ ଅଧିକ କେୟାର କରିଥାନ୍ତି । ଏମାନେ ଭଲରେ ଚଳିବା ପାଇଁ କିନ୍ତୁ ନିଜ କାମକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

5- ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ବିବାହ କରିଥିବା ଯୋଡି ପରସ୍ପରକୁ ଦରକାର ଠାରୁ ଅଧିକ ଭଲ ପାଇଥାନ୍ତି । ଏହି କପୁଲ ନୂଆ ନୂଆ ଜାଗା ଟ୍ରାଭେଲିଙ୍ଗ ଲରିବାକୁ ଅଧିକ ପସନ୍ଦ କରନ୍ତି ।

6- ନଭେମ୍ବର ଓ ଡିସେମ୍ବରରେ ବିବାହ କରିଥିବା କପୁଲ୍ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଇଥାନ୍ତି । ଏମାନଙ୍କ ଯୋଡିକୁ ବହୁତ ଅଧିକ ଲୋକ ପସନ୍ଦ କରନ୍ତି । କପୁଲଙ୍କ ମଧ୍ୟରେ ବି ଭଲ ପାଇବା ଭରପୁର ରହିଥାଏ ।

ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *