ବନ୍ଧୁଗଣ, ଦୀପାବଳୀ ନିମନ୍ତେ ହାର୍ଦ୍ଧିକ ଶୁଭେଛା ଏବଂ ଶୁଭକାମନା । ଦୀପାବଳୀ ଭାରତର ସବୁଠାରୁ ବଡ ପର୍ବ ଏବଂ ସବୁଠାରୁ ବଡ ପ୍ରକାଶମୟ ଉତ୍ସବ ଅଟେ । ଏହିଦିନ ଶ୍ରୀ ରାମ ରାବଣ ଉପରେ ବିଜୟଲାଭ କରିଥିଲେ । ଏହି ଦୀପାବଳୀ ରେ ଦୀପର ସାକ୍ଷାତ ମହତ୍ଵ ରହିଥାଏ । ଦୀପାବଳୀ ରେ ଘରେ ଦୀପ ଜଳିବା ପ୍ରଥା ରହିଅଛି । ଏହି ଉତ୍ସବ ଆଲୋକ ର ଉତ୍ସବ ଅଟେ ।
ହିନ୍ଦୁ ଧର୍ମ ରେ ଏହା ମାନ୍ୟତା ରହିଅଛି ଯେ ଦୀପାବଳୀ ର ଶୁଭ ସମୟରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥିଲେ । ଏହା ମଧ୍ୟ କୁହାଯାଇଅଛି ଯେ ମାତା ଲକ୍ଷ୍ମୀ ଯାହା ଘରେ ଏହି ଦୀପାବଳୀ ରେ ବାସ କରନ୍ତି ତାହାର ଘରେ ଜୀବନ ସାରା ଟଙ୍କା ପଇସା ତଥା ଧନର ଅଭାବ ରହି ନଥାଏ ।
ଏହି କାରଣ ନିମନ୍ତେ ଦୀପାବଳୀ ଅବସରରେ ପ୍ରତ୍ୟକ ମଣିଷ ନିଜ ଘରେ ସନ୍ଧ୍ୟାବେଳୁ ଦୀପ ଜଳାଇ ସଂପୂର୍ଣ୍ଣ ଘରକୁ ପ୍ରକାଶିତ କରିଥାନ୍ତି । ଏହା ସହିତ ମଧ୍ୟ କେତେକ ଲୋକଙ୍କୁ ଜଣା ନଥାଏ ଯେ ଘର ସହିତ ଏଭଳି କିଛି ଜାଗା ରହିଥାଏ, ଯେଉଁଠାରେ କି ଦୀପାବଳୀ ଦିନ ଦୀପ ଜଳାଇବା ଅତ୍ୟନ୍ତ ଶୁଭ ରହିଥାଏ ।
ଘର ସହିତ ମଧ୍ୟ ଏହି ଜାଗା ମାନଙ୍କରେ ଦୀପ ଲଗାଇବାକୁ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ୫ ଟି ମୁଖ୍ୟ ଜାଗା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣ ସେଠାରେ ଦୀପାବଳୀ ଦିନ ଦୀପ ଲଗାଇ ରଖିବା ଦ୍ଵାରା ଆପଣଙ୍କ ଘରେ ଧନର ଅଭାବ ରହିନଥାଏ ।
୧- ଦୀପାବଳୀ ଦିନ ଗୋଟିଏ ଦୀପ ନେଇ ଆପଣ ଅସ୍ଵସ୍ଥ ଗଛ ମୂଳରେ ନିଶ୍ଚିତ ଲଗାନ୍ତୁ । ମାନଯାଇଅଛି ଯେ ଏହି ଅସ୍ଵସ୍ଥ ଗଛ ରେ ୩୩ କୋଟି ଦେବାଦେବୀ ବାସ କରିଥାନ୍ତି । ଏଣୁ ଏହି ଜାଗାରେ ଦୀପ ଜଳାଇବା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।
୨- ଦୀପାବଳୀ ଦିନ ଘରର ମୁଖ୍ୟ କବାଟର ଦୁଇ ପାର୍ଶ୍ଵ ରେ ଦୀପ ନିଶ୍ଚିତ ଜଳାନ୍ତୁ । ଅର୍ଥାତ ମୁଖ୍ୟ କବାଟର ଡାହାଣ ପାର୍ଶ୍ଵରେ ଏବଂ ବାମ ପାର୍ଶ୍ଵ ରେ ଦୀପ ନିଶ୍ଚୟ ଭାବରେ ଜଳାନ୍ତୁ ।
୩- ଆପଣଙ୍କ ଘର ବାହାରେ ଯଦି କୌଣସି ମନ୍ଦିର ଅଛି ତେବେ ଦୀପାବଳୀ ଦିନ ଏହାକୁ ମଧ୍ୟ ସଜାଇ ଦିଅନ୍ତୁ ।
୪- ଦୀପାବଳୀ ଦିନ ବୃନ୍ଦାବତୀ ଙ୍କ ନିକଟରେ ମଧ୍ୟ ଦୀପ ଜଳାନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ସମସ୍ତ ମନୋଷ୍କାମନା ପୂର୍ଣ୍ଣ କରିଥାନ୍ତି ।
୫- ଦୀପାବଳୀ ଦିନ ନିରଳା ଜାଗାରେ ରହିଥିବା ଶିବଳିଙ୍ଗ ପାଖରେ ମଧ୍ୟ ଦୀପ ଅବଶ୍ୟ ଜଳାନ୍ତୁ । ଏହାଦ୍ଵାରା ଆପଣଙ୍କ ମନର ସମସ୍ତ ମନୋଷ୍କାମନା ପୂର୍ଣ୍ଣ ହୋଇଥାଏ । ଏହିଭଳି ସ୍ଥାନ ମାନଙ୍କ ରେ ପବିତ୍ର ଦୀପାବଳୀ ରେ ଦୀପ ଜାଳି ସେହି ସ୍ଥାନ ଏବଂ ଗୃହ କୁ ଆଲୋକ ରେ ଭରି ଦିଅନ୍ତୁ । ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ନିଶ୍ଚିତ ହେବ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ