ଏହି 7 ଟି ଦାନା ଖାଇ ଦେଖନ୍ତୁ… ମାତ୍ର କିଛି ହିଁ ଦିନ ମଧ୍ୟରେ ପେଟର ଚର୍ବି କମିବାକୁ ଲାଗିବ, Home Remedies

ନମସ୍କାର ବନ୍ଧୁଗଣ, ଶରୀରକୁ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ ହେଲେ ସବୁଠାରୁ ମୁଖ୍ୟ ହୋଇଥାଏ ପେଟରେ ବଢୁଥିବା ଚର୍ବିକୁ ରୋକିବା । କାରଣ ବଢୁଥିବା ଚର୍ବି କାରଣରୁ ବହୁତ ଲୋକଙ୍କ ପେଟ ଏତେ ବଡ ହୋଇଯାଏ କି ତାହା ଓହଳିବାକୁ ଲାଗିଥାଏ । ଏବଂ ସୁନ୍ଦରତାକୁ ସମ୍ପୂର୍ଣ ନଷ୍ଟ କରିଦେଇଥାଏ । ହେଲେ ବର୍ତ୍ତମାନ ଆଉ ଆପଣଙ୍କୁ କୌଣସି ବି ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଉପାୟ ଯାହା 7 ଦିନରେ ଆପଣଙ୍କ ପେଟର ଚର୍ବିକୁ ତରଳାଇ ଦେବ । ବିଶ୍ଵାସ ନଥିଲେ କରିକି ଦେଖନ୍ତୁ ନିଶ୍ଚୟ ଫାଇଦା ଜାଣିପାରିବେ ।

ଏଥିପାଇଁ ଆପଣଙ୍କୁ ରସୁଣର ସାତଟି ପାଖୁଡା ନେବାର ଅଛି । ଆପଣଙ୍କୁ 7 ରସୁଣ ପାଖୁଡା ଏକ ଦିନରେ ନୁହେଁ ବରଂ ସାତ ଦିନରେ ଖାଇବାର ଅଛି । ଆପଣ ନେଇଥିବା ରସୁଣକୁ ତାୱାରେ ପକାଇ ଅଳ୍ପ ଭାଜି ଦିଅନ୍ତୁ । ସକାଳୁ ଉଠିବା ପରେ ଆପଣ ଖାଲି ପେଟରରେ ଏହି ରସୁଣକୁ ଖାଆନ୍ତୁ । ଗୋଟିଏ ପାଖୁଡା ରସୁଣକୁ ଆପଣ ଚୋବାଇ ଖାଇବା ଆବଶ୍ୟକ ।

ଏହା ସହିତ ଆପଣଙ୍କୁ ପିଇବାକୁ ପଡିବ ଗରମ ପାଣି । କେବେବି ଆପଣଙ୍କୁ ଏହାକୁ ଥଣ୍ଡା ପାଣିସହ ନେବେ ନାହିଁ । ଆପଣ କରିଥିବା ଗରମ ପାଣିରେ ଅଧ ଚାମଚ ଜୀରାକୁ ଗୁଣ୍ଡ କରି ପକାଇ ଦିଅନ୍ତୁ । ସକାଳୁ ଉଠିବା ପରେ ପ୍ରତିଦିନ ରସୁଣକୁ ଖାଇବା ସହ ଏହି ଗରମ ଜୀରା ପାଣିର ମଧ୍ୟ ସେବନ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ପେଟର ଚର୍ବି ସମ୍ପୂର୍ଣ ରୂପରେ ମିଳେଇ ଯିବ ।

ଆପଣଙ୍କୁ ସାତ ଦିନ ପର୍ଯ୍ୟନ୍ତ ଏହି ଉପାୟଟିକୁ କରିବା ପାଇଁ ପଡିବ । ରସୁଣ ଆପଣଙ୍କ କୋଲେଷ୍ଟ୍ରଲକୁ କମ କରିଥାଏ । ଆପଣଙ୍କ ଶରୀର  ଭିତରେ ଜମି ରହିଥିବା ଦୂଷିତ ପଦାର୍ଥକୁ ବାହାର କରିଦେଇଥାଏ । କ୍ୟାନ୍ସର ଭଳି ଭୟଙ୍କର ରୋଗ ପାଇଁ ମଧ୍ୟ ରସୁଣ ବହୁତ ଅଧିକ ଫାଇଦା ଦେଇଥାଏ । ଏହା ଆମ ଶରୀରରେ କ୍ୟାନ୍ସର କୋଷିକାକୁ ତିଆରି ହେବା ପାଇଁ ଅଟକାଇ ଥାଏ ।

ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତାଙ୍କ ପାଇଁ ମଧ୍ୟ ଏହା ଲାଭକାରୀ ସିଦ୍ଧ ହୋଇଥାଏ । ଶିର ଭିତରେ ରହିଥିବା ବ୍ଲକେଜକୁ ଏହା ରୋକିଥାଏ । ଆଉ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇ ଦେଇଥାଏ । ରସୁଣ ଖାଇବା ଦ୍ଵାରା ଆମ ପେଟରେ ବଢୁଥିବା ଚର୍ବି ଏବଂ ଅଣ୍ଟାରେ ବଢୁଥିବା ଚର୍ବି ଉପରେ ଏହା ଖୁବ ଅଧିକ ପ୍ରଭାବ ପକାଇଥାଏ ।

ଯାହାଫଳରେ ବଢୁଥିବା ଚର୍ବି ଧୀରେ ଧୀରେ କମିବାକୁ ଲାଗିଥାଏ । ତେଣୁ ଆପଣ ସାତ ଦିନ କଷ୍ଟ କରି ରସୁଣ ଖାଆନ୍ତୁ ଏବଂ ନିଜ ପେଟର ଚର୍ବି ଘଟାନ୍ତୁ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *