ଦୋଳ ପୂର୍ଣ୍ଣିମା ଦିନ ଗାଈକୁ ଖୁଆଇ ଦିଆନ୍ତୁ ଏହି ଗୋଟିଏ ଜିନିଷ, ହେଇଯିବେ ଧନବାନ (Dola Purnima 2023)

ଦୋଳ ପୂର୍ଣ୍ଣିମା ଦିନ ଗାଈକୁ ଖୁଆଇ ଦିଆନ୍ତୁ ଏହି ଗୋଟିଏ ଜିନିଷ ଧନବାନ ହେଇଯିବେ ନମସ୍କାର ବନ୍ଧୁଗଣ ,  ଦୋଳ  ପୂର୍ଣ୍ଣିମା ଦିନ ଗାଈକୁ ଖୁଆଇ ଦିଅନ୍ତୁ ଏହି ଜିନିଷ ବର୍ଷ ସାରା ସୁଖ ପ୍ରାପ୍ତ ହୋଇଥାନ୍ତି ଏବଂ ଧନ , ସମ୍ପତି ଅଭିବୃଦ୍ଧି ହୋଇଥାଏ । ହୋଲି ପର୍ବ ଏକ ଏପରି ପର୍ବ ଅଟେ ଯେ ରଙ୍ଗ ,ଧର୍ମ ,ଜାତି  ନିର୍ବିଶେଷରେ  ସମସ୍ତେ ମିଶି ହସ ଖୁସିରେ ପାଳନ କରିଥାନ୍ତି । କୃଷକମାନଙ୍କ ର ପର୍ବ ମଧ୍ୟ କୁହାଯାଇଥାଏ ।

ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଏହି ପର୍ବ ପାଳନ କରାଯାଇଥାଏ । ଭଗବାନ ବିଷ୍ଣୁଙ୍କ ଭକ୍ତମାନେ ହୋଳି ଦିନ ତାହାଙ୍କ ପାଇଁ ବ୍ରତ ରଖିଥାନ୍ତି । ହିନ୍ଦୁ ଧର୍ମରେ ଗାଈ କୁ ମାତାଙ୍କ ସହିତ ତୁଳନା କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଗାଈ କୁ ଗୋ ମାତା କୁହାଯାଇଥାଏ ଏବଂ ପୂଜା କରାଯାଇଥାଏ । ଗୋ ମାତା ର କ୍ଷୀରକୁ ସ୍ଵୟଂ ମାତା କ୍ଷୀର ସହ ତୁଳନା କରାଯାଇଥାଏ ।

ଗୋ ମାତାର କ୍ଷୀର ରେ ଅମୃତ ରହିଥାଏ ଏବଂ ଏହି କ୍ଷୀରର ସେବନରୁ ସମସ୍ତ ରୋଗ ଦୂର ହୋଇଥାଏ । ଗୋ ମାତାଙ୍କୁ ସମସ୍ତ ଦେବା ଦେବୀ ତାଙ୍କ ଦେହରେ ସ୍ଥାନ ଦେଇଛନ୍ତି ତେଣୁ ଆମେ ଗୋ ମାତାକୁ ପୂଜା କରିଥାଉ । ଗୋ ମାତାର ଗୋବର ଛୁଇବା ଦ୍ଵାରା ବ୍ରାହ୍ମ ହତ୍ୟା ଭଳି ପାପ ଦୂର ହୋଇଯାଇଥାଏ । ଗୋ ମାତାର ମୁଣ୍ଡ କୁ ଛୁଇ ପ୍ରଣାମ କରିବା ଦ୍ଵାରା ସମସ୍ତ ଦୋଷ ଦୂର ହୋଇଯାଇଥାଏ ।

ଗୋ ମାତାର ଲାଞ୍ଜକୁ ଛୁଇବା ଦ୍ଵାରା ସମସ୍ତ କଷ୍ଟ ଦୂର ହୋଇଯାଇ ସ୍ଵର୍ଗ ପ୍ରାପ୍ତି ହୋଇଥାଏ । ଗୋ ମାତାର ଧୁଳି କୁ ମୁଣ୍ଡରେ ଲଗେଇବା ବା ଦ୍ଵାରା ଆପଣଙ୍କ କ୍ରୋଧ , ବିରକ୍ତି ହେବା ଏବଂ ଗ୍ରହ ମାନଙ୍କ ପ୍ରଭାବ ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ଶନି ରାହୁ ପ୍ରଭାବ ରେ ପୀଡିତ ଅଛନ୍ତି ତେବେ ଗୋ ମାତାର ଧୂଳିକୁ ତିଳକ କରି ଲଗାନ୍ତୁ ଏହା ଦ୍ଵାରା ସମସ୍ତ ପ୍ରଭାବ ଦୂର ହୋଇଥାଏ । ଯଦି କୋଣସି ବ୍ୟକ୍ତି ଧନ କୁ ପ୍ରାପ୍ତି କରିବାକୁ ଚାହୁଛନ୍ତି ତେବେ ଗୋ ମାତର ଧୂଳିକୁ ଲଗାନ୍ତୁ । କାରଣ ଗୋ ମାତାରେ ଲକ୍ଷ୍ମୀ ଙ୍କର ମଧ୍ୟ ଅଂଶ ରହିଛି ତେଣୁ ଆପଣ ଧନ ପ୍ରାପ୍ତି ହୋଇଥାନ୍ତି ।

ଗୋ ମାତାର ମୁତ୍ର କୁ ଘରେ ଛିଞ୍ଚିବା ଦ୍ଵାରା ଘରେ ମା ‘ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଯଦି ଘରେ ଅଶାନ୍ତି ର ପରିବେଶ ଦେଖାଯାଉଛି ଏବଂ ସାମାନ୍ୟ  କଥାରେ ଝଗଡା ସୃଷ୍ଟି ହୋଇଥାଏ ବା ଘରେ ବାସ୍ତୁ ଦୋଷ ଦେଖାଯାଇଥାଏ ତାହାଲେ ଆପଣ ଆପଣଙ୍କ ଘରେ ଗୋ ମାତାର ମୁତ୍ର କୁ ଛିଞ୍ଚନ କରନ୍ତୁ ସମସ୍ତ ବିଷୟ ଦୂର ହୋଇଥାଏ ।

ଦୋଳ ପୂର୍ଣ୍ଣିମା ଦିନ ବିଷ୍ଣୁଙ୍କୁ ପୂଜା କରିବା ପରେ ଗୋ ମାତାଙ୍କୁ ସାଧା ଚାଉଳ ଏବଂ ରୋଟି ଖାଇବାକୁ ଦିଅନ୍ତୁ , ଏହା ଦ୍ଵାର ଆପଣଙ୍କର ଧନ , ସମ୍ପତି , ସୁଖ ର ପ୍ରାପ୍ତି ହୋଇଥାଏ ଏବଂ ଯାହା ବି ମନ କାମନା କରିଥାନ୍ତି ତାହା ସଫଳ ହୋଇଥାଏ । ଯଦି କୋଣସି ବ୍ୟକ୍ତି ଦୋଳ ପୂର୍ଣ୍ଣିମା ଦିନ ଗାଈ କୁ  ରାଶି  ଲଡୁ ଖାଇବାକୁ ଦେଲେ ଏହା ସମସ୍ତ ପାପ ରୁ ମୁକ୍ତ କରିଥାଏ ତେଣୁ ଏହାକୁ ନିଶ୍ଚିତ କରନ୍ତୁ ।

ଯଦି କୋଣସି ବ୍ୟକ୍ତି ଗାଈ କୁ ଗହମ ଖାଇବାକୁ ଦିଅନ୍ତି ସେ ଜ୍ଞାନବାନ , ଧନବାନ ପୁତ୍ର ପ୍ରାପ୍ତ କରାଇଥାନ୍ତି । ଆଖୁ ରସ ଗୋ ମାତାଙ୍କୁ ଖୁଆଇବା ଦ୍ଵାରା ସାଂସାରିକ ସୁଖ ପ୍ରାପ୍ତି କରିଥାନ୍ତି । ଦୋଳ ପୂର୍ଣ୍ଣିମା ଦିନ ଗୋ ମାତାକୁ ମହୁ ଖୁଆଇବା ଦ୍ଵାରା ଭୌତିକ ସୁଖ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ   । ଦୋଳ ପୂର୍ଣ୍ଣିମା ଦିନ ଏହାକୁ ନିଶ୍ଚିତ କରନ୍ତୁ ।  ଏଭଳି ପୋଷ୍ଟ  ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *