ଆସୁଛି ପବିତ୍ର ଦୂର୍ଗା ପୂଜା, ଘରକୁ ନେଇ ଆସନ୍ତୁ ଏହି ୫ ଟି ମଧ୍ୟର ଯେ କୌଣସି 1 ଜିନିଷ, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ, ଧନ ରତ୍ନରେ ପୂରିବ ଭଣ୍ଡାର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମା ଦୂର୍ଗାଙ୍କର ପୂଜାର ପବିତ୍ର ଅବସରରେ ସବୁଆଡେ ଖୁସିର ସମାଗମ ଦେଖିବାକୁ ମିଳୁଅଛି । ମା ଦୂର୍ଗାଙ୍କର ପବିତ୍ର ନବରାତ୍ରି ପର୍ବ ଆରମ୍ଭ ହୋଇ ସାରିଲାଣି । ସମସ୍ତଙ୍କ ଘରେ ନବରାତ୍ରିର ପୂଜାର ଖୁସି ଦେଖିବା ପାଇଁ ମିଳୁଅଛି । ମା ଦୂର୍ଗା ଧରାପୃଷ୍ଟକୁ ଆସିବାର ସମୟ ଯେତେ ପାଖେ ଆସୁଛି । ଲୋକ ମାନଙ୍କ ମଧ୍ୟରେ ଖୁସିର ଲହରୀ ସେତେ ମାତ୍ରାରେ ଦେଖିବାକୁ ମିଳୁଛି । ଏହି ପବିତ୍ର ଦୂର୍ଗା ପୂଜାର ଖୁସି ଅବସରରେ ୫ ଗୋଟି ଜିନିଷ ଆପଣଙ୍କୁ ଘରକୁ ଆଣିବାକୁ ପଡିବ ।

ଯାହା ଆଣିବା ଦ୍ଵାରା ମା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇ ପୂଜାର ଫଳ ପ୍ରାପ୍ତି କରାଇବେ । ପ୍ରଥମ ଜିନିଷ ହେଉଛି ରୂପା କଇନ୍ । ରୂପା କଇନ୍ କୁ ନବରାତ୍ରିର କୌଣସି ଦିନରେ ଘରକୁ ଆଣି ତାହାର ଭଲ ଭାବରେ ପୂଜା ଅର୍ଚନା କରନ୍ତୁ । ପୂଜା କରୁଥିବା ସମୟରେ ମା ଦୂର୍ଗାଙ୍କର ନିଷ୍ଟାର ସ୍ମରଣ କରନ୍ତୁ । ପୂଜା କରି ସାରିବା ପରେ ସେହି ରୂପା କଇନ୍ କୁ ନେଇ ନିଜ ଘରର ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ ।

ଏପରି କରିଥିବା ମା ଦୂର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଘରେ ସୁଖ ସମୃଦ୍ଧି ଆଣିଦେବେ । ଦିତୀୟରେ ହେଉଛି କଉଡି । ଦୂର୍ଗା ପୂଜା ସରିବା ପୂର୍ବରୁ ଏକ ଧଳା କଉଡି ଆଣି ତାକୁ ମା ଦୂର୍ଗାଙ୍କ ପାଖରେ ପୂଜା କରି ଆଣନ୍ତୁ । ତାପରେ ସେହି କଉଡିକୁ ନାଲି କପଡାରେ ବାନ୍ଧି ଘରର ଆଲମାରୀ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ମା ଦୂର୍ଗାଙ୍କୁ ମୁଣ୍ଡିଆ ମାରି ରଖିଦିଅନ୍ତୁ ।

ଏପରି କରିବା ଦ୍ଵାରା ମଧ୍ୟ ଘରେ ଲାଗିରହୁଥିବା ଆର୍ଥିକ ସମସ୍ଯା ଦୂର ହୋଇଥାଏ । ଘର ଧନଧାନ୍ୟରେ ପୂରଣ ହୋଇଥାଏ । ଦଶହରାର ଶୁଭ ପୂଜା ଅବସରରେ ମା ଲକ୍ଷ୍ମୀ କିମ୍ବା ମା ଦୂର୍ଗା ପଦ୍ମ ଫୁଲରେ ବସିଥିବା ଫୋଟକୁ ଘରକୁ ଆଣନ୍ତୁ । ଏହାକୁ ନିଜ ଘରର ଠାକୁର ଘରେ ରଖୀ ପ୍ରତିଦିନ ନିଷ୍ଟାର ସହ ପୂଜା ଅର୍ଚନା କରନ୍ତୁ । ଏହା କରିବା ଦ୍ଵାରା ମଧ୍ୟ ଘରେ ଧନ ବୃଦ୍ଧି ହେବା ସହ ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିଥାଏ ।

ନବରାତ୍ରିର ଶୁଭ ଅବସରରେ ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣିବା ମଧ୍ୟ ଅତି ଶୁଭ ହୋଇଥାଏ । ଏହି ଶଙ୍ଖକୁ ଆଣି ପୂଜା କରି ଠାକୁର ଘରେ କିମ୍ବା ନିଜ ଘରର ଆଲମାରୀରେ ମଧ୍ୟ ରଖିପାରିବେ । ଶଙ୍ଖକୁ ଖାଲି ନରଖି ସେଥିରେ ହଳଦୀ ଓ ଅରୁଆ ଚାଉଳ ରଖିବା ଉଚିତ । ଏହା କରିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ ।

ଦୂର୍ଗା ପୂଜାର ପବିତ୍ର ଅବସରରେ ଘରକୁ ଶ୍ରୀ ଜନ୍ତ୍ର ନେଇ ଆସନ୍ତୁ । ଶ୍ରୀ ଜନ୍ତ୍ରକୁ ନାଲି କପଡା  ଉପରେ ସ୍ଥାପନା କରି ତାର ପୂଜା କରନ୍ତୁ । ଏହା କରିବା ଦ୍ଵାରା ଘରେ ମା ଲକ୍ଷ୍ମୀ ଓ କୁବେର ରାଜାଙ୍କ ଦ୍ରୁଷ୍ଟି ଆପଣଙ୍କ ଘର ଉପରେ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *