Chanakya niti- ଦୁନିଆର ପ୍ରତ୍ଯେକ ମହିଳା ନିଜ ସ୍ବାମୀଙ୍କୁ କେବେ ବି କୁହନ୍ତି ନାହିଁ ଏହି 5 କଥା

ବନ୍ଧୁଗଣ, ସାଧାରଣତ ଜଣେ ମହିଳା ଅନେକ ପ୍ରକାରର ସମ୍ପର୍କ ରେ ବନ୍ଧା ହୋଇଥାଏ । ଏଥି ମଧ୍ୟରୁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଅନ୍ୟତମ । ଏହି ସମ୍ପର୍କ ଉଭୟଙ୍କ ସହିତ ସେମାନଙ୍କ ପରିବାର କୁ ମଧ୍ୟ ଯୋଡି ରଖିଥାଏ । ଯେ କୌଣସି ସମ୍ପର୍କ ସେତେବେଳେ ମଜବୁତ ହୋଇଥାଏ ଯେତେବେଳେ ସେହି ସମ୍ପର୍କ ରେ ଅତୁଟ ବିଶ୍ଵାସ ତଥା ପ୍ରେମ ରହିଥାଏ । ଯଦି ପତିପତ୍ନୀ ଙ୍କ ମଧ୍ୟରେ ବିଶ୍ଵାସ କମିଯାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟତା ସୃଷ୍ଟି ହୋଇଥାଏ । ମାନାଯାଇଥାଏ ଯେ ପତିପତ୍ନୀ ପରସ୍ପର ସହିତ ସୁଖ ଦୁଖ ବାଣ୍ଟିଥାନ୍ତି ।

ମାତ୍ର ଅନେକ ସମୟରେ କିଛି ଏଭଳି କଥା ହୋଇଥାଏ ଯାହା ଜଣେ ଅନ୍ୟକୁ କହି ପାରନ୍ତି ନାହିଁ । ଏହି କଥା ସମ୍ପର୍କକୁ ବଞ୍ଚାଇ ରଖି ପାରେ ନାହିଁ । ଯଦି ଆପଣ ବିବାହିତ ଅଟନ୍ତି ତେବେ ଆପଣ ନିଜ ଜୀବନସାଥୀ ଠାରୁ କୌଣସି କଥା ଲୁଚାଇ ରଖନ୍ତୁ ନାହିଁ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ୪ ଟି ବିଷୟ କହିବାକୁ ଯାଉଅଛୁ ଯାହା ସ୍ତ୍ରୀ ନିଜ ସ୍ଵାମୀ ଙ୍କ ଠାରୁ ଲୁଚାଇ ରଖିଥାଏ ।

୧;- ବିତିଯାଇଥିବା କଥା, ସାଧାରଣତ ଆମ୍ଭେ ଆମ୍ଭ ଜୀବନରେ କେତେ ମଧ୍ୟ ଆଗକୁ ବଢିଥାଉ ମାତ୍ର ଆମ୍ଭ ସହିତ ଅତିତରେ କିଛି ଏଭଳି ଘଟଣା ଘଟିଥାଏ ଯାହାକୁ ଆମ୍ଭେ ଚାହିଁ ମଧ୍ୟ ଭୁଲି ନଥାଉ । ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କୁ ସାଧାରଣତ ତାଙ୍କ ପ୍ରଥମ ପ୍ରେମ ସମ୍ବନ୍ଧରେ ଲୁ-ଚା-ଇ ରଖିଥାନ୍ତି ।

୨;- ନିଜ ବିମାରୀ କଥା, ମହିଳା ମାନଙ୍କ ଜୀବନ ସବୁଠାରୁ କଠିନ ହୋଇଥାଏ କାରଣ ମା-ସି-କ ଧର୍ମର ପୀ-ଡା କିଛି ଦୁଖ ମହିଳା ମାନେ ଚୁପଚାପ ସହିଥାନ୍ତି । ଅଧିକାଂଶ ମହିଳା ତାଙ୍କ ବିମାରୀ ସମ୍ବନ୍ଧରେ କହି ନଥାନ୍ତି । ସେମାନେ ଚାହିଁ ନଥାନ୍ତି ଯେ ତାଙ୍କ ସ୍ଵାମୀ କୌଣସି ପ୍ରକାରର ଚିନ୍ତା ରେ ରୁହନ୍ତୁ ।

୩;- ଶିକ୍ରେଟ ଲଭ କ୍ରଶ;- ସମସ୍ତ ମନୁଷ୍ୟ ପ୍ରାଏ କାହାକୁ ନା କାହାକୁ ପ୍ରେମ କରିଥାନ୍ତି । ମାତ୍ର ବିବାହ ପରେ କୌଣସି ଶିକ୍ରେଟ କ୍ର-ଶ ହେବା ଭାରତୀୟ ସମଜରେ ସଠିକ ମନା ଯାଏ ନାହିଁ । କୌଣସି ମହିଳା ନିଜ ସ୍ଵାମୀ ଙ୍କୁ ନିଜର ଶିକ୍ରେଟ ଲଭ ସମ୍ବନ୍ଧରେ ଜଣାଇ ନଥାନ୍ତି ।

୪;- ଟଙ୍କା ଲୁ-ଚା-ଇ-ବା, ଆପଣ ଅଧିକାଂଶ ସମୟରେ ଦେଖିଥିବେ ଯେ ସ୍ଵାମୀ ଙ୍କ ପଇସା କୁ ନେଇ ସ୍ତ୍ରୀ ଲୁ-ଚା-ଇ ଦେଇଥାଏ । ଏହା ସତ ମଧ୍ୟ ବହୁତ ମହିଳା ନିଜ ସ୍ଵାମୀ ଙ୍କୁ ନ କହି ଲୁଚାଇ ପଇସା ସାଇତି ରଖିଥାନ୍ତି । ମହିଳା ମାନେ ଭବିଷ୍ୟତ ରେ ଆସୁଥିବା ଅସୁବିଧା ପ୍ରତି ପଇସା ସାଇତି ରଖିଥାନ୍ତି । ଯେପରି ଆଗକୁ ଟଙ୍କା ର ଅଭାବ ନ ହେଉ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *