ଏହି ସବୁ ବୟସରେ ବିବାହ କରନ୍ତୁ ନାହିଁ, ନହେଲେ ପଛରେ ହଇରାଣ ହେବେ…ଜାଣନ୍ତୁ ବିବାହର ସଠିକ ବୟସ !

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ବିବାହର ଲଡ୍ଡୁ ଖାଇବାକୁ ପସନ୍ଦ କରିଥାନ୍ତି । କିଏ କହିଥାଏ ବିବାହ କରିବା ଠିକ ନୁହେଁ ତ କିଏ କହିଥାଏ ବିବାହ ବିନା ଜୀବନ ମୂଲ୍ୟହୀନ । ସବୁଠାରୁ ମଜାଦାର କଥା ଏହା ଅଟେ ଯେ ପ୍ରାୟତଃ ଲୋକ ନିଜର ବିବାହ ସରିବା ପରେ ହିଁ ଅନ୍ୟକୁ କହିଥାନ୍ତି କି ଭଲରେ ରହିବାର ଅଛି ତ ବିବାହ କରନ୍ତୁ ନାହିଁ । କାହାର ବିବାହ ବନ୍ଧନ ଅଧିକ ଦିନ ଧରି ଚାଲିଥାଏ ତ କାହାର ଶୀଘ୍ର ହିଁ ତଲାଖ ହୋଇଯାଇଥାଏ । କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯାହାଙ୍କର ନା ତଲାଖ ହୋଇପାରେ ଓ ନା ହିଁ ଦୁଇ ଜଣ ଏକାଠି ଖୁସିରେ ରହିପାରନ୍ତି ।

କିଶୋର ଅବସ୍ଥାରେ ବିବାହ କରିବା ଆଦୌ ଠିକ ନୁହେଁ । ଏହା ସବୁଠାରୁ ଅଧିକ ଚିନ୍ତାଜନକ ହୋଇଥାଏ । ଏଥିରେ ତଲାଖ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଥାଏ ।
ଏବଂ ଯେଉଁ ସମୟରେ ଆପଣ ଯୁବାବସ୍ଥାରେ ରହିଥାନ୍ତି ସେହି ସମୟରେ ବହୁତ ଲୋକ ଆର୍ଥିକ ରୂପରେ ବହୁତ ଦୁର୍ବଳ ରହିଥାନ୍ତି । ଏବଂ ସେ ସମୟରେ ସେହି ବ୍ୟକ୍ତିର କ୍ୟାରିୟରକୁ ନେଇ ବହୁତ ଅଧିକ ଚିନ୍ତିତ ରହିଥାନ୍ତି ।

ତା ସହିତ ପରିବାର ତରଫରୁ ଓ ସାଙ୍ଗ ମାନଙ୍କ ତରଫରୁ ବିବାହ ପାଇଁ ପ୍ରେସର ରହିଥାଏ । ଏବଂ ଏହି ସମୟରେ ମଧ୍ୟ ଆପଣଙ୍କ ମସ୍ତିସ୍କ ସଂପୂର୍ଣ୍ଣ ରୂପରେ ବିକଶିତ ହୋଇନଥାଏ । ଏଥିପାଇଁ ଯୁବାବସ୍ଥାରେ ବିବାହ କରିବାକୁ ଉଚିତ ମାନା ଯାଇନଥାଏ ।

ଯଦି ଜ୍ଞାନୀ ଲୋକଙ୍କ କଥାକୁ ମାନିବା ତ ଯୁବାବସ୍ଥା ପରେ ବି ବିବାହ ପାଇଁ କିଛି ସମୟ ଅପେକ୍ଷା କରିବା ଉଚିତ । ଯେଉଁ ଲୋକ ମାନେ ୨୫ବର୍ଷ ବୟସରେ ବିବାହ କରିଥାନ୍ତି ସେମାନଙ୍କ ପାରିବାରିକ ସମସ୍ୟା ୨୦ବର୍ଷ ବୟସରେ ବିବାହ କରିଥିବା ବ୍ୟକ୍ତିଙ୍କ ଠାରୁ ୫୦ ପ୍ରତିଶତ କମ୍ ରହିଥାଏ ।

କାରଣ କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଯେତେ ଅଧିକ ବର୍ଷରେ ଯେଉଁ ବିବାହ ହୋଇଥାଏ ତାଙ୍କ ଠାରୁ ତଲାଖର ସମ୍ଭାବନା ବହୁତ କମ ରହିଥାଏ । କାରଣ ଏହିପରି ଲୋକ ଯେବେ ବିବାହ କରିଥାନ୍ତି ସେ ସମୟରେ ସେମାନଙ୍କ ଆର୍ଥିକ ସ୍ଥିତିଭଲ ରହିଥାଏ । ଓ ସେମାନଙ୍କର ପରସ୍ପରକୁ ବୁଝିବାର ଭଲ କ୍ଷମତା ସେତେବେଳେ ହୋଇଯାଇଥାଏ । କାରଣ ସେମାନଙ୍କ ପାଖରେ ପ୍ରତିକୂଳ ପରିସ୍ଥିତିକୁ ଧର୍ଯ୍ୟର ସହିତ ସମ୍ମୁଖୀନ ହେବାର ଶକ୍ତି ଅଧିକ ରହିଥାଏ ।

ଆଶା କରୁଛୁ। ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ଏ ସମ୍ପର୍କରେ ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାଇବା ସହ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *