Beauty Tips- କେବଳ ଏହି 2 ଗୋଟି ଜିନିଷ, 5 ମିନିଟ୍ ରେ ଆପଣଙ୍କ ଚେହେରା ପୁରା କ୍ଷୀର ଭଳି ଧଳା ହେଇଯିବ

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣଙ୍କୁ ଏପରି ଏକ ଉପାୟ କହିବି ଯାହାକୁ କରି କେବଳ ପାଞ୍ଚ ମିନିଟ୍ ରେ ଗୋରା ହୋଇଯିବେ । ଆପଣମାନେ ଯଦି କୋଣସି କାର୍ଯ୍ୟକ୍ରମ କୁ ଯାଇଥାନ୍ତି ବା ବାହାରକୁ ଯାଇଥାନ୍ତି ତେବେ ଆମ ପାଖରେ ମେକ୍ ଅପ୍ ନେବାର ସମୟ ନ ଥାଏ । ବେଳେବେଳେ ମେକ୍ ଅପ୍ ମଧ୍ୟ ଆମ ସୁନ୍ଦରତାକୁ ବଢାଇନଥାଏ । କିନ୍ତୁ ଯଦି ଆପଣମାନେ ଏହାକୁ ବ୍ୟବହାର କରିଥାନ୍ତି , ତେବେ ଏହା ନିଶ୍ଚିତ ଭାବରେ କାମ କରିଥାଏ ।

ବନ୍ଧୁଗଣ କେବଳ 5 ମିନିଟ୍ ରେ କାମ କରିଥାଏ । ଏହାକୁ ଥରେ ବ୍ୟବହାର କରିବା ଦ୍ଵାର ଆପଣଙ୍କର ବହୁତ ଲାଭ ହୋଇଥାଏ । ଯଦି ଆପଣମାନେ ବାହାରକୁ ଯିବାର ଅଛି କିନ୍ତୁ ଫେସିଆଲ କରିବାର ସମୟ ନାହିଁ ବା ପାର୍ଲର ଯିବାର ସମୟ ନାହିଁ ତେବେ ଆପଣ ଏହି ଉପାୟକୁ ଆପେଣଇପାରିବେ । ଏପରି କିଛି ପ୍ୟାକ୍ ଯାହାକୁ ଆପଣ 5 ମିନିଟ୍ ରେ ପ୍ରସ୍ତୁତ କରିପାରିବେ  ଏବଂ ଗ୍ଲୋଇଙ୍ଗ ସ୍କିନ ପାଇଁ ପାରିବେ । ଏହି ପ୍ୟାକ ତିଆରି ପାଇଁ ଆବଶ୍ୟକ ଜିନିଷ ଗୁଡିକ ହେଲା ।

ପ୍ରଥମରେ କଞ୍ଚା କ୍ଷୀର ଏହା ଆମ କୁ ରୋଷେଇ ଘରରୁ ସହଜରେ ମିଳିଥାଏ । କଞ୍ଚା କ୍ଷୀର ରେ ଏମିତି  କିଛି ରହିଛି ଯାହା ଚର୍ମ ର ମୁହଁ କୁ ଗ୍ଲୋଇଙ୍ଗ କରିଥାଏ ଓ ବ୍ରାଇଟ୍ ନେସ୍ ଦେଇଥାଏ । ଦ୍ଵିତୀୟ ରେ ରହିଛି ବେସନ ଏବଂ ଏହା ସହିତ ମହୁ ଏହି ତିନୋଟି ଜିନିଷ କୁ ନେଇ ଏକ ଏମିତି ପ୍ୟାକ୍ ପ୍ରସ୍ତୁତ କରିବ ଓ କିପରି ଗୋରା ହେଇପାରିବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବେ ଏଥିରେ ଦୁଇ ଚାମୁଚ କ୍ଷୀର ପକାଇ ଏକ ଚାମୁଚ ଲେମ୍ବୁ ରସ ପକାଇ ଏହାକୁ ଭଲଭାବରେ ମିଶେଇ ଦିଅନ୍ତୁ । ଯେତେ ବେଳେ ଆମେ କ୍ଷୀରରେ ଲେମ୍ବୁ ପକେଇ ଥାଉ ଏହା ଛିଣ୍ଡି ଯାଇଥାଏ ଦହି ଆକୃତିରେ ହୋଇଯାଇଥାଏ । ଏହା ହିଁ ଆବଶ୍ୟକ ହୋଇଥାଏ ଏହା  ଆମ ସ୍କିନ କୁ ଗୋରା କରିଥାଏ । ଏଇଟା ହେଉଛି କ୍ଳିନ ଞ୍ଜର ଏକ ତୁଳା ସାହାଯ୍ୟରେ ଆପଣଙ୍କ ମୁହଁ ରେ ଏହାକୁ ଲଗେଇ ନିଅନ୍ତୁ ।

ଏହାକୁ ଆପଣ ଦୁଇ ମିନିଟ୍ ପାଇଁ ଶୁଖିବାକୁ ଛାଡି ଦିଅନ୍ତୁ । ଦୁଇ ମିନିଟ୍ ପରେ ମୁହଁ କୁ  ଥଣ୍ଡା ପାଣିରେ ଧୋଇନିଅନ୍ତୁ । ଏହା ପରେ ଆମେ ଆଉ ଏକ ପ୍ୟାକ୍ ତିଆରି କରିବା । ଏକ ପାତ୍ର ନିଅନ୍ତୁ ଏଥିରେ ଦୁଇ ଚାମୁଚ ବେସନ ନେବେ ଏବେ ଏଥିରେ ଦୁଇ ଚାମୁଚ କ୍ଷୀର ନେବେ ଏବଂ ଏକ ଚାମୁଚ ମହୁ ନେଇକି ଭଲ ଭାବରେ ମିଶ୍ରିତ କରିନେବେ । ଏହି ମିଶ୍ରିତ ପ୍ୟାକ୍ କୁ ଆପଣଙ୍କ ସ୍କିନ ରେ ଲଗାନ୍ତୁ । କଞ୍ଚା କ୍ଷୀର ରେ ଲ୍ୟାକଟିକ୍ ଏସିଡ ବହୁ ପରିମାଣରେ ଥାଏ ଯାହା ଆପଣଙ୍କ ସ୍କିନ କୁ ଗ୍ଲୋଇଙ୍ଗ କରିଥାଏ ।

ଏହା ଆପଣଙ୍କ ସ୍କିନ ପାଇଁ ବହୁତ ଲାଭ ଦାୟକ ଅଟେ । ତେଣୁ କରି ଏହାକୁ ସପ୍ତାହରେ ଥରେ କରନ୍ତୁ ଆଉ ଦେଖିବେ ଏହା ଆପଣଙ୍କ ସ୍କିନ ପାଇଁ ବହୁତ ଉପକାରୀ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *