ଏହି ଗୋଟେ ଭୁଲପାଇଁ ଝିଅମାନଙ୍କ ପ୍ରତି ମାସରେ, ହୋଇଥାଏ ପିରିଅଡ୍ସ

ବନ୍ଧୁଗଣ ତେବେ ଯଦି ଏହି ବିଷୟରେ ଗୀତା କୁ ନେଇ କହିବା ତେବେ ଦେବତା ମାନଙ୍କର ଗୁରୁ ବୃହସ୍ପତି ଯେକି ଦେବତା ମାନଙ୍କର ଗୁରୁ ଥିଲେ । ସେ ଇନ୍ଦ୍ର ଦେବଙ୍କ ଉପରେ କ୍ରୋଧିତ ଥିଲେ । ଜାହାଙ୍କ ପାଇଁ ଅସୁର ମାନେ ଇନ୍ଦ୍ର ଙ୍କ ଉପରେ ଆକ୍ରମଣ କରି ଥିଲେ ।   ସେମିତି ସମୟରେ ଇନ୍ଦ୍ର ନିଜର ରାଜ ଗାଦି ଛାଡି ପଳେଇ ଥିଲେ ଏବଂ ବ୍ରହ୍ମ ଦେବଙ୍କ ଠାରେ ନେହୁରା ହେଲେ ଏବଂ ନିଜର ରାଜ ଗାଦି ପାଇବା ପାଇଁ ସେ ଉପାୟ ମାଗିଲେ ।

ସେମିତି ବେଳେ ସେ କହିଲେ କି ମ୍ରତ୍ୟ ଲୋକରେ ଜଣେ ବ୍ରହ୍ମ ଜ୍ଞ୍ୟାନି ରହୁଛନ୍ତି । ତୁମେ ଜାଇ ତାଙ୍କର ସେବା କର ଜାହା ଫଳ ରେ ବର ସ୍ୱରୁପ ସେ ତୁମର ରାଜ ଗାଦି ଦେଇ ପାରିବେ । ସେମିତି ରେ ସେ ପ୍ରତ୍ୟେକ ଦିନ ସେ ହି ଜ୍ଞାନୀ ଙ୍କ ସେବା କରିବା ପାଇଁ ଜାଆନ୍ତି ଏବଂ ସାଥିରେ କିଛି ନେଇ ଜାଆନ୍ତି ତେବେ ସେମିତି ବେଳେ ସେ ଏହି କଥା ଟି ଜାଣି ନଥିଲେ କୁ ସେହି ବ୍ରହ୍ମ ଜ୍ଞ୍ୟାନୀ ଙ୍କ ମାଆ ଜଣେ ଅସୁର ବୋଲି ।

ସେମିତିରେ ଏମିତି ମଧ୍ୟରେ ଯେତେ ବେଳେ ଇନ୍ଦ୍ର ଏହାର ସତ୍ୟତା ଜାଣିଲେ ତେବେ ସେ ସେହି ଜ୍ଞାନୀ ଙ୍କ ବଧ କରି ଦେଲେ । ତେବେ ସେମିତି ରେ ଅସୁର ମାନେ ରାଗି ଗେଲେ ଏବଂ ଇନ୍ଦ୍ର ଙ୍କୁ ମାରିବା ପାଇଁ ଗୋଡାଇଲେ । ତେବେ ଇନ୍ଦ୍ର ଡ଼ର ରେ ଗୋଟିଏ ଫୁଲ ମଧ୍ୟ ରେ ଲୁଚି ଗଲେ ।

ଏବଂ ଏକ ଲକ୍ଷ ବର୍ଷ ସେ ସେହି ଠାରେ ଲୁଚି ରହି ତପସ୍ୟା କଲେ ଏବଂ ପରେ ବିଷ୍ଣ ତାଙ୍କୁ ଦର୍ଷନ ଦେଲେ । ଏବଂ ସେମିତି ରେ ସେ କହିଲେ କି ମୁଁ ତୁମକୁ ବଞ୍ଚାଇ ଦେବୀ ହେଲେ ତୁମେ କରି ଥିବା ପାପ କୁ ଏହି ମର୍ତ୍ୟ ଲୋକ ରେ ଛାଡି ଆସିବା ପାଇଁ ପଡିବ ।

ଏହି ପାପ କୁ ଚାରି ଭାଗ ରେ ବିଭକ୍ତ କରି ଗଛ, ଜଳ, ଭୂମି, ଏବଂ ସ୍ତ୍ରୀ ମାନଙ୍କ ମଧ୍ୟ ରେ ବାଣ୍ଟି ଦିଅ । ସେମିତି ରେ ପ୍ରଥମେ ଗଛ ପାଖକୁ ଗଲେ ଏବଂ ପାପ ର ପ୍ରଥମ ସ୍ୱରୁପ ଦେଇ କହିଲେ ତୁମେ ମରିବା ପରେ ବି ଜିବିତ ହୋଇ ପାରିବ । ଦ୍ୱିତୀୟରେ ଭୂମି କୁ ପାପ ଦେଇ କହିଲେ କି ଜାହାବି ଭୂମି ରେ କ୍ଷେତ ହେବ ତାହା ମନ କୁ ମନ ଭରି ହୋଇ ଯିବ ।

ଏବଂ ସେଷ ରେ ନାରୀ ପାଖକୁ ଆସିଲେ ଏବଂ ପାପ ଦେଇ କହିଲେ ପ୍ରତ୍ୟେକ ମାସ ରେ ଏମାନଙ୍କୁ ମାସୀକ ପ୍ରିଡା ହେବ ହେଲେ ଏହା ପରେ ବି ସେମାନଙ୍କୁ ଅତ୍ୟନ୍ତ ପବିତ୍ର ବୋଲି ମନା ଯିବ । ଏବଂ ସ୍ତ୍ରୀ ବିନା ସଂସାର ସଂମ୍ପର୍ଣ୍ଣ ଅଧୁରା ରହିବ । ରେ ଜଳ କୁ ପାପ ଦେଇ ବର ଦେଲେ କି ଯିଏ ତୋର ସରଣ କୁ ଆସିବ ତୁ ତାର ପାପ କୁ ଧୋଇ ଦେବୁ ।

ତୃତୀୟ ରେ ଜଳ କୁ ପାପ ଦେଇ ବର ଦେଲେ କି ଯିଏ ତୋର ସରଣ କୁ ଆସିବ ତୁ ତାର ପାପ କୁ ଧୋଇ ଦେବୁ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *