ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରତେକ ମଣିଷ ଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଯାଉଛି । କିଛି କ୍ଷେତ୍ର ରେ ଜୀବନ ଶୈଳୀରେ ପରିବର୍ତ୍ତନ ଏହବା କାରଣରୁ ମଧ୍ୟ ସ୍ୱାସ୍ଥ୍ୟ ସମସ୍ଯା ଦେଖା ଯାଉଛି । ଆଜିକାଲି ଯୁବକ ଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ଙ୍କ ଠାରେ ଜଏଣ୍ଟ ପେନ ଭଳି ସମସ୍ଯା ଅଧିକ ମାତ୍ରା ରେ ଦେଖା ଯାଉଛି । ଏଥିପାଇଁ ଲୋକ ମାନେ ଅନେକ ପ୍ରକାରର ମେଡ଼ିସିନ ଖାଇବା ସହ ଫିଜିକାଲ ଏକ୍ସସାଇଜ ମଧ୍ୟ କରୁଛନ୍ତି ।
କିନ୍ତୁ ଏହା କିଛି କ୍ଷଣ ପାଇଁ ରିହାତି ଦେଉଥିଲେ ମଧ୍ୟ ପରେ ପୁଣି ଏହି ସମସ୍ଯା ଦେଖା ଯାଉଛି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ସହଜ ଓ ସରଳ ଉପାୟ ନେଇ ଆସିଛୁ ଯାହା କରିବା ଦ୍ଵାରା ଏହି ସମସ୍ଯା ଦୂର ହେବ । ଆପଣ ମାନେ ଜାଣିଥିବେ ଲେମ୍ବୁ ଆମେ ଖାଇବା ପାଇଁ ବ୍ୟବହାର କରିଥାଉ । ଲେମ୍ବୁ ରେ ଥିବା ଭିଟାମିନ ଓ ପୋଷାକ ତତ୍ତ୍ଵ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଲେମ୍ବୁ ର ବ୍ୟବହାର ଆମେ ଅନେକ କ୍ଷେତ୍ର ରେ କରିଥାଉ । ତେବେ ଗୋଡ ବା ହାତ ବିନ୍ଧା ହେଉଥିଲେ ଲେମ୍ବୁ ର ଏହି ସହଜ ଉପାୟ କୁ କରନ୍ତୁ । ଗାଧୋଇଲା ବେଳେ ପାଣି ରେ ଦୁଇଟି ଲେମ୍ବୁ ଆଣି ଭଲ ଭାବେ ଚିପୁଡି ଦିଅନ୍ତୁ । ସେହି ପାଣି ରେ ସ୍ନାନ କରିଲେ ଘିମିରି ଠାରୁ ଆରମ୍ଭ କରି ଚର୍ମ ଜନିତ ରୋଗ ସବୁ ଦୂର ହୋଇଯିବ ।
ଆପଣ ଦିନ ସାରା କାମ କରି ଥକି ଯାଇଥିବେ । ବିଶେଷ କରି ଡାଇବେଟିସ ରୋଗୀଙ୍କର ଗୋଡ ବିନ୍ଧା ଭଳି ସମସ୍ଯା ଦେଖାଯାଏ । ଅନ୍ୟ ସାଧାରଣ ବ୍ୟକ୍ତି ଙ୍କ ଠାରେ ମଧ୍ୟ ଅଧିକ ପରିଶ୍ରମ କାରଣରୁ ଗୋଡ ବିନ୍ଧା ହୋଇଥାଏ । ତେଣୁ ଏହା ଦୂର କରିବା ପାଇଁ ଉଷୁମ ପାଣି ରେ ଅଳ୍ପ ଲୁଣ ପକାଇ ଶୋଇବା ପୂର୍ବ ରୁ ଗୋଡ କୁ ବୁଡାଇ ରଖିବେ । ଏହା ପରେ ଗୋଡ ରେ ସୋରିଷ ତେଲ ବା ତା ଠାରୁ ଭଲ ଘିଅ ଗୋଡ ରେ ଲଗାଇଲେ ଗୋଡ ବିନ୍ଧା ଦୂର ହୋଇଥାଏ ।
ଏମିତିକି ପାଦ ବା ଗୋଡ ବା ବିସ୍ଫୋଟକ ଜନିତ ସମସ୍ଯା ହେବ ନାହି । ତେବେ ଆପଣ ମାନେ ଏହି ଉପାୟ ଟି ନିଶ୍ଚିନ୍ତ ଭାବରେ କରନ୍ତୁ । ଦେଖିବେ ଆପଣଙ୍କର ଗୋଡ ବିନ୍ଧା ସମସ୍ଯା ତୁରନ୍ତ ଦୂର ହେବ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ