ଜାଣନ୍ତୁ ଦୀପାବଳିରେ ଘରକୁ କେଉଁ ଜୀବ ଆସିଲେ ହୋଇଥାଏ ଅତ୍ୟନ୍ତ ଶୁଭ ଓ କେଉଁ ଜୀବ ଆସିବା ହୋଇଥାଏ ଅଶୁଭ ?

ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମ ର ପୁରାଣ ମାନଙ୍କ ଅନୁସାରେ ଏ ଜଗତ ର ଅନେକ ପଶୁ ପକ୍ଷୀ ମାନଙ୍କୁ ପୂଜନୀୟ ମନା ଯାଇଥାଏ । ଏହି ପଶୁ ପକ୍ଷୀ ମାନେ କିଛି ଦେବୀ ଦେବତା ଙ୍କର ବାହନ ହୋଇଥିବା କାରଣ ରୁ ଏହି ମାନଙ୍କୁ ଶ୍ରେଷ୍ଠ ଭାବେ ଗଣନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ପଶୁ ପକ୍ଷୀ ମାନେ ଘରକୁ ଆସିବା ଏକ ବିଶେଷ ସଂକେତ ଭାବେ ମନା ଯାଇଥାଏ । ତାହାଛଡା ଏହା ପଛରେ ଶାସ୍ତ୍ରୀୟ ଓ ବୈଜ୍ଞାନିକ ଉଭୟ ଦୁହିଁ ଙ୍କର କାରଣ ଅଛି ।

ଶାସ୍ତ୍ର ଅନୁସାରେ ଲ୍କିଛି ବିଶେଷ ପଶୁ ପକ୍ଷୀ ଅଛନ୍ତି ଯେଉଁ ମାନେ କି ସକାରାତ୍ମକ ଊର୍ଜା କୁ ଅନୁଭବ କରି ପାରିଥାନ୍ତି । ସେମାନେ ଯେଉଁ ସ୍ଥାନ ରେ ସକ୍ଯରତ୍ମକ ନ୍ବାଟବରଣ କୁ ଅନୁଭବ କରି ଥାନ୍ତି ସେମାନେ ସେହି ସ୍ଥାନ କୁ ହିଁ ଯାଇଥାନ୍ତି । ଯେପରି ଆମର ମନ ମନ୍ଦିର ବକ କୌଣସି ପବିତ୍ର ସ୍ଥାନ କୁ ଯାଇଆ ପ୍ରସନ୍ନ ହୋଇଥାଏ ।

ସେହିଭଳି ଏହି ପଶୁ ପକ୍ଷୀ ମାନେ ମଧ୍ୟ ସକାରାତ୍ମକ ବାତାବରଣ ରେ ରହି ଖୁସି ହୋଇ ଯାଇଥାନ୍ତି । ଯେଉଁ ଘରେ ବାତାବରଣ ସ୍ଵଚ୍ଛ ଥାଏ ସେହି ଘରେ ହିଁ କିଛି ବିଶେଷ ଶୁଭ ପକ୍ଷୀ ଆସି ବସିଥାନ୍ତି । ଆମର ବେଦ ଶାସ୍ତ୍ର ମାନଙ୍କରେ କିଛି କୀଟ ପତଙ୍ଗ ଓ ଜୀବ ଜନ୍ତୁ ମାନଙ୍କ ବିଷୟରେ କୁହାଯାଇଛି ଯେଉଁ ମାନେ ଘରେ ଆସି ବସି କିଛି ଶୁଭ ଓ ଅଶୁଭ ଲକ୍ଷଣ ମାନ ଦର୍ଶାଇ ଥାନ୍ତି ।

ଘରେ ଚୁଚୁନ୍ଦ୍ରା ରହିବା ଶାସ୍ତ୍ର ଅନୁସାରେ ଖୁବ ଭଲ ହୋଇଥାଏ । ଏହ ଅଗହରେ ମାତା ଲକ୍ଷ୍ମୀ ଙ୍କର ଆଗମନର ସଂକେତ ଦେଇଥାନ୍ତି । ଦୀପାବଳି ର ରାତିରେ ଯଦି କେହି ବ୍ୟକ୍ତି କୁ ତା ଘରେ ଚୁଚୁନ୍ଦ୍ରା ଦେଖାଯାଏ ତେବେ ତାହା ସେହି ବ୍ୟକ୍ତି ର ଭାଗ୍ୟ ପାଇଁ ଖୁବ ଭଲ ହୋଇଥାଏ । ଦ୍ଵିତୀୟ ରେ ବନ୍ଧୁଗଣ ଘରେ ଯଦି ଅଧିକ ମାତ୍ରା ରେ ମୂଷା ଦେଖା ଦିଏ ତେବେ ଏହା ଘରର ନକରାତ୍ମକତାବଢିବାକୁ ସୁଚାଇ ଥାଏ ।

ଏମାନେ ଘରର ବାତାବରଣ କୁ ଦୂଷିତ ମଧ୍ୟ କରିଥାନ୍ତି । ତୃତୀୟ ରେ ବନ୍ଧୁଗଣ ଘରେ ମହୁମାଛି । କୁହାଯାଇ ଥାଏ କି ମହୁମାଛି ଖରାପ ଭାଗ୍ୟ କୁ ଆକର୍ଷିତ କରିଥାଏ । ଚତୁର୍ଥ ଟି ହେଉଛି ବୁଢିଆଣୀ ଜାଲ । ବାସ୍ତୁ ଅନୁସାରେ ଘରେ ଥିବା ବୁଢିଆଣୀ ଜାଲ ଦୁର୍ଭାଗ୍ୟ ର ସଂକେତ ଦେଇଥାଏ । ଏହି କାରଣ ରୁ ଘରେ ଥିବା ବୁଢିଆଣୀ ଜାଲ ଘରୁ କାଢି ସଫା କରିଦେବା ଉଚିତ ।

ପଞ୍ଚମ ଟି ହେଉଛି ପ୍ରଜାପତି । ଘରେ ପ୍ରଜାପତି ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ରଙ୍ଗ ବେରଙ୍ଗ ର ପ୍ରଜାପତି ମାନେ ଜୀବନରେ ମଧ୍ୟ ଅନେକ ସାରା ଖୁସି ଭରି ଦେଇଥାନ୍ତି । ଘରେ କଳା ରଙ୍ଗର ଭଅଁର ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହଚା ବିଛା ଏକ ଏପରି ଜୀବ ଯାହା ସ୍ଵପ୍ନ ରେ ଦେଖା ଯିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

ଯେଉଁ ଘରେ ବିଛା ବା କଳା ପିମ୍ପୁଡି ବା କଳା ବଡ ଜନ୍ଦା ଗହରେ ଦେଖାଯିବା ଅତ୍ୟନ୍ତ ଶୁଭ ହୋଇଥାଏ । ଗେଣ୍ଡା ମଧ୍ୟ ଏକ ଏପରି ଜୀବ ଜାଡ୍ୟ ଏହା ଘରେ କିମ୍ବା ଘର ର କାନ୍ଥ ରେ ଚାଲୁଥିବାର ଦେଖା ଯାଏ ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *