Health Tips- ସପ୍ତାହରେ ମାତ୍ର 2-3 ଥର ଲଗାନ୍ତୁ, Sun Burn, ଚେହେରା କଳା ପଡିବା ସବୁ ଦିନ ପାଇଁ ଗାୟବ ହେଇଯିବ…

ନମସ୍କାର ବନ୍ଧୁଗଣ , ମାର୍ଚ୍ଚ ଓ ଏପ୍ରିଲ ମାସରେ ଖରା ର ତୀବ୍ରତା ବୃଦ୍ଧି ହୋଇଥାଏ । ଗ୍ରୀଷ୍ମ ମାସରେ ଲୋକମାନେ ବାହାର କୁ ଯିବାକୁ ଇଛା କରନ୍ତି ନାହିଁ । କାରଣ ଏହି ଋତୁ ରେ ଖରା ଅଧିକ ରହିଥାଏ , ଯେବେ ସୂର୍ଯ୍ୟଙ୍କ କିରଣ ଆମ ଉପରେ ପଡିଥାଏ ଏହା ଆମ କୁ କଳା କରିଦେଉଥାଏ ଅଧିକତ ମୁହଁ ଉପରେ ପଡିଲେ ମୁହଁ କୁ ଟାନ୍ କରିଦିଏ । ଏହି ଗ୍ରୀଷ୍ମ ଋତୁ ରେ ଆମକୁ ପାଣି ଏବଂ ସାଲାଟ୍ ଅଧିକ ମାତ୍ର ରେ ଖାଇବା ଉଚିତ ଅଟେ  ।

କାରଣ ଏହି ଦିନମାନଙ୍କ ରେ ପାଣି ଝାଳ ଆକାର ରେ ଶରୀରର ରୁ ବାହାର କୁ ବାହାରିଯାଇଥାଏ । ତେଣୁ ଆମ କୁ ଜୁସ ଓ ପାଣି କୁ ଯଥେଷ୍ଟ ପରିମାଣରେ ପିଇବା ଉଚିତ୍ । ଖରା ଯୋଗୁ ଆମ ମୁହଁ ମୁର୍ଚାଇ ଯାଇଥାଏ ,କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଚମତ୍କାରୀ ମାସ୍କ ବିଷୟରେ କହିବାକୁ ଯାହାକୁ ଆମେ ଘରେ ବ୍ୟବହାର କରୁଥିବା ଜିନିଷ କୁ ବ୍ୟବହାର କରି ତିଆରି କରିପାରିବା ।

ଅଧିକାଂଶ ଏହି ଜିନିଷ କୁ ଆମେ ଫୋପାଡି ହେଇଥାଉ କାରଣ ଆମେ ଏହାର ଉପକାରିତା ସମ୍ବନ୍ଧରେ ଅଜଣା ରହିଥାଉ , ମାତ୍ର ଆଜି ଏହାର ଉପକାରିତା ବିଷୟରେ ଶୁଣିଲା ପରେ ଏହାକୁ ପୋପାଡିବେ ନାହିଁ । ଆସନ୍ତୁ ଜାଣିବା ଏହା ବିଷୟରେ ପ୍ରଥମେ ଆପଣା ପାଚିଲା ଅମୃତ ଭଣ୍ଡା କୁ ନେବୀ ଏହାକୁ କାଟି ଛୋଟ  ଖଣ୍ଡ ରେ ପରିଣତ କରି ।

ମନେ ରଖିବେ ଯେ ଏହାର ମଞ୍ଜି କୁ ନ ଫୋପାଡି ଏହାକୁ ମଧ୍ୟ ରଖିବେ  କାରଣ ଏହି ମଞ୍ଜି ରେ ପ୍ରଚୁର ପୋଷାକ ରହିଥାଏ , ଯାହା ମୁହଁ ପାଇ ଉପକାରୀ ହୋଇଥାଏ ।  ଆପଣମାନେ ଜାଣିଥିବେ ଯେ ଅମୃତ ଭଣ୍ଡା ଆମ  ଶରୀର ପାଇଁ ବହୁତ ଭଲ ହୋଇଥାଏ । ମାତ୍ର ଆପଣମାନେ ଏହା ଜାଣିଛନ୍ତି କି ଆମ ମୁହଁ ପାଇଁ ମଧ୍ୟ ଭଲ ଅଟେ , ଏଥିରେ ଥିବା ପେପିନା ଏନଯାଇମ ମୁହଁ କୁ କେବେ ବି ବୁଢା ହେବାକୁ ହେଇନଥାଏ ।

ଏବେ ଆପଣଙ୍କୁ ଦରକାର ହୋଇଥାଏ ଗ୍ରୀନ ଟି ଚାଇପତି ଏବଂ ଚାଉଳ ଅଟା ଏହି ଦୁଇଟା ଜିନିଷ କୁ ମିଶେଇ ରଖିନେବେ । ଆପଣ ଅମୃତ ଭଣ୍ଡା କୁ ଗ୍ରାଇଣ୍ଡିଙ୍ଗ କରି ଏହାର ପେଷ୍ଟ ପ୍ରସ୍ତୁତ କରି ନେବେ । ଏବେ ଏଥିରରେ ପୂର୍ବରୁ ଚାଇପତି ଓ ଚଉକ ଗୁଣ୍ଡ ମିଶ୍ରିତ ପାଉଡର ଅମୃତ ଭଣ୍ଡା ଭଲ ଭାବରେ ମିଶେଇ ନେବେ । ଶେଷ ଏଥିରେ ଗୋଲାପ ଜଳ ପକେଇ କାଚ ଡବାରେ ପୁରାଇ fridge ରେ ଏହାକୁ ରଖିବେ ।

କାରଣ ଏହି ମାସ୍କ କୁ ବାହାର ରଖିଲେ ଏହା ଖରାପ ହୋଇଯାଇଥାଏ , ତେଣୁ ଏହାକୁ ଥଣ୍ଡା ରେ ରଖିବା ଉଚିତ୍ ହୋଇଥାଏ । ଆପଣ ମାନେ ଏହି ମାସ୍କ କୁ ସପ୍ତାହ ରେ ଦୁଇ ଥର ବ୍ୟବହାର କରିପାରିବେ ଓ ଏହା ଦ୍ଵାରା ଖରା ଦିନ ମାନଙ୍କ ରେ ଆପଣଙ୍କ ମୁହଁ ସଫା ଗୋରା ରହିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *